ସ୍ଥିତି ପରଖିଲେ ବିଧାୟକ

ପଡିଆ ଜମିରେ ରମେଶ ଜେନା

ଅନିୟମିତ ମୌସୁମି ବର୍ଷା ଓ ଜଳ ସେଚନର ଅଭାବ ଫଳରେ ଗଂଜାମ ଜିଲ୍ଲାର ବିଭିନ୍ନ ବ୍ଲକର ହେକ୍ଟର
ହେକ୍ଟର ଚାଷଜମି ପଡିଆ ପଡିଛି ।ଧାନ ଫସଲ ଅଧିକ ଜଳ ଆବଶ୍ୟକ କରୁଥିବା ସମୟରେ ,ଜଳର ଅଭାବରେ
ଧାନଗଛ ନଷ୍ଟ କରିଦେଇଛି ।ଦୁଇଦିନ ହେବ କଂଗ୍ରେସ ସଭାପତିଙ୍କ ନିର୍ଦ୍ଦେଶ କ୍ରମେ କିଶାନ ସେଲ୍
ସଭାପତି ଅଭୟ ପଟ୍ଟନାୟକ ଓ ସାନଖେମୁଣ୍ଡି ବିଧାୟକ ରମେଶ ଜେନା ବ୍ଲକ୍ରୁ ବ୍ଲକ୍ ବୁଲି କ୍ଷତିଗ୍ରସ୍ଥ
ଚାଷୀଙ୍କୁ ଭେଟୁଥିବା ବେଳେ ବିଜେପି ଚାଷୀଙ୍କୁ କ୍ଷତି ପ୍ରଦାନ ନିମନ୍ତେ ବ୍ଲକ ଘେରାଉ କରୁଛି ।