Browsing Category
ବିଜ୍ଞାନ
ପଦାର୍ଥ ବିଜ୍ଞାନରେ ୩ ବୈଜ୍ଞାନିକଙ୍କୁ ନୋବେଲ ପୁରସ୍କାର
(ଶିଳାସ୍ମିତା ରାୟ) ଭୁବନେଶ୍ୱର: ପ୍ରତିବର୍ଷ ବିଭିନ୍ନ କ୍ଷେତ୍ର ପାଇଁ ନୋବେଲ ପୁରସ୍କାର ଦିଆଯାଇଥାଏ । ଚଳିତ ବର୍ଷ ଏହି କ୍ରମରେ ପଦାର୍ଥ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ଘୋଷଣା ହୋଇଛି । ୩ ଜଣ ବୈଜ୍ଞାନିକ ଏହି କ୍ଷେତ୍ର ପାଇଁ ପୁରସ୍କାର ପାଇଁ ହକଦାର ହୋଇଛନ୍ତି । ଏହି ୩ ଜଣ ହେଲେ…
Read More...
Read More...
ଅକ୍ଟୋବରରେ ସ୍ପେସ ଯାତ୍ରା କରିବେ ୨ ମହିଳା ମହାକାଶଚାରୀ
(ଶିଳାସ୍ମିତା ରାୟ) ଭୁବନେଶ୍ୱର: ପ୍ରଥମ ଥର ପାଇଁ ମହିଳା ମହାକାଶଚାରୀ ସ୍ପେସ ୱାକ କରିବେ । ଏହା ମହାକାଶ ଇତିହାସରେ ହେବ ନୂତନ ଘଟଣା । ମହାକାଶଚାରୀ କ୍ରେଷ୍ଟିନା କୋଚ ଓ କେସିକା ମୀର ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ବାହାରେ ସ୍ପେସ ୱାକ କରି ଇତିହାସ ରଚିବେ । ଉଭୟ କେନ୍ଦ୍ର ବାହାରେ…
Read More...
Read More...
ଚନ୍ଦ୍ର ପୃଷ୍ଠର ଫଟୋ ସାର୍ବଜନୀନ କଲା ଇସ୍ରୋ
(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଚନ୍ଦ୍ରୟାନ-୨ ଦ୍ୱାରା ପଠାଯାଇଥିବା ଚନ୍ଦ୍ରପୃଷ୍ଟର ଫଟୋ ସାର୍ବଜନୀନ କରିଛି । ସବୁ ଫଟୋ ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରୁ ଉତ୍ତୋଳନ କରାଯାଇଛି । ଏହି ସବୁ ଫଟୋକୁ ଅର୍ବିଟରରେ ଥିବା କ୍ୟାମେରାରେ ଉଠାଯାଇଛି । ଫଟୋକୁ…
Read More...
Read More...
ପାକିସ୍ତାନ ଉପରେ ଦୃଷ୍ଟି ରଖିବ ଇସ୍ରୋର ଉପଗ୍ରହ
(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଭାରତୀୟ ଅନ୍ତରୀକ୍ଷ ଅନୁସଂଧାନ ସଂସ୍ଥା (ଇସ୍ରୋ) ଅକ୍ଟୋବର ଶେଷ ସପ୍ତାହରେ ପାକିସ୍ତାନ ଓ ତାର ଆତଙ୍କବାଦୀ ସଂଗଠନ ଉପରେ ଦୃଷ୍ଟି ରଖିବାକୁ ସବୁଠାରୁ ଶକ୍ତିଶାଳୀ ଗୁଇନ୍ଦା ସାଟେଲାଇଟ କାଟୋସେଣ୍ଟ-୩ର ଲଞ୍ôଚଂ କରିବାକୁ ଥିଲା । କିନ୍ତୁ ଏବେ ଏହି ଯୋଜନାକୁ ଇସ୍ରୋ…
Read More...
Read More...
ଗ୍ରହ ନାମକରଣ ପଛର ନିୟମ
(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଆମ ସୌର ମଣ୍ଡଳରେ ଛୋଟ ବଡ ଅସଂଖ୍ୟ ଗ୍ରହ ରହିଛି । ଏହି ସବୁ ଗ୍ରହଙ୍କର ଗୋଟିଏ ଲେଖା ନାମକରଣ ହୋଇଛି । ତେବେ କୌଣସି ଗ୍ରହକୁ ଯେକୌଣସି ନାମ ଦିଆ ଯାଇ ପାରିବ ନାହିଁ ଏଥିପାଇଁ କିଛି ନିର୍ଦ୍ଧାରିତ ନିୟମ ରହିଛି । ତେବେ ଆସନ୍ତୁ ଜାଣି ସେହି ନିୟମ କଣ ।
ଗ୍ରହର…
Read More...
Read More...
ବିକ୍ରମର ବିଫଳତାକୁ ନେଇ ଇସ୍ରୋ ଆଜି ବି ଆଶାବାଦୀ
(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଚନ୍ଦ୍ରୟାନ-୨ ସହ ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନକୁ ଚନ୍ଦ୍ର ପୃଷ୍ଟକୁ ପଠାଯିବା ଏକ ଜଟିଳ ମିଶନ ଥିଲା । ଲକ୍ଷ୍ୟ ଥିଲା, ବିକ୍ରମ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବା ପରେ ରୋଭର ବାହାରି ଚନ୍ଦ୍ର ପୃଷ୍ଠରେ ବିଚରଣ କରିବା ସହ ତଥ୍ୟ ସଂଗ୍ରହ କରି…
Read More...
Read More...
ବ୍ରହ୍ମସର ସଫଳ ପରୀକ୍ଷଣ
(ଶିଳାସ୍ମିତା ରାୟ) ଭବନେଶ୍ୱର: ଆଜି ପୂର୍ବାହ୍ନ ୧୦.୧୯ରେ ଓଡ଼ିଶାର ବାଲେଶ୍ୱରସ୍ଥିତ ଚାନ୍ଦିପୁୁୁରରୁ ଡିଫେନ୍ସ୍ ରିସର୍ଚ ଆଣ୍ଡ୍ ଡେଭଲପମେଣ୍ଟ୍ ଅର୍ଗାନାଇଜେସନ୍ (ଡିଆର୍ଡିଓ) ବ୍ରହ୍ମୋସ୍ ସୁପର୍ସୋନିକ୍ କ୍ରୁସ୍ ମିସାଇଲ୍ର ସଫଳ ପରୀକ୍ଷା କରିଛି। ଏହା ସ୍ଥଳ ଭାଗରୁ ନିକ୍ଷେପଣ ମିଶାଇଲ ।…
Read More...
Read More...
ବିକ୍ରମକୁ ଠାବ କରିବାରେ ନାସା ବିଫଳ
(ଶିଳାସ୍ମିତା ରାୟ) ଭୁବନେଶ୍ୱର: ମିଶନ ଚନ୍ଦ୍ରାୟନ-୨ରେ ଲ୍ୟାଣ୍ଡର ବିକ୍ରମର ହାର୍ଡ ଲ୍ୟାଣ୍ଡିଂକୁ ନେଇ ଆଗକୁ ଅଭିଯାନ ଆଗେଇ ପାରୁନାହିଁ । ଅପରପକ୍ଷରେ ଆମେରୀୟ ମହାକାଶ ସଂସ୍ଥା ନାସା ମଧ୍ୟ ବିକ୍ରମକୁ ଠାବ କରିବାରେ ବିଫଳ ହୋଇଛି । ତଥାପି ନାସା ବିକ୍ରମକୁ ଖୋଜିବା ଅଭିଯାନ ଅକ୍ଟୋବର ମାସରେ…
Read More...
Read More...
ଭାରତୀୟ ଛାତ୍ରଙ୍କ କୃତ୍ତି, ତିଆରି କଲେ କ୍ଷୁଦ୍ରତମ ସାଟେଲାଇଟ
(ଶିଳାସ୍ମିତା ରାୟ) ଭୁବନେଶ୍ୱର: ମହାକାଶରେ ଇସ୍ରୋର ସଫଳତା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମହାକାଶ ଗବେଷଣା ପ୍ରତି ଆଗ୍ରହ ବଢିଛି । ଦିଲ୍ଲୀରେ ପଢୁଥିବା ଜଣେ ୧୭ ବର୍ଷୀୟ ଇଂଜିନିୟରିଂ ଛାତ୍ର ଏକ କ୍ଷୁଦ୍ର ସାଟେଲାଇଟ୍ ତିଆରି କରିଛନ୍ତି ଯାହାର ନାଁ ରଖାଯାଇଛି ରମନସ୍ୟାଟ୍-୨ ।
୧୭ ବର୍ଷୀୟ…
Read More...
Read More...
ଅର୍ବିଟର କାମ ଠିକ ରହିଛି: ଶିବନ
(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଚନ୍ଦ୍ରାୟନ-୨ର ଲ୍ୟାଣ୍ଡର ବିକ୍ରମର ଲ୍ୟାଣ୍ଡିଂରେ ସମସ୍ୟା ନେଇ ଅଭିଯାନ ବିଫଳ ହୋଇଥିଲେ ମଧ୍ୟ ସମ୍ପୂର୍ଣ୍ଣ ବିଫଳ ହୋଇନାହିଁ । କାରଣ ଚନ୍ଦ୍ରାୟନ-୨ର ଅର୍ବିଟର ଏବେ ମଧ୍ୟ ଠିକ କାମ କରୁଛି ବୋଲି ସୂଚନା ଦେଇଛନ୍ତି ଭାରତୀୟ ଅନ୍ତରୀକ୍ଷ ଗବେଷଣା କେନ୍ଦ୍ର…
Read More...
Read More...