(ସର୍ବେଶ୍ୱର ପାତ୍ର): ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକରେ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି । ଗ୍ରାମାଞ୍ଚଳରେ ରହୁଥିବା ଯୁବକ ଯୁବତୀ ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସରକଙ୍କର ଏହି ଯୋଜନା । ବିଭିନ୍ନ କମ୍ପାନୀ ମାନେ ଆସି ଏଠାରୁ ପ୍ରାର୍ଥୀ ଚୟନ କରି ପ୍ରଥମେ ତାଲିମ ପରେ ନିଯୁକ୍ତି ଦେବାର ବ୍ୟବସ୍ଥା କରାଯିବ ବୋଲି କଙ୍କଡ଼ାହାଡ଼ ବିଡ଼ିଓ ଦେବଦତ ମହନ୍ତ କହିଛନ୍ତି ।ଶତାଧିକ ଆଶାୟୀ ପ୍ରାର୍ଥୀ ଏହି ମେଳାରେ ଯୋଗ ଦେଇଥିଲେ ।