କଙ୍କଡାହାଡରେ ବିଜେଡିର ସାଂଗଠନିକ ବୈଠକ

( ସର୍ବେଶ୍ୱର ପାତ୍ର): କଙ୍କଡାହାଡ ବ୍ଲକ ମହାବିରୋଡ ଡାକ ବଙ୍ଗଳାଠାରେ ଆଜି ବିଜେଡିର ସାଙ୍ଗଠନିକ ବୈଠକ ସଭାପତିଙ୍କ ରାଜେଶ କୁମାର ଦେହୁରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ସଭାରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ କାର୍ତ୍ତିକ ସାହୁ ଯୋଗଦେଇ ସଂଗଠନ କିପରି ସୁଦୃଢ ହେବ ତାହା ଉପରେ ଗୁରୁତ୍ୱରୋପ କରାଥିଲେ । ସଭାପତି ଟିକମ ହାତୀ, ପଟାୟତ ଦେହୁରୀ, ପ୍ରେମାନନ୍ଦ ପ୍ରଧାନ, ପ୍ରଭାକର ଗଡନାୟକ, ବାଙ୍କନିଧି ବେହେରା, ଅଭୟ ନାୟକ, ଅନ୍ତର୍ଯାମୀ ସାହୁ, ରାମଚନ୍ଦ୍ର ସାହୁ ଉପସ୍ଥିତ ଥିଲେ ।