ବ୍ରହ୍ମୋସର ସଫଳ ପରୀକ୍ଷଣ, ଲକ୍ଷ୍ୟଭେଦ କ୍ଷମତା ୬୫୦ରୁ ୮୦୦ କିଲୋମିଟର

ବାଲେଶ୍ୱର(ରିପୋର୍ଟର୍ସ ଟୁଡେ) : ଚାନ୍ଦିପୁର କ୍ଷେପଣାସ୍ତ୍ରଘାଟିରୁ ଆଜି ଉତକ୍ଷେପଣ ହୋଇଯାଇଛି ସୁପରସୋନିକ୍ କ୍ରୁଜ ମିସାଇଲ ବ୍ରହ୍ମସ । ବ୍ରହ୍ମସ ର ଲକ୍ଷ୍ୟଭେଦ କ୍ଷମତା ୬୫୦ରୁ ୮୦୦ କିଲୋମିଟର ରହିଛି । ଶଦ୍ଦର ବେଗଠାରୁ ୩ ଗୁଣ ଅଧିକ ବେଗରେ ଏହା ଗତି କରିପାରିବ । ୨୦୦ ରୁ ୩୦୦ କେଜି ପର୍ଯ୍ୟନ୍ତ ଆଣବିକ ଅସ୍ତ୍ରଶସ୍ତ୍ର ପରିବହନ କରିପାରିବ । ଏହି ମିସାଇଲ ଭାରତ ଓ ଋଷିଆର ମିଳିତ ଉଦ୍ୟମରେ ନିର୍ମିତ ହୋଇଛି ।