Browsing Category

ବିଜ୍ଞାନ

ସଫଳ ଉତକ୍ଷେପଣ ହେଲା ବାଲାଷ୍ଟିକ ମିସାଇଲ

ଓଡିଶା : ଓଡିଶାରେ ଆଉ ଏକ ବାଲଷ୍ଟିକ ମିସାଇଲର ସଫଳ ଉତକ୍ଷେପଣ କରାଯାଇଛି । ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ନଂ ଲଂଚପ୍ୟାଡରୁ ପରୀକ୍ଷା ହୋଇଥିଲା ପୃଥ୍ବୀ-୨ ମିସାଇଲ । ସଂନ୍ଧ୍ୟା ୮ ଟା ୩୦ ମିନିଟରେ ହେଲା ରାତ୍ରୀକାଳୀନ ପରୀକ୍ଷା । ଉତକ୍ଷେପଣରୁ ମିଳିଥିବା ତଥ୍ୟକୁ ନେଇ…
Read More...

ନୂତନ ଟେକ୍ନୋଲୋଜିକୁ ଗ୍ରହଣ କରିବାରେ ଓଡ଼ିଶା ଆଗରେ ରହିଛି

ଭୁବନେଶ୍ୱର :ଦୁଇ କେନ୍ଦ୍ରମନ୍ତ୍ରୀ ଓଡ଼ିଶାରେ ୫ଜି ସେବାର ଶୁଭାରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡ଼ିଶାରେ ୫ଟି ମଡେଲ କାର୍ୟ୍ୟ କରୁଛି । ସେଥିରେ ବଡ଼ ଅଙ୍ଗ ହେଉଛି ଟେକ୍ନୋଲୋଜି । ଟେକ୍ନୋଲୋଜି ବ୍ୟବହାର କରି ଲୋକଙ୍କ ପାଖରେ ସେବା ପହଁଚା ଯାଉଛି ।…
Read More...

୫ଟି ସଂସ୍ଥା ସହିତ ବୁଝାମଣା ପତ୍ର ସ୍ଵାକ୍ଷର କଲା ମିଶନ ଶକ୍ତି ବିଭାଗ

ଭୁବନେଶ୍ୱର : ଓଡ଼ିଶାର ମହିଳା ସ୍ୱୟଂ ସହାୟିକା ଗସତିଗୁଡିକୁ ମହିଳା ଉଦ୍ୟୋଗୀରେ ପରିଣତ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତି କ୍ରମେ ମେକ ଇନ ଓଡିଶା କନକ୍ଳେଭର ତୃତୀୟ ଦିବସରେ ମିଶନ ଶକ୍ତି ବିଭାଗ ଦ୍ୱାରା ୫ଟି ସଂସ୍ଥା ସହିତ ବୁଝାମଣପତ୍ର ସ୍ୱାକ୍ଷରିତ ହେବ ସହିତ ଆଗାମୀ ଦିନରେ…
Read More...

ଓଡ଼ିଶାରେ ଆଉ ୧ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ କରିବ JSW steel

ଭୁବନେଶ୍ୱର : ସଜ୍ଜନ ଜିନ୍ଦଲଙ୍କ ବଡ଼ ଘୋଷଣା । ଓଡ଼ିଶାରେ ଆଉ ୧ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ କରିବ JSW steel । ଏହାପୂର୍ବରୁ ୨୦୧୮ ମେକ ଇନ୍ ଓଡ଼ିଶାରେ ୬୦ ହଜାର କୋଟି ଟଙ୍କା ନିବେଶ ଲାଗି JSW ପ୍ରତିଶ୍ରୁତିବଦ୍ଧ ହୋଇଥିଲା । ସେଥିମଧ୍ୟରୁ ୩୦ ହଜାର କୋଟି ନିବେଶ ହୋଇସାରିଛି । ବଡ଼…
Read More...

ଆସନ୍ତା ବର୍ଷ ହେବ ଗଗନଯାନ ମିଶନର ପରୀକ୍ଷାମୂଳକ ଉଡ଼ାଣ

ଦିଲ୍ଲୀ : ଭାରତର ପ୍ରଥମ ମାନବ ମହାକାଶ ଉଡ଼ାଣ ମିଶନ୍ ପୂର୍ବରୁ ଏହି ଉଡ଼ାଣମୂଳକ ପରୀକ୍ଷା କରାଯିବ।ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ ଗଗନଯାନ ମିଶନ ଅନ୍ତର୍ଗତ କେତେକ ଉଡ଼ାଣମୂଳକ ପରୀକ୍ଷା ଆସନ୍ତା ବର୍ଷ ଅର୍ଥାତ ୨୦୨୩ ଫେବୃଆରୀରେ ହେବ। ଇସ୍ରୋର ଜଣେ ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି।…
Read More...

ଓଡ଼ିଶାରେ ସୁନା ଓ ଗ୍ରାଫାଇଟ ଖଣି ନେଇ ରାଜ୍ୟ ଭୂ-ତାତ୍ତ୍ୱିକ ନିର୍ଦ୍ଦେଶାଳୟ ସୂଚନା

ଭୁବନେଶ୍ୱର: ଓଡିଶା ପାଇଁ ବଡ ଖୁସି ଖବର ମିଳିଛି | ଓଡ଼ିଶାରେ ସୁନା ଓ ଗ୍ରାଫାଇଟ ଖଣି ଥିବା ନଜର ଆସିଛି ତେବେ ଏହା ଓଡ଼ିଶାର ଅନୁଗୁଳ ଜିଲାରେ ସୁନା ଖଣି ଥିବା ବେଳେ ଢେଙ୍କାନାଳ ମାଟିରେ ଗ୍ରାଫାଇଟ୍ ଖଣି ଅଛି । ଯାହାର ତଥ୍ୟ ରାଜ୍ୟ ଭୂ-ତାତ୍ତ୍ୱିକ ନିର୍ଦ୍ଦେଶାଳୟ ଓ ଭାରତୀୟ ଭୂ-ତାତ୍ତ୍ୱିକ…
Read More...

୨୦୨୨ରେ ୟୁଏଇର ରୋଭର ଅଭିଯାନ

ଦୁବାଇ: ମହାକାଶ ଅଭିଯାନରେ ସାମିଲ ହେଲା ୟୁଏଇ । ୨୦୨୨ ସୁଦ୍ଧା ଚନ୍ଦ୍ରକୁ ରୋଭର ପଠାଇବାକୁ ଯାଉଛି ୟୁଏଇ । ଏନେଇ ଜାପାନ ସହ ଚୁକ୍ତି କରିଛି । ଚନ୍ଦ୍ର ଅଭିଯାନ ପାଇଁ ୟୁଏଇ ପକ୍ଷରୁ ହୋଇଥିବା ଯୋଜନାରେ ମହାକାଶକୁ ରୋଭର ଯାତ୍ରା ସମୟରେ ଓୟାର୍ଡ କମ୍ୟୁନିକେସନ ଓ ଶକ୍ତି ଯୋଗାଣ ହେବ । ଚନ୍ଦ୍ର…
Read More...

ଭାରତ ବେଳାଭୂମିରେ ଚିହ୍ନଟ ଜୀବାଣୁ ପରବର୍ତ୍ତୀ ମହାମରୀର କାରଣ ହୋଇପାରେ: ଅନୁସନ୍ଧାନକାରୀ

ନୂଆଦିଲ୍ଲୀ: ମହାମାରୀ କରୋନା ଏପର୍ଯ୍ୟନ୍ତ ନିୟନ୍ତ୍ରଣକୁ ଆସି ନ ଥିବା ବେଳେ ଅନୁସନ୍ଧାନକାରୀ ନୂଆ ଏକ ମାରାତ୍ମକ ଜୀବାଣୁର ଚିହ୍ନଟ କରିଲେଣି, ଯାହା ପରବର୍ତ୍ତୀ ମହାମାରୀର କାରଣ ହେବାକୁ ଯାଉଛି । ଭାରତର ସୁଦୂର ବାଲୁକା କୂଳରେ ଏକ ସୁପରବଗ୍ର ଚିହ୍ନଟ କରାଯାଇଛି । ଭାରତର ଆଣ୍ଡାମାନ…
Read More...

ଭୁବନେଶ୍ୱରରେ ଭୂତାଣୁ ବିଜ୍ଞାନ ସଂସ୍ଥାନ ପ୍ରତିଷ୍ଠା କରିବାକୁ ଧର୍ମେନ୍ଦ୍ରଙ୍କ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି

ନୂଆଦିଲ୍ଲୀ: କରୋନା ଚେତାଇଦେଲା ଭୂତାଣୁ ସଂକ୍ରମଣକୁ ନେଇ । ତେଣୁ ଭୂତାଣୁ ବିଜ୍ଞାନ ସଂସ୍ଥାନ ପ୍ରତିଷ୍ଠା ଦେଶରେ ୪ ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନ(ଏନଆଇଭି) ପାଇଁ ଚଳିତ ସାଧାରଣ ବଜେଟରେ ଘୋଷଣା କରାଯାଇଛି । ତେବେ ଏହି ୪ଟି ସଂସ୍ଥାନ ମଧ୍ୟରୁ ଗୋଟିଏ ଭୁବନେଶ୍ୱରରେ ପ୍ରତିଷ୍ଠା କରିବାକୁ…
Read More...

ସଫଳ ଲ୍ୟାଣ୍ଡିଂ ପରେ ସ୍ପେସଏକ୍ସରେ ବିସ୍ଫୋରଣ

ଟେକ୍ସାସ: ଆମେରିକୀୟ ଅରବପତି ଏଲନ ମସ୍କଙ୍କ କମ୍ପାନୀ ସ୍ପେସ ଏକ୍ସପ୍ଲୋରେସନ ଟେକ୍ନୋଲୋଜିଜ କମ୍ପାରିଜ ବୁଧବାର ଏକ ସଫଳତା ସହ ନିରାଶ ହୋଇଛି । କମ୍ପାନୀର ମାନବ ରହିତ ସବୁଠାରୁ ବଡ ରକେଟ ସ୍ପେସ ଏକ୍ସ ସଫଳତା ସହ ଭୂମିରେ ଲ୍ୟାଣ୍ଡିଂ କରିଥିଲେ ମଧ୍ୟ ବିସ୍ଫୋରଣରେ ନଷ୍ଟ ହୋଇଛି । ମସ୍କଙ୍କ ମିଶନ…
Read More...