ଏପ୍ରିଲ ୨୮ରେ ସାଲେପୁରରେ ଜନସମାବେଶରେ ଯୋଗ ଦେବେ ରାହୁଲ ଗାନ୍ଧୀ

ଭୁବନେଶ୍ୱର: ଓଡିଶା ଆସିବେ ରାହୁଲ ଗାନ୍ଧୀ । କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ରାହୁଲ । ଏପ୍ରିଲ ୨୮ରେ ସାଲେପୁରରେ ଜନସମାବେଶରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ମେ’୩ ରେ ରାୟଗଡା ଗସ୍ତରେ ମଧ୍ୟ ରହୁଲ ଗାନ୍ଧି ଆସିବାର କାର୍ଯ୍ୟକ୍ରମ ରହିଛି । ଓଡିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର ଏନେଇ ସୂଚନା ଦେଇଛନ୍ତି ।