(ଓମ୍ ପ୍ରକାଶ ମିଶ୍ର): ସୁବର୍ଣ୍ଣପୁର ଜିଲ୍ଲାରେ ଶହିଦୀ ଦିବସ ପାଳନ କରାଯାଇଛି । ୫୯ ତମ ଶହିଦୀ ଦିବସ ପାଳନ ଅବସରରେ ସୋନପୁର ପୋଲିସ ଅଧିକାରୀମାନେ ବାଇକ ରାଲିରେ ଆରକ୍ଷୀ ଅଧିକ୍ଷଙ୍କ କାର୍ଯ୍ୟାଳୟରୁ ବାହାରିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ମଧୁସୂଦନ ମିଶ୍ର ପତାକା ଦେଖାଇ ରାଲିର ଉଦଘାଟନ କରିଥିଲେ ।