Browsing Category

ଓଡିଶା

ବାତ୍ୟା ‘ମୋନ୍ଥା’ ବେଳେ କୋରାପୁଟ ଜିଲ୍ଲାରେ ୧୩୬ ପ୍ରସୂତୀଙ୍କ ପ୍ରସବ

ଭୁବନେଶ୍ଵର: ବାତ୍ୟା 'ମୋନ୍ଥା' ବେଳେ କୋରାପୁଟ ଜିଲ୍ଲାରେ ୧୩୬ ପ୍ରସୂତୀଙ୍କ ପ୍ରସବ । ଜନ୍ମ ହୋଇଥିବା ୧୩୬ ଶିଶୁଙ୍କ ମଧ୍ୟରୁ ୬୭ ପୁଅ ଓ ୬୯ ଝିଅ । ସମସ୍ତ ନବଜାତ ଶିଶୁ ଓ ମା’ ସୁସ୍ଥ ଅଛନ୍ତି ବୋଲି ସୂଚନା ଦେଇଛନ୍ତି CDMO । ତେବେ ଗତକାଲି ଆନ୍ଧ୍ର ନର୍ସାପୁରମ୍‌ରେ ସ୍ଥଳଭାଗ ଛୁଇଁଥିଲା…
Read More...

ପବିତ୍ର  ମୋହନ ସାମଲ ଆଇନ  ବିଭାଗର ନୂଆ ପ୍ରମୁଖ  ସଚିବ

ଭୁବନେଶ୍ୱର: ପବିତ୍ର  ମୋହନ ସାମଲ ଆଇନ  ବିଭାଗର ନୂଆ ପ୍ରମୁଖ  ସଚିବ । ମାନସ ବାରିକଙ୍କ ସ୍ଥାନରେ ପବିତ୍ର ମୋହନ ସାମଲଙ୍କୁ ନିଯୁକ୍ତି କରାଯାଇଛି ।ତାଙ୍କର ଆଇନଗତ ଦକ୍ଷତା ଏବଂ ନୀତିଗତ ବିଶେଷଜ୍ଞତା ସହିତ, ସେ ଆଇନଗତ ସଂସ୍କାର ଆଣିବା ଏବଂ ବିଭାଗୀୟ ଶାସନକୁ ଉନ୍ନତ କରିବା ପାଇଁ ପ୍ରସ୍ତୁତ।…
Read More...

ପୀତବାସ ପଣ୍ଡା ହତ୍ୟା ମାମଲା: ଫୁଲବାଣୀ ଜେଲ୍‌ ଯିବେ ପିଣ୍ଟୁ ଦାଶ

ବ୍ରହ୍ମପୁର: ଆଇନଜୀବି ପୀତବାସ ପଣ୍ଡା ହତ୍ୟା ମାମଲାରେ ଫୁଲବାଣୀ ଜେଲ୍‌ ଯିବେ ପିଣ୍ଟୁ ଦାଶ । ଗିରଫ ଅଭିଯୁକ୍ତ ଶିବଶଙ୍କର ଦାଶ ଓରଫ ପିଣ୍ଟୁଙ୍କୁ ବ୍ରହ୍ମପୁର ଜେଲ୍‌ରୁ ସ୍ଥାନାନ୍ତର କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ଏନେଇ SDJM କୋର୍ଟ ଅନୁମତି ଦେଇଥିବା କହିଛନ୍ତି ସରକାରୀ ଓକିଲ ।…
Read More...

ସିରିଜ ଚୋରି କରି ବଣାଇ ଅଞ୍ଚଳ ଲୋକଙ୍କ ନିଦ ହଜାଇ ଦେଇଛନ୍ତି ଲୁଟେରା

ଏବେ ଚୋରମାନଙ୍କର ନଜରରେ ରହିଛି ସୁନ୍ଦରଗଡ଼ ଜିଲ୍ଲାର ବଣାଇ ଅଞ୍ଚଳରେ । ଗତ ୩ ଦିନ ହେବ ଅଞ୍ଚଳରେ ସିରିଜ ଚୋରି ହେଉଛି । ରାତି ହେଲେ ଲୋକଙ୍କ ନିଦ ହଜାଇ ଦେଇଛନ୍ତି ଲୁଟେରାମାନେ । ଯାହାକୁ ନେଇ ଭୟଭୀତ ଅବସ୍ଥାରେ ରହୁଛନ୍ତି ଲୋକେ । ଗତ ୨୬ ତାରିଖରେ ବଣାଇ ହାଟପଦା ଠାରେ ଥିବା ଜଣେ…
Read More...

ପାଣି ପିଇ ରେଭେନ୍ସା ଇଷ୍ଟ ହଷ୍ଟେଲର ୧୬ଛାତ୍ର ଅସୁସ୍ଥ

ରେଭେନ୍ସା ହଷ୍ଟେଲରେ ଝାଡାବାନ୍ତି । ପାଣି ପିଇ ରେଭେନ୍ସା ଇଷ୍ଟ ହଷ୍ଟେଲର ୧୬ଛାତ୍ର ଅସୁସ୍ଥ ହୋଇପଡିଛନ୍ତି । ସେମାନଙ୍କୁ କଟକସ୍ଥିତ ଏସସିବି ହସ୍ପିଟାଲରେ ଭର୍ତ୍ତି କରାଯାଇଚି । ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି । ତେବେ ଇଷ୍ଟ ହଷ୍ଟେଲରେ ୧୮୦ଜଣ ଛାତ୍ର ରହୁଥିବା ବେଳେ ୧୬ଜଣ ଏଭଳି…
Read More...

ଜି. ଏସ.ଟି. ବିଭାଗ ଅଧିକାରୀ ଉମାକାନ୍ତ ସାହୁ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି…

ଭିଜିଲାନ୍ସ ଜାଲରେ ଜିଏସଟି ବିଭାଗ ଅଧିକାରୀ, ଟିଟିଲାଗଡ଼, ୨୯/୧୦ ଟିଟିଲାଗଡ଼ ସି.ଟି.ଏଣ୍ଡ ଜି. ଏସ.ଟି. ବିଭାଗ ଅଧିକାରୀ ଉମାକାନ୍ତ ସାହୁ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଜଣେ ବ୍ୟବସାୟୀ ରମେଶ ବସ୍ତିଆଙ୍କୁ ମିଥ୍ୟା ଜୋରିମାନା ପକାଇ ସମାଧାନ କରିବାକୁ ୧୨ ହଜାର ଟଙ୍କା ଲାଞ୍ଚ ନେଉଥିଲେ…
Read More...

ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ ମାମଲାର ଶୁଣାଣି କରି ୧୧୪ଜଣ ପରୀକ୍ଷାର୍ଥୀଙ୍କୁ ସର୍ତ୍ତ ମୂଳକ ଜାମିନ ପ୍ରଦାନ କରିଛନ୍ତି

ବହୁ ଚର୍ଚ୍ଚିତ ପୋଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି ମାମଲାରେ ଗିରଫ ହୋଇଥିବା ୧୧୪ଜଣ ପରୀକ୍ଷାର୍ଥୀଙ୍କ  ଜାମିନ ଆବେଦନ ଆଜି ମଞ୍ଜୁର ହୋଇଛି । ୫୦ ହଜାର ଟଙ୍କା ଏବଂ ୨ଜଣ ଜମିନଦାରଙ୍କ ମୁଚାଲିକାରେ ସର୍ତ୍ତ ମୂଳକ ଜାମିନ ପ୍ରଦାନ କରିଛନ୍ତି ବ୍ରହ୍ମପୁର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ।…
Read More...

ଆରମ୍ଭ ହେଲା ବାତ୍ୟା ମୋନ୍ଥାର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା

ଭୁବନେଶ୍ଵର: ଆରମ୍ଭ ହେଲା ବାତ୍ୟା ମୋନ୍ଥାର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା । ଆନ୍ଧ୍ରପ୍ରଦେଶ କାକିନାଡ଼ାରେ ଅନୁଭୂତ ହେଲାଣି ବାତ୍ୟା ମୋନ୍ଥାର ପ୍ରଭାବ । ୫ ଘଣ୍ଟା ଧରି ଚାଲିବ ଲ୍ୟାଣ୍ଡଫଲ୍‌ ପକ୍ରିୟା । ବଡ଼ ବାତ୍ୟା ହୋଇଥିବାରୁ ବାତ୍ୟାର ଆଖି ନାହିଁ । ଘଣ୍ଟାପ୍ରତି ୧୫ କିମି ବେଗରେ ସ୍ଥଳଭାଗ…
Read More...

ବାତ୍ୟା ଆଶ୍ରୟସ୍ଥଳୀରେ କାର୍ଯ୍ୟରତ କର୍ମଚାରୀ ପ୍ରାଣ ହରାଇଛନ୍ତି

ବାତ୍ୟା ଆଶ୍ରୟସ୍ଥଳୀରେ କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କ ମୃତ୍ୟୁ । ବାତ୍ୟା ଆଶ୍ରୟସ୍ଥଳୀରେ କାର୍ଯ୍ୟରତ ଥିବା ଜଣେ କର୍ମଚାରୀଙ୍କ ଅଚାନକ ମୃତ୍ୟୁ ହୋଇଛି। ଏଭଳି ଏକ ଅଭାବନୀୟ ଘଟଣା ଗଜପତି ଜିଲ୍ଲା ରାୟଗଡ ବ୍ଲକ ପୋତାର ପଞ୍ଚାୟତରେ ଘଟିଛି । ସେଠାରେ ନିୟୋଜିତ ଥିବା ଯୋଗାଣ ସହାୟକ ସୁରେନ୍ଦ୍ର…
Read More...

ବାତ୍ୟା ‘ମୋନ୍ଥା’: ଗଜପତି ଏବଂ ରାୟଗଡ଼ାରେ ଭୂସ୍ଖଳନ

ଭୁବନେଶ୍ୱର: ବାତ୍ୟା ‘ମୋନ୍ଥା’ ଉପକୂଳ ଆଡକୁ ଗତି କରୁଥିବା ବେଳେ ଏହାର ପ୍ରଭାବରେ ମଙ୍ଗଳବାର ଦିନ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ଯାହା ଫଳରେ ଗଜପତି ଏବଂ ରାୟଗଡ଼ା ଭଳି ଜିଲ୍ଲାରେ ଭୂସ୍ଖଳନ, ଗଛ ଉପୁଡ଼ି ପଡ଼ିବା ଏବଂ ଘର କ୍ଷତିଗ୍ରସ୍ତ ହୋଇଥିବା ନଜର ଆସିଛି। କାଶୀନଗର…
Read More...