ଥମୁନି ହାତୀ ଉପଦ୍ରବ  ପୁଣି ହାତୀ ଆକ୍ରମଣରେ ବୃଦ୍ଧା ମୃତ

ସୂଚନା ଅନୁଯାୟୀ ଦେବଗଡ଼ ଜିଲ୍ଲା  ରିଆମାଳ  ଫୋରେଷ୍ଟ ରେଙ୍ଗ ରେ ଗତ କାଲି ସଂଘା ପଶି ଗ୍ରାମରେ  ହାତୀ  ଜଣକର ଘର ଆସବାବ ପତ୍ର ନଷ୍ଟ କରିଥିବା ବେଳେ  ଆଜି ପୁଣି  କୁଣ୍ଢେଇ ଗୋଳା  ସେକ୍ସନ ର  ଆଉଁଳି ଗ୍ରାମର  କୁମାର ପ୍ରଧାନ ଙ୍କ ସ୍ତ୍ରୀ ପ।ତି ପ୍ରଧାନ ବୟସ 60  ସକାଳ 8 ଘଟିକ।ରେ  କେନ୍ଦୁ ପତ୍ର ସଂଗ୍ରହ କରି ପାଖ ଜଙ୍ଗଲ କୁ ଯାଉଥିବା ବେଳେ  ,ପ।ତି ପ୍ରଧାନ କୁ ସେଠାରେ ହାତୀ କଚାଡି ମାରିବା ଫଳରେ ସେଠାରେ ଘଟଣା ସ୍ଥଳରେ  ପ।ତି  ପ୍ରଧାନ ସେଠାରେ ମୃତ ଘଟିଛି । ଗ୍ରାମବାସୀ ଙ୍କ ଠାରୁ ଖବର ପାଇ ବନ୍ ବିଭାଗ  ଅଧିକାରୀ  ଓ କର୍ମ ଚାରି ମାନେ  ସେଠାରେ ପହଞ୍ଚି ହାତୀକୁ  ଘଉଡ଼ାଇବା ସହିତ ଘଟଣା ର ତଦନ୍ତ ଜ।ରିରଖିଛନ୍ତି।