ସତ୍ୟସାଇ ସଂଗଠନ ପକ୍ଷରୁ ପାଦୁକା ରଥ ପରିକ୍ରମା

ସତ୍ୟସାଇ ସଂଗଠନ ପକ୍ଷରୁ ଏହି ପାଦୁକା ରଥ ସାରା ଓଡିଶାରେ 100 ଦିନ ଧରି ବୁଲିବ   ଆଜି ଏହି ସୁସଜ୍ଜିତ ପାଦୁକା ରଥ ଭଦ୍ରକ ଜ଼ିଲ୍ଲା ଚାନ୍ଦବାଲିରେ ପହଞ୍ଚିଛି   ତିନି ଦିନ ଧରି ପାଦୁକା ରଥ ବୁଲିବ ସାରା ଭଦ୍ରକ ଜ଼ିଲ୍ଲାରେ  ସାରା ରାଜ୍ୟରେ ପାଦୁକା ରଥ ବୁଲିବୁଲି କିଭଳି ଲୋକ ମାନଙ୍କ ମଧ୍ୟରେ ଶାନ୍ତି, ମୈତ୍ରୀ ଓ ବନ୍ଧୁତା ସୃଷ୍ଟି କରିବ ତାହା ହିଁ  ଏହାର ମୂଳ ଲକ୍ଷ୍ୟ  ଏହି ପାଦୁକା ରଥ ଶୋଭାଯାତ୍ରାରେ ଶହଶହ ଶ୍ରଦ୍ଧାଳୁ ଯୋଗ ଦେଇଥିବା ବାବାଙ୍କୁ ଦର୍ଶନ କରି ଆଶିଷ ଲାଭ କରୁଥିବା ଦେଖିବାକୁ ମିଳିଛି