Browsing Category
ବିଜ୍ଞାନ
ପୃଥିବୀରେ ମଙ୍ଗଳ ଗ୍ରହର ଶବ୍ଦ
ୱାଶିଂଟନ : ପୃଥିବୀରେ ପ୍ରଥମ ଥର ଶୁଣାଗଲା ମଙ୍ଗଳ ଗ୍ରହର ଶବ୍ଦ । ନାସା ପକ୍ଷରୁ ଏହି ସୂଚନା ଦିଆଯାଇଥିବା ବେଳେ ନାସାର ଏହା ଆଉ ଏକ ବଡ ସଫଳତା ଅଟେ । ମଙ୍ଗଳ ଗ୍ରହରୁ ଶବ୍ଦ ସଂଗ୍ରହ କରିବାରେ ସଫଳତା ହାସଲ କରିଛି ନାସା । ଲୋହିତ ଗ୍ରହକୁ ନାସା ଦ୍ୱାରା ପ୍ରେରିତ ମଙ୍ଗଳ ଯାନ ରୋଭର ଅବତରଣ କରିବା…
Read More...
Read More...
ସଫଳତାର ସହ ମଙ୍ଗଳରେ ଲ୍ୟାଣ୍ଡ କଲା ନାସାର ରୋଭର ପର୍ସିଭିରନ୍ସ
କାଲିଫର୍ଣ୍ଣିଆ: ନାସା ରଚିଲା ଇତିହାସ । ନାସାର ରୋଭର ପର୍ସିଭିରନ୍ସ ସଫଳତାର ସହ ମଙ୍ଗଳ ଗ୍ରହରେ ଲ୍ୟାଣ୍ଡ କରିଛି । ଉଡାଣ ଭରିବାର ୭ ମାସ ପରେ ମଙ୍ଗଳରେ ଲ୍ୟାଣ୍ଡ କରିଛି ପର୍ସିଭିରନ୍ସ । ଭାରତୀୟ ସମୟ ଗୁରୁବାର ରାତି ୨ଟା ୨୫ ମିନିଟରେ ଏହି ୬ ଚକିଆ ରୋଭର ମଙ୍ଗଳ ପୃଷ୍ଟ ଛୁଇଁଛି । ଏହି ସଫଳତା…
Read More...
Read More...
ଜଳରୁ ଇନ୍ଧନ ବାହାର କରିବାରେ ସଫଳ ଆଇଆଇଟି ବୈଜ୍ଞାନିକ
ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ ଦର ଆକାଶ ଛୁଆଁ । ୧୦୦ ଟଙ୍କାକୁ ଛୁଇଁବାକୁ ବସିଲାଣି ପେଟ୍ରୋଲ ଦର । ସାଧାରଣ ଲୋକ ପାଇଁ ମୋଟର ଯାନ ଚଳାଇବା ଅସମ୍ଭବ ହେବାକୁ ବସିଲାଣି । ଏପରି ସମୟରେ ଆସିଛି ଏକ ଖୁସି ଖବର । ଆଇଆଇଟି, ଦିଲ୍ଲୀର ବୈଜ୍ଞାନିକ ପେଟ୍ରୋଲକୁ ନେଇ ଚିନ୍ତା କମାଇବାକୁ ଜଳରୁ ଇନ୍ଧନ…
Read More...
Read More...
୫୦ ବର୍ଷ ପୂରିଲା ଚନ୍ଦ୍ରରେ ପ୍ରଥମ ଗଲ୍ଫ ଖେଳକୁ
ନ୍ୟୁୟର୍କ: ୬ ଫେବୃଆରୀ ୧୯୭୧ । ମହାକାଶରେ ବୈଜ୍ଞାନିକମାନେ ରଚିଥିଲେ ଇତିହାସ । ଏହି ଦିନ ପ୍ରଥମ ଥର ଚନ୍ଦ୍ର ପୃଷ୍ଠରେ ଖେଳାଯାଇଥିଲା ଗଲ୍ଫ । ନାସାର ଅଷ୍ଟମ ମୁନ୍ ମିଶନ୍ କାଳରେ ଚନ୍ଦ୍ର ପୃଷ୍ଟରେ ରଚାଯାଇଥିଲା ଇତିହାସ । ୩୧ ଜାନୁଆରୀ ୧୯୭୧ରେ ନାସା ତାର ୮ମ ମୁନ ମିଶନ ଆପୋଲୋ-୧୪ ଲଞ୍ଚ…
Read More...
Read More...
ନାସାର ମୁଖ୍ୟ ହେଲେ ଭାରତୀୟ ବଂଶୋଦ୍ଭବ ମହିଳା
ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ଭବ୍ୟା ଲାଲ ଆମେରିକୀୟ ଅନ୍ତରୀକ୍ଷ ସଂସ୍ଥାର ମୁଖ୍ୟ ହୋଇଛନ୍ତି । ନାସାର କାମଚଳା ମୁଖ୍ୟ ଭାବେ ଭବ୍ୟା ନିଯୁକ୍ତ ହୋଇଛନ୍ତି। ସୋମବାର ଇଞ୍ଜିନିୟରିଂ ଓ ସ୍ପେଶ୍ ଟେକ୍ନୋଲୋଜିରେ ବିପୁଳ ଅଭିଜ୍ଞତାର ଅଧିକାରୀ ଭବ୍ୟାଙ୍କୁ ନାସାର କାମଚଳା ମୁଖ୍ୟ ଭାବେ ନିଯୁକ୍ତ…
Read More...
Read More...
କରୋନା ନୂଆ ଷ୍ଟ୍ରେନକୁ ରୋକିବାରେ ସମର୍ଥ ହେଉଛି କୋଭାକ୍ସିନ
ନୂଆଦିଲ୍ଲୀ : ସ୍ୱଦେଶୀ ଟିକାର ସ୍ୱତନ୍ତ୍ରତା । କରୋନା ନୂଆ ଷ୍ଟ୍ରେନ ବିରୋଧରେ ଲଢିବାକୁ ସମର୍ଥ ହୋଇଛି କୋଭାକ୍ସିନ । କୋଭାକ୍ସିନ ନେଇଥିବା ବ୍ୟକ୍ତିଙ୍କ ଶରୀର ରେ କରୋନା ନୂଆ ଷ୍ଟ୍ରେନ ବା ବ୍ରିଟେନ ନୂଆ ଷ୍ଟ୍ରେନର ଆଣ୍ଟିବଡିର ବିକାଶ ହୋଇପାରୁନାହିଁ । ତେଣୁ ଏହା ସ୍ପଷ୍ଟ ହେଉଛି ଯେ ନୂଆ…
Read More...
Read More...
ଆଜି ବିଜ୍ଞାନ ଉପନ୍ୟାସ ଦିବସ
ନୂଆଦିଲ୍ଲୀ - ୨୦୧୨ ରୁ ଜାନୁଆରୀ ୨ ତାରିଖରେ ବିଶ୍ୱ ସ୍ତରରେ ‘ବିଜ୍ଞାନ ଉପନ୍ୟାସ ଦିବସ ବା ସାଇନସ’ ବା ‘ ସାଇନ୍ସ ଫିକସନ ଡେ’ ପାଳନ କରାଯାଉଛି । ଏହା ବିଜ୍ଞାନ ଔପନ୍ୟାସିିକ ଓ ଗାଳ୍ପିକ ଆଇଜାକ ଆସିମୋଭଙ୍କ ଜନ୍ମଦିନ । ସେ ଆଧୁନିକ ବିଜ୍ଞାନ ଉପନ୍ୟାସର ଜନକ ଭାବେ ଜଣାଶୁଣା । ସେ ପାଞ୍ଚ ଶହରୁ…
Read More...
Read More...
ଇସ୍ରୋ ରକେଟରେ ପରିବେଶ ଅନୁକୂଳ ଇନ୍ଧନ ବ୍ୟବହାର କରିବ
ଚେନ୍ନାଇ: ଏଣିକି ଭାରତୀୟ ମହାକାଶ ରକେଟଗୁଡିକ ସବୁଜ ବା ପ୍ରକୃତି ଅନୁକୂଳ ହେବାକୁ ଯାଉଛି । କାରଣ ଇସ୍ରୋ ତାର ରକେଟ ଓ ଉପଗ୍ରହରେ କ୍ଷତିକାର ଇନ୍ଧନକୁ ବଦଳାଇ ପରିବେଶ ଅନୁକୂଳ ଇନ୍ଧନ ବ୍ୟବହାର କରିବାକୁ ଯାଉଥିବା ଇସ୍ରୋର ମୁଖ୍ୟ କହିଛନ୍ତି । ସେ କହିଛନ୍ତି, ଇସ୍ରୋ ତାର ରକେଟରେ ପରିବେଶ…
Read More...
Read More...
ମହାକାଶ ଷ୍ଟେସନରେ ୪ ମହାକାଶଚାରୀଙ୍କ ଅବତରଣ
ଫ୍ଲୋରିଡା: ସୋମବାର ରାତିରେ ୪ ମହାକାଶଚାରୀଙ୍କ ସ୍ପେସ ଷ୍ଟେସନରେ ଅବତରଣ । ସ୍ପେସ୍ଏକ୍ସର କ୍ରୁ ଡ୍ରାଗନ୍ କ୍ୟାପସୁଲ୍ ଚାରିଜଣ ମହାକାଶଚାରୀଙ୍କୁ ନେଇ ସଫଳତାର ସହ ସ୍ପେସ ଷ୍ଟେସନରେ ଅବତରଣ କରିବାରେ ସକ୍ଷମ ହୋଇଛି । ପ୍ରଥମ ଥର ପାଇଁ ସ୍ପେସ୍ଏକ୍ସର କ୍ରୁ ଡ୍ରାଗନ୍ କ୍ୟାପସୁଲ୍ ଏହି ଅବତରଣ…
Read More...
Read More...
୪୮ ବର୍ଷ ମଧ୍ୟରେ ହେବାକୁ ଯାଉଛି ମହାଜାଗତିକ ବିତ୍ପାତ: ନାସା
ନୂଆଦିଲ୍ଲୀ: ଆମେରିକୀୟ ଅନ୍ତରୀକ୍ଷ ଏଜେନ୍ସି ନାସାର ବୈଜ୍ଞାନିକମାନେ ଏକ ବିଶାଳକାୟ ଏଷ୍ଟ୍ରଏଡ ‘ଅପୋଫିସ୍’ ପୃଥିବୀ ଆଡକୁ ମୁହାଁଇଥିବାର ସୂଚନା ଦେଇଛନ୍ତି। ଯଦି ଏହା ପୃଥିବୀ ସହ ଧକ୍କା ହୁଏ ତେବେ ଏହା ବହୁ କ୍ଷତି କରିବ ବୋଲି ଆକଳନ କରାଯାଉଛି । ଏଣୁ ବୈଜ୍ଞାନିକମାନେ ଏହାକୁ ‘ଗଡ ଅଫ ଚାଓସ୍’…
Read More...
Read More...