ତିତଲିର ମହାକରାଳ ରୂପ ଭାସିଗଲେ ଗୋଟେ ପରିବାର

(ଜିତେନ୍ଦ୍ର କୁମାର ନାୟକ): ତିତିଲର ମହ କରାଳ ରୂପ, ୧୧ ତାରିଖରେ ଓଡିଶା ଛୁଇଁବା ପାରେ ତାଣ୍ଡବ ରଚିଥିଲା ତିତଲି । ତିତିଲି ପାଇଁ ଉଜୁଡି ଯାଇଛି ଏକ ନିରିହ ପରିବାର । ଘର ସହ ଭାସିଗଲେ ଗୋଟିଏ ପରିବାରର ଛଅ ଜଣ ସଦସ୍ୟ ଅଘଟଣ ଘଟିଛି ସୋରଡ଼ା ବ୍ଲକର ଗାଜଲଵାଡି ପଚାଂୟତର ଭୂତ ପକାଳ ଗାଁ ରେ ।

ତିତିଲର ପ୍ରଭାବରେ ଅଗାଡି ନଦିରେ ଆସିଥିଲା ପାଣି । ନଦୀ ପାଣି ଗାଁ ଭିତରକୁ ମାଡ଼ି ଆସିବାରୁ ଗୋଟିଏ ପରିବାରର ଛଅ ଜଣ ସଦସ୍ୟ ଘରର ଛାତ ଉପରକୁ ଚଢିଯାଇଥିଲେ। ଘର ଭୁଷୁଡି ପଡିବାରୁ ଛଅ ଜଣ ଭାସିଯାଇଛନ୍ତି । ଗାଁ ନିକଟ ଅଡା଼ଗୀ଼ ନଦୀରେ ଭାଶି ଯାଇ ନିଖୋଜ ଅଛନ୍ତି, ସେମାନଙ୍କୁ ସୋରଡ଼ା ଅଗ୍ନଶମ ବାହିନୀ ଖୋଜା ଖୋଜି କରୁଛି।