Browsing Category

ବିଜ୍ଞାନ

ପୃଥିବୀ ପାଇଁ ବିପଦଜନକ ନୁହେଁ ଆଷ୍ଟ୍ରଏଡ୍ ୨୦୨୦ ଆରକେ-୨

ୱାସିଂଟନ: ପୃଥିବୀ ଲାଗି ବିପଦଜନକ ହେବନି ବୋଲି ଆମେରିକୀୟ ଅନ୍ତରୀକ୍ଷ ସଂସ୍ଥାନ ନାସା ସୂଚନା ଦେଇଛି । ଏହି ଆଷ୍ଟ୍ରଏଡ ଅକ୍ଟୋବର ୭ ତାରିଖ ଦିନ ପୃଥିବୀ କକ୍ଷପଥକୁ ପ୍ରବେଶ କରିବ। କିନ୍ତୁ ଏହା ପୃଥିବୀ ପାଇଁ ବିପଦ ସୃଷ୍ଟି କରିବ ନାହିଁ ବୋଲି ବୈଜ୍ଞାନିକମାନେ ଆଶ୍ୱସ୍ତ କରିଛନ୍ତି। ନାସାର…
Read More...

ଭାରତୀୟ ଫାର୍ମା କମ୍ପାନୀକୁ ୧୦ କୋଟି କରୋନା ଟିକା ଦେବ ଋୁଷ୍

(ନୂଆଦିଲ୍ଲୀ): କରୋନା କାଳରେ ଭାରତ ପାଇଁ ଖୁସି ଖବର । ଋଷିଆଠୁ ଭାରତ କିଣିବ ୧୦ କୋଟି କୋଭିଡ୍-୧୯ ସ୍ପୁଟନିକ୍-ଭି ଟିକା । ପ୍ରମୁଖ ଫାର୍ମା କମ୍ପାନୀ ଡାକ୍ତର ରେଡ୍ଡି ଲ୍ୟାବ୍ ଏହି ଭାକସିନ୍ କିଣିବା ନେଇ ଚୁକ୍ତି ହୋଇଛି । ଏହି ଟିକା ଋଷିଆରେ ପ୍ରସ୍ତୁତ ହୋଇଥିଲା । ଏହା ବହୁ ମାତ୍ରାରେ ସଫଳ…
Read More...

ଭାରତରେ କୋଭିସିଲ୍ଡ ଟିକା ପରୀକ୍ଷା ସ୍ଥଗିତ

(ନୂଆଦିଲ୍ଲୀ): ‌କରୋନା ଟିକା ପରୀକ୍ଷା କରାଉଥିବା ‘ସିରମ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ’ ଭାରତରେ କୋଭିସିଲ୍ଡ ଟିକା ପରୀକ୍ଷା ସ୍ଥଗିତ ରଖିଛି। ‘ସିରମ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ’ ପକ୍ଷରୁ ଏକ ବିବୃତିରେ ଉଲ୍ଲେଖ କରାଯାଇଛି ଯେ ‘ଡ୍ରଗ୍ କଣ୍ଟ୍ରୋଲର୍ ଅଫ୍ ଇଣ୍ଡିଆ’ଙ୍କ ପାଖରୁ…
Read More...

ଭୋଡାଫୋନ୍-ଆଇଡିଆର ନୁତନ ନାମ: ‘ଭିଆଇ’

(ନୂଆଦିଲ୍ଲୀ): ଭୋଡାଫୋନ୍ ଓ ଆଇଡିଆ ଟେଲିକମ କମ୍ପାନୀ ମିଶ୍ରଣର ପ୍ରାୟ ଦୁଇ ବର୍ଷ ପରେ ଏହାର ନୂତନ ନାମ ଘୋଷଣା କରାଯାଇଛି। ଭୋଡାଫୋନ୍ ଏବଂ ଆଇଡିଆକୁ ଏବେ ‘ଭିଆଇ’ ଭାବରେ ନାମିତ କରାଯାଇଛି । ସୁଚନା ଯେ, ଭୋଡାଫୋନ୍ ଏବଂ ଆଇଡିଆ ଅଗଷ୍ଟ ୨୦୧୮ରେ ମିଶ୍ରିଣ ହେଲା ପରେ ମଧ୍ୟ ଉଭୟ କମ୍ପାନୀ…
Read More...

ଶକ୍ତିଶାଳୀ ହେଉଛି ଭାରତୀୟ ସେନା: ସୀମାରେ ଲଞ୍ଚ ହେବ ପିନାକ ମିସାଇଲ୍

ନୂଆଦିଲ୍ଲୀ: ଭାରତର ପ୍ରତିରକ୍ଷା କ୍ଷେତ୍ରକୁ ଆହୁରୀ ଶକ୍ତିଶାଳୀ କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରାଳୟ ସୀମାରେ ଲଞ୍ଚ ହେବ ପିନାକ ମିସାଇଲ୍ । ଭାରତୀୟ ସେନାକୁ ପ୍ରାୟ ୨୫୮୦ କୋଟି ଟଙ୍କାରେ ୬ଟି ପିନାକ ରେଜିମେଣ୍ଟ, ରକେଟ୍ ଲଞ୍ଚର ସିଷ୍ଟମ ଯୋଗାଇ ଦିଆଯିବ । ଏନେଇ କେନ୍ଦ୍ର ସରକାର ଚୁକ୍ତିନାମା…
Read More...

ଭାରତ ମହାକାଶରେ ସ୍ଥାପନ କରିବ ଆଉ ୬ଟି କୃତ୍ରିମ ଉପଗ୍ରହ

ନୂଆଦିଲ୍ଲୀ: ଭାରତ ମହାକାଶରେ ସ୍ଥାପନ କରିବ ଆଉ ୬ଟି କୃତ୍ରିମ ଉପଗ୍ରହ । ଭାରତୀୟ ସୁରକ୍ଷା ସଂସ୍ଥାର ଆବଶ୍ୟକତା ଅନୁସାରେ ଏହି କୃତ୍ରିମ ଉପଗ୍ରହ ମହାକାଶରେ ସ୍ଥାପନ ହେବ । ଏଥିନେଇ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ମୁଖ୍ୟତଃ ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲଏସି) ଓ ଚୀନ ସେନାର ଗତିବିଧି ଉପରେ…
Read More...

ଅକ୍ସଫୋର୍ଡ ଭ୍ୟାକସିନ “କୋଭିସିଲଡର” ହେବ ମାନବ ପରୀକ୍ଷଣ, ମିଳିଲା ଅନୁମତି

(ନୁଆଦିଲ୍ଲୀ): ଅକ୍ସଫୋର୍ଡ ଭ୍ୟାକସିନ କୋଭିସିଲଡର ମାନବ ପରୀକ୍ଷଣ ପାଇଁ ମିଳିଲା ଅନୁମତି । ଏହି ଭ୍ୟାକସିନ ମାନବ ଶରୀରରେ କେତେ ଦୁର କାମ କରୁଛି ତାର ପରୀକ୍ଷଣ ପାଇଁ ଅନୁମତି ଦିଆଯାଇଛି । ଭାରତରେ ଏହି ଭ୍ୟାକସିନର ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଲାଗି ଡ୍ରଗ୍ସ କଣ୍ଟ୍ରୋଲର ଅଫ…
Read More...

ଆମେରିକା ହାତକୁ ଯାଇପାରେ ଚାଇନିଜ୍ ଆପ୍ ଟିକଟକ୍

(ନୁଆଦିଲ୍ଲୀ): ଚାଇନିଜ ଆପ୍ ଟିକଟକ୍କୁ କିଣିପାରେ ଆମେରିକୀୟ କମ୍ପାନୀ ମାଇକ୍ରୋସଫ୍ଟ । ତେବେ ସେପ୍ଟେମ୍ବର ୧୫ସୁଦ୍ଧା ଆମେରିକୀୟ କମ୍ପାନୀ ମାଇକ୍ରୋସଫ୍ଟ କିଣିପାରେ ଟିକଟକ୍କୁ । ଯେଉଁଥିପାଇଁ ଆଲୋଚନା ଆରମ୍ଭ ବହୁତ ଶାଘ୍ର ଆରମ୍ଭ ହେବ । ଏ ନେଇ ରବିବାର ମାଇକ୍ରୋସଫ୍ଟ ଘୋଷଣା କରିଛି ।…
Read More...

ସୂର୍ଯ୍ୟର ନିକଟତମ ଚିତ୍ର ନାସାର ହସ୍ତଗତ

ୱାସିଂଟନ: ଆମେରିକାର ସ୍ପେସ୍ ଏଜେନ୍ସି ନାସା ଏବଂ ୟୁରୋପୀୟ ସ୍ପେସ୍ ଏଜେନ୍ସି ଇଏଏସର ସୋଲାର ଅର୍ବିଟର ସୂର୍ୟ୍ୟଙ୍କର ନିକଟତମ ଚିତ୍ର ଏବେ ହସ୍ତଗତ ହୋଇଛି । ଏହି ସୋଲାର ଅର୍ବିଟର ପ୍ରଥମ ଥର ପାଇଁ ଏଜେନ୍ସିଙ୍କୁ ତଥ୍ୟ ପଠାଇଛି । ୯ ଫେବୃଆରୀ ୨୦୨୦ ରେ ଲଞ୍ଚ କରାଯାଇଥିଲା ଏହି ସୋଲାର ଅର୍ବିଟର ।…
Read More...

ବ୍ରହ୍ମପୁର ଆଇଆଇଟି ପ୍ରସ୍ତୁତ କଲା ଡିସ୍ଇନଫେକ୍ସନକାରୀ ରୋବଟ

ବ୍ରହ୍ମପୁର: ସାଧାରଣ ପରିବହନ ଓ କ୍ୱାରେଣ୍ଟାଇଡ଼ ସେଣ୍ଟରକୁ ବିଶୋଧନ କରିବା ପାଇଁ ବ୍ରହ୍ମପୁର ଆଇଆଇଟି ଏକ ରୋବର୍ଟର ପ୍ରସ୍ତୁତି କରିଛି । ଏହା ଅଲଟ୍ରାଭାଉଲେଟ ରଶ୍ମୀ ପ୍ରୟୋଗରେ ବିଶୋଧନ କାର୍ଯ୍ୟ କରିବ । ଡ ରଜତ କୁମାର ପାଣିଗ୍ରାହୀ, ଏହି ଅନୁଷ୍ଠାନର ପ୍ରିନସିପାଲ କହିଛନ୍ତି, ଏହି ଉପକରଣର…
Read More...