Browsing Tag

chandbali

ସତ୍ୟସାଇ ସଂଗଠନ ପକ୍ଷରୁ ପାଦୁକା ରଥ ପରିକ୍ରମା

ସତ୍ୟସାଇ ସଂଗଠନ ପକ୍ଷରୁ ଏହି ପାଦୁକା ରଥ ସାରା ଓଡିଶାରେ 100 ଦିନ ଧରି ବୁଲିବ   ଆଜି ଏହି ସୁସଜ୍ଜିତ ପାଦୁକା ରଥ ଭଦ୍ରକ ଜ଼ିଲ୍ଲା ଚାନ୍ଦବାଲିରେ ପହଞ୍ଚିଛି   ତିନି ଦିନ ଧରି ପାଦୁକା ରଥ ବୁଲିବ ସାରା ଭଦ୍ରକ ଜ଼ିଲ୍ଲାରେ  ସାରା ରାଜ୍ୟରେ ପାଦୁକା ରଥ ବୁଲିବୁଲି କିଭଳି ଲୋକ ମାନଙ୍କ ମଧ୍ୟରେ…
Read More...

ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

କ୍ରାନ୍ତିକାରୀ ଯୁବକ ସଙ୍ଘ ତରଫରୁ ଚାନ୍ଦବାଲି ସ୍ଥିତ ଅମନ କନଭେନସନ ଠାରେ ଏକ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବେ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସର ଅଶୋକ ମିଶ୍ର ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ କରି ଶିବିରଟିକୁ ଉଦ୍ଘାଟନ…
Read More...

ଜନନେତା ଦୁର୍ଯ୍ୟୋଧନ ମିଶ୍ରଙ୍କ 10ମ ଶ୍ରାଦ୍ଧ ବାର୍ଷିକ

ଚାନ୍ଦବାଲିର ଗୌରବ, ମହାନ ଜନନାୟକ, ଚାନ୍ଦବାଲି ବ୍ଲକରେ 5 ଥର ଅଧକ୍ଷ ରହିଥିବା ଜନପ୍ରିୟ ରାଜନେତା ସ୍ବର୍ଗତ ଦୁର୍ଯ୍ୟୋଧନ ମିଶ୍ରଙ୍କ 10ମ ଶ୍ରାଦ୍ଧ ବାର୍ଷିକ ଦୁର୍ଯ୍ୟୋଧନ ମିଶ୍ର ସ୍ମୃତି ପରିଷଦ ପକ୍ଷରୁ ସ୍ଥାନୀୟ ବିଜୁ ସ୍ମୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି l ସ୍ମୃତି ସଂସଦର ସଭାପତି…
Read More...

ଧୁମଧାମର ସହ ସମ୍ପନ୍ନ ହେଲା ବାବା ଆଖଣ୍ଡଳମଣିଙ୍କ ଵିଵାହ

ବାବା ଆଖଣ୍ଡଳମଣିଙ୍କ ପ୍ରସିଦ୍ଧ ଶିବବିବାହ ପାଇଁ ଶୁକ୍ରବାର  ଉତ୍ସବମୁଖର ହୋଇ ଉଠିଥିଲା ଆରଡିପୀଠ। ଏହି ଵିଵାହ ଉତ୍ସବରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପାରମ୍ପରିକ ବାଦ୍ୟ ସହ ନୃତ୍ୟଶିଳ୍ପୀ ମାନେ ଯୋଗଦେଇଥିଲେ। ସହିପରି ବାବାଙ୍କ ଵିଵାହରେ ଦେଵଦମ୍ପତିଙ୍କର ଯୁଗଳମୂର୍ତ୍ତୀ ଦର୍ଶନ ପାଇଁ ପ୍ରାୟ…
Read More...

ନିଆରା ଢଙ୍ଗରେ ଗୁରୁପୂଜନ ଓ ବନ୍ଧୁମିଳନ ଉତ୍ସବ ପାଳନ  

ଭଦ୍ରକ ଜ଼ିଲ୍ଲା ଚାନ୍ଦବାଲି ବ୍ଲକ ସାରଳା ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି ନିଆରା ଢଙ୍ଗରେ ଗୁରୁପୂଜନ ଓ ବନ୍ଧୁମିଳନ ଉତ୍ସବ l 1989 ମସିହାରେ ଏହି ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀ ମନେ ଏକତ୍ରିତ ହୋଇ ଏହି ଉତ୍ସବ ପାଳନ କରିଛନ୍ତି l ସକାଳୁ ପ୍ରଥମେ ବିଦ୍ୟାଳୟର ପାର୍ଶ୍ଵବର୍ତ୍ତୀ…
Read More...

ଚାନ୍ଦବାଲିରେ ବିଜେପି ଯୁବ ମୋର୍ଚ୍ଚାର ପ୍ରତିବାଦ

ଚାନ୍ଦବାଲି:- ଚାନ୍ଦବାଲିରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ପ୍ରତିବାଦ ସହ କୁଶ ପୁତ୍ତଳିକା ଦାହ l ପୂର୍ବତନ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି, ଉଦିତ ପ୍ରଧାନ  ଜଣେ ଯୁବତୀଙ୍କୁ ମୃଦୁ ପାନୀୟରେ ନିଶା ମିଶାଇ ଦୁଷ୍କର୍ମ କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି । ଏବେ  ସେହି ଘଟଣାକୁ ତୀବ୍ର…
Read More...

ମାଛ ଗୋଟିକର ଦାମ ଗୋଟେ ବୁଲେଟ ୩୫୦ର ଦାମ ଠାରୁ ଅଧିକ

ଭଦ୍ରକ-: ମାଛ ଗୋଟିକର ଦାମ ଗୋଟେ ବୁଲେଟ ୩୫୦ର ଦାମ ଠାରୁ ଅଧିକ। କଥାଟା ଟିକେ ପାଠକଙ୍କୁ ଅବିଶ୍ଵନିୟ ଲାଗୁଥିଲେ ବି କଥାଟି ସତ। କାରଣ ଗୋଟାଏ ମାଛର ଦାମ ହେଉଛି ୪ଲକ୍ଷ ୫୨୬୦୦ ଟଙ୍କା । ତେବେ ଏଭଳି ଖବର ଆସିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲିରୁ। ଘଟଣା ପ୍ରକାରରେ ଧାମରା ମୁହାଁଣର ଗଭୀର ସମୁଦ୍ରରୁ…
Read More...

ଚାନ୍ଦବାଲି ମୁଖ୍ୟରାସ୍ତାରେ  ଦୁର୍ଘଟଣା ଦମ୍ପତି ଅବସ୍ଥା ଶଙ୍କଟାପୂର୍ଣ୍ଣ : କ୍ଷତି ପୂରଣ ଦାବୀରେ ରାସ୍ତାରୋକ

ଚାନ୍ଦବାଲି (ବିଜୟ ମହାଳିକ)  : ଭଦ୍ରକ ଚାନ୍ଦବାଲି ମୁଖ୍ୟ ରାସ୍ତା ଉଗ୍ରତରା ମୁନି ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦୁର୍ଘଟଣାରେ ଦମ୍ପତି ଗୁରୁତର ଭାବରେ ଆହତ ହୋଇଥିବା ଜଣାପଡିଛି। ତେବେ ଯାହା ସୂଚନା ମିଳିଛି ଦମ୍ପତି ଜଣଙ୍କ  ଚାନ୍ଦବାଲିରୁ ଭଦ୍ରକ ଯାଉଥିବା ବେଳେ ଏକ ପିକପ୍ ଭ୍ୟାନ…
Read More...

ନରେନ୍ଦ୍ର ରାଉତଙ୍କୁ ରାଷ୍ଟ୍ରପତି ପଦକ ପାଇଁ ମନୋନିତ

ଚାନ୍ଦବାଲି: ଚାନ୍ଦବାଲି ଥାନା ପାଇଁ ଗୌରବ ଆଣିଛନ୍ତି ଏ ଏସ ଆଇ ନରେନ୍ଦ୍ର କୁମାର ରାଉତ । ଚାନ୍ଦବାଲି ଥାନାରେ ୨୦୨୧ ରୁ ଆଜି ପର୍ଯ୍ୟନ୍ତ ଏ ଏସ ଆଇ ଭାବେ କାର୍ଯ୍ୟରତ ଅଛନ୍ତି । ପୋଲିସ ସେବାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ତାଙ୍କୁ ରାଷ୍ଟ୍ରପତି ପଦକ ପାଇଁ ମନନିତ କରାଯାଇଛି । ପୂର୍ବରୁ ୨୦୦୫…
Read More...

ଜାଲରେ ପଡିଲା ବିରଳ ମାଛ: ଦାମ ୫ଲକ୍ଷ ୩୩ ହଜାର

ଚାନ୍ଦବାଲି: ଧାମରା ମଝି ସମୁଦ୍ରରୁ ଏକ ଧୀବରଙ୍କ ଜାଳରେ ପଡିଛି ବିରଳ ମାଛ । ମାଛ ଗୋଟାକ ଦାମ ଶୁଣତଲେ ଉଡିଯିବ ହୋସ । ଗୋଟାଏ ମାଛର ଦାମ ୫ଲକ୍ଷ ୩୩ ହଜାର ଟଙ୍କା । ଆପଣଙ୍କୁ କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେବି ସତ । ମାଛଟି ୨୬ କିଲୋ ହୋଇଥିବା ବେଳେ ଏହାର କେଜି ପ୍ରତି ୨୦ ହଜାର ୫୦୦ ଟଙ୍କା…
Read More...