Browsing Tag

missile

ଭାରତର ପ୍ରତି ଆକ୍ରମଣରେ ପାକିସ୍ତାନର ୫ଟି ମିଲିଟାରୀ ଓ ୨ଟି ରାଡର ବେସ ସମ୍ପୂର୍ଣ୍ଣ ଭାରତର ପ୍ରତି ଆକ୍ରମଣରେ…

ନୂଆଦିଲ୍ଲୀ-: ଏପ୍ରିଲ ୨୨ରେ ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ୧୫ ଦିନ ପରେ ଭାରତୀୟ ସେନା ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କାଶ୍ମୀର (PoK)ରେ ଥିବା ୯ଟି ଆତଙ୍କବାଦୀ ଠିକଣା ଉପରେ ମଙ୍ଗଳବାର ମଧ୍ୟରାତ୍ରି ୧:୩୦ରେ ‘ଅପରେସନ ସିନ୍ଦୂର’ ଅଧୀନରେ ଏୟାର ଷ୍ଟ୍ରାଇକ…
Read More...

ପାକିସ୍ତାନର ଡ୍ରୋନ୍ ଓ ମିସାଇଲକୁ ଭାରତର ଅତ୍ୟାଧୁନିକ ଏୟାର ଡିଫେନ୍ସ ସିଷ୍ଟମ ଧ୍ୱଂସ କଲା

ନୂଆଦିଲ୍ଲୀ-: ଭାରତ-ପାକ୍ ସୀମାର ଅମୃତସରର ଅଟାରୀ ଅଞ୍ଚଳରେ ବର୍ତ୍ତମାନ ହଇଚଇ ସୃଷ୍ଟି ହୋଇଛି । ଅଞ୍ଚଳର କିଛି  ଗାଁର ଘର ଏବଂ ବିଲରେ ଖଣ୍ଡ ବିଖଣ୍ଡିତ ଜଳିଯାଇଥିବା ମିସାଇଲ ଖସିଛି । ଏହି ଜଳିଯାଇଥିବା ଖଣ୍ଡ ମିସାଇଲ ପାକିସ୍ତାନ ପକ୍ଷରୁ ଚାଳନ କରାଯାଇଥିଲା  ଯାହାକୁ ଭାରତୀୟ ସେନାର ରକ୍ଷା…
Read More...

ଭାରତକୁ ଭୟଭୀତ କରିବା ପାଇଁ ପୁଣି ଥରେ କ୍ଷେପଣାସ୍ତ୍ରର ପରୀକ୍ଷଣ କରିଛି ପାକିସ୍ତାନ

ପାକିସ୍ତାନ-: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଯେ କୌଣସି ମୁହୂର୍ତ୍ତରେ ପାକିସ୍ତାନ ଉପରେ ଆକ୍ରମଣ କରିପାରେ । ସହି ଭୟରେ ପାକିସ୍ତାନ ପ୍ରତି ମୂହୁର୍ତ୍ତରେ ରହୁଛି । ଏପରିକି ଯଥା ସମ୍ଭବ ଆକ୍ରମଣକୁ ରୋକିବା ପାଇଁ ଚେଷ୍ଟା କରୁଛି । ସେଥିପାଇଁ କେତେବେଳେ ଚୀନ୍ ରାଷ୍ଟ୍ରଦୂତଙ୍କ ସମର୍ଥନ…
Read More...

ସଫଳ ହୋଇଛି କ୍ଷେପଣାସ୍ତ୍ର ‘ପ୍ରଳୟ’ର ବ୍ୟବହାରିକ ପରୀକ୍ଷଣ

ଧାମରା : ଡିଆରଡିଓ ପକ୍ଷରୁ ପରୀକ୍ଷଣ ହୋଇଥିବା କ୍ଷେପଣାସ୍ତ୍ର ‘ପ୍ରଳୟ’ ସଫଳ ହୋଇଛି । ଏହି ପରୀକ୍ଷଣଟି ଧାମରା ଅବଦୁଲ କଲାମ ଦ୍ୱୀପରୁ ୯.୫୦ରେ ପରୀକ୍ଷଣ କରାଯାଇଛି । ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘ପ୍ରଳୟ’ର ଭୂପୃଷ୍ଠରୁ ଭୂପୃଷ୍ଠକୁ ଲକ୍ଷ୍ୟଭେଦ କ୍ଷମତା ରହିଛି ୧୫୦ରୁ ୫୦୦ କିଲୋମିଟର ।…
Read More...

ରୁଷର ଯୁଦ୍ଧ ଜାହାଜକୁ ମିସାଇଲ ମାଡ କଲା ୟୁକ୍ରେନ

ବ୍ୟୁରୋ: ରୁଷର ଯୁଦ୍ଧ ଜାହାଜକୁ ମିସାଇଲ ମାଡ କଲା ୟୁକ୍ରେନ । କ୍ରିମିୟା ନାଭାଲ ବେସ୍ ଉପରେ ରୁଷ ଯୁଦ୍ଧ ଜାହାଜକୁ ମିସାଇଲ ମାଡ଼ କରିଛି ୟୁକ୍ରେନ। ଏଥିରେ ୨ଟି ରୁଷ ୱାର ସିପ୍ କ୍ଷତିଗ୍ରସ୍ତ ହୋଇଥିବା ବେଳେ ୨୪ ଜଣ ଆହତ ହୋଇଥିବା କୁହାଯାଉଛି । ମିସାଇଲ ମାଡ଼ ପରେ ସେଭାଷ୍ଟୋପୋଲ ସିପ୍ ୟାର୍ଡରୁ…
Read More...

ଇରାନ୍ ନିର୍ମାଣ କଲା ହାଇପରସୋନିକ୍ ମିସାଇଲ; ଶବ୍ଦ ଠାରୁ ୧୫ ଗୁଣା ଅଧିକ ସ୍ପିଡରେ ଯିବ

ଇରାନର ରେଭ୍ୟୁଲେସନାରୀ ଗାର୍ଡ ବା ଆଇଆରଜି ପକ୍ଷରୁ ଗୋଟିଏ ଇଣ୍ଟରମେଡିଏଟ ବାଲାଷ୍ଟିକ ମିସାଇଲକୁ ଆଜି ସାର୍ବଜନୀନ କରାଯାଇଛି। ଏହି ହାଇପରସୋନିକ ମିସାଇଲ ବେଶ ମାରାତ୍ମକ ଓ ଘାତକ। ଏହା ଶବ୍ଦ ଠାରୁ ୧୫ ଗୁଣା ସ୍ପିଡରେ ଗତି କରିବା ସହ ଶତ୍ରୁପକ୍ଷଙ୍କ ଟାର୍ଗେଟକୁ ନଷ୍ଟ କରିବାକୁ ସକ୍ଷମ। ଇରାନ…
Read More...

ବ୍ରହ୍ମୋସର ସଫଳ ପରୀକ୍ଷଣ, ଲକ୍ଷ୍ୟଭେଦ କ୍ଷମତା ୬୫୦ରୁ ୮୦୦ କିଲୋମିଟର

ବାଲେଶ୍ୱର(ରିପୋର୍ଟର୍ସ ଟୁଡେ) : ଚାନ୍ଦିପୁର କ୍ଷେପଣାସ୍ତ୍ରଘାଟିରୁ ଆଜି ଉତକ୍ଷେପଣ ହୋଇଯାଇଛି ସୁପରସୋନିକ୍ କ୍ରୁଜ ମିସାଇଲ ବ୍ରହ୍ମସ । ବ୍ରହ୍ମସ ର ଲକ୍ଷ୍ୟଭେଦ କ୍ଷମତା ୬୫୦ରୁ ୮୦୦ କିଲୋମିଟର ରହିଛି । ଶଦ୍ଦର ବେଗଠାରୁ ୩ ଗୁଣ ଅଧିକ ବେଗରେ ଏହା ଗତି କରିପାରିବ । ୨୦୦ ରୁ ୩୦୦ କେଜି…
Read More...

ଚାଇନା ମୁତୟନ କରିଛି ଏସ-୪୦୦ ମିସାଇଲ, ଭାରତ ପାଇଁ ଚିନ୍ତା ବଢିଲା

ଭୂବେନେଶ୍ୱର(ରିପୋର୍ଟର୍ସ ଟୁଡେ): ଅରୁଣଆଚଳପ୍ରଦେଶ ସୀମାନ୍ତରେ ଚାଇନାର ପିପୁଲ୍ସ ଲିବରେସନ ଆର୍ମି ଏସ-୪୦୦ ମିସାଇଲ ମୁତୟନ କରିଛି । ଏହାକୁ ନେଇ ଭାରତରେ ଚିନ୍ତା ବଢିଯାଇଛି । ଗତବର୍ଷ ଭାରତ ଓ ଚାଇନା ମଧ୍ୟରେ ଲଦାଖରେ ସୀମା ବିବାଦ ଚରମ ସୀମାରେ ପହଞ୍ଚିଥିବା ବେଳେ ଲଦାଖ ଏବଂ…
Read More...