Browsing Category

ଓଡିଶା

ଧବଳେଶ୍ବର ପୀଠରେ ପଞ୍ଚକ ଓ ବଡ଼ଓଷା ପାଇଁ ପ୍ରସ୍ତୁତି, ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ

ଆଠଗଡ଼: ଧବଳେଶ୍ବର ପୀଠରେ ପଞ୍ଚକ ଓ ବଡ଼ଓଷା ପାଇଁ ପ୍ରସ୍ତୁତି । ୩ଟି ସ୍ଥାନରେ ହେବ ପାର୍କିଂ ବ୍ୟବସ୍ଥା, ୧୪ଟି ସ୍ଥାନରେ ଟ୍ରାଫିକ୍ ପୋଷ୍ଟ । ପୋଲିସର ମକଡ୍ରିଲ୍‌ ପରେ ଏନେଇ ସୂଚନା ଦେଇଛନ୍ତି କଟକ ଗ୍ରାମାଞ୍ଚଳ ଏସ୍‌ପି । ଦୁଇ ଚକିଆ ଗାଡ଼ି ନୂଆପାଟଣା ଛକରୁ ପାଇକରାପୁର ଷ୍ଟାଣ୍ଡକୁ ଯିବ । ୪…
Read More...

ବିଜେଡି ନେତା ପ୍ରୀତିରଞ୍ଜନ ଘଡ଼େଇଙ୍କ ଘରେ ପୋଲିସର ଚଢ଼ାଉ

ଭୁବନେଶ୍ଵର: ବିଜେଡି ନେତା ପ୍ରୀତିରଞ୍ଜନ ଘଡ଼େଇଙ୍କ ଘରେ ଚଢ଼ାଉ । ନୂଆପଡ଼ା ଖରିଆର୍ ରୋଡ୍‌ରେ ରହୁଥିବା ଘରେ ପୋଲିସର ଚଢ଼ାଉ । କହିରଖୁଛୁ ଯେ, ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରଚାର ଦାୟିତ୍ବରେ ଅଛନ୍ତି ପ୍ରୀତିରଞ୍ଜନ । ବିଜେଡି ନେତା ପ୍ରୀତିରଞ୍ଜନ ଘଡ଼େଇଙ୍କ ଭଡ଼ା ଘରେ ପୋଲିସର ଚଢ଼ାଉ।…
Read More...

MSME ଉଦ୍ୟୋଗୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି

ଭୁବନେଶ୍ଵର: ରାଜ୍ୟ ସରକାର ଭୂମି ବ୍ୟବହାର ପରିବର୍ତ୍ତନ ସହିତ ଜଡିତ ପ୍ରମୁଖ ଶୁଳ୍କ ଛାଡ଼ କରି MSME ଉଦ୍ୟୋଗୀଙ୍କୁ ସମର୍ଥନ କରିବା ପାଇଁ ଏକ ଐତିହାସିକ ନିଷ୍ପତ୍ତି ଘୋଷଣା କରିଛନ୍ତି। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ ଅନୁମୋଦିତ ସର୍ତ୍ତାବଳୀ ଅନୁଯାୟୀ ଭୂମି ବ୍ୟବହାର…
Read More...

ଖୋଲିଲା ସୁଭଦ୍ରା ପୋର୍ଟାଲ , 21 ବର୍ଷ ହୋଇଥିଲେ କରିପାରିବେ ଆବେଦନ

ପୁଣି ଖୋଲିଲା ସୁଭଦ୍ରା ପୋର୍ଟାଲ । 21 ବର୍ଷ ହୋଇଥିଲେ କରିପାରିବେ ଆବେଦନ । ନଭେମ୍ବର 1 ରୁ ସୁଭଦ୍ରା ପୋର୍ଟାଲରେ ଅନଲାଇନ୍ ସାଇଟ୍ ଖୋଲିବ । । ଯେଉଁମାନେ ୨୦ରୁ ୨୧ ବର୍ଷରେ ପହଞ୍ଚିଲେ ସେମାନେ ଆବେଦନ କରିପାରିବେ । ଯେଉଁଠି ଆଚରଣ ବିଧି ଲାଗିଛି ସେ ଅଂଚଳକୁ ଛାଡ଼ି ଅନ୍ୟ ସମସ୍ତେ ପୋର୍ଟାଲ…
Read More...

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା, ଫୁଲବାଣୀ ଜେଲ୍‌ରେ ମାଷ୍ଟରମାଇଣ୍ଡ ପିଣ୍ଟୁ ଦାସ

ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତ ତଥା ମାଷ୍ଟରମାଇଣ୍ଡ ଶିବଶଙ୍କର ଦାସ ଓରଫ ପିଣ୍ଟୁ ଦାସଙ୍କୁ ଆଜି କଡ଼ା ସୁରକ୍ଷା ମଧ୍ୟରେ ଫୁଲବାଣୀ ସର୍କଲ ଜେଲକୁ ଅଣାଯାଇଛି। ବ୍ରହ୍ମପୁର ଜେଲରେ ପିଣ୍ଟୁ ନିଜକୁ ଅସୁରକ୍ଷିତ ସହ ଜୀବନ ପ୍ରତି ବିପଦ ଥିବା ଦର୍ଶାଇବାରୁ…
Read More...

ବିପଦରେ ଓଡ଼ିଆ ଅସ୍ମିତା, ଭାଷାକୁ ସୁରକ୍ଷା ଦେବାରେ ରାଜ୍ୟ ସରକାର ବିଫଳ

ବିପଦରେ ଓଡ଼ିଆ ଅସ୍ମିତା। ଓଡ଼ିଆ ଅସ୍ମିତା ର ନାରା ଦେଇ ରାଜ୍ୟରେ ବିଜେପି ସରକାର ଗଠନ ହେଲା। ମାତ୍ର ଓଡ଼ିଆ ଭାଷା ଓ ଓଡ଼ିଆ ଅସ୍ମିତା କୁ ସୁରକ୍ଷା ଦେବାରେ ରାଜ୍ୟ ସରକାର ଓ ଓଡ଼ିଶା ପୋଲିସ ବିଫଳ। ଯାହାର ଜ୍ୱଳନ୍ତ ଉଦାହରଣ  ଦେଖିବାକୁ ମିଳିଛି ବସ୍ତା ପୋଲିସ କ୍ଷେତ୍ରରେ। କେନ୍ଦ୍ର ଓ ରାଜ୍ୟ…
Read More...

ମିଳିବ କ୍ଷୟକ୍ଷତି , ଚାଷୀ ଭାଇଙ୍କୁ ଭରସା ଦେଲେ ରାଜସ୍ବ ମନ୍ତ୍ରୀ

ବାତ୍ୟା ମୋନ୍ଥା ପରେ ରାଜ୍ୟରେ ଅନେକ ଜିଲ୍ଲାରେ ଲାଗିରହିଛି ବର୍ଷା । ମୋନ୍ଥା ପ୍ରଭାବରେ ରାଜ୍ୟରେ ଘଟାଇଥିବା କ୍ଷୟକ୍ଷତିକୁ ନେଇ ବିଚଳିତ ହେଉଛନ୍ତି ଚାଷୀ । ଯାହାକୁ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଚାଷୀ ଭାଇ ମାନଙ୍କୁ ବିତଳିତ ନହେବାକୁ ଅନୁରୋଧ କରିଛନ୍ତି । ସେ କହିଛନ୍ତି, ଖୁବଶୀଘ୍ର…
Read More...

ମୋନ୍ଥା ପାଇଁ ବଢି଼ଲା ଯୁକ୍ତ ଦୁଇ ଫର୍ମ ପୂରଣ ତାରିଖ

କଟକ: ବାତ୍ୟା 'ମୋନ୍ଥା' ପାଇଁ ଯୁକ୍ତ ୨ ଫର୍ମ ପୂରଣ ଶେଷ ତାରିଖ ଅବଧି ବୃଦ୍ଧି । ନଭେମ୍ୱର ୩ ତାରିଖ ପର୍ଯ୍ୟନ୍ତ ଫର୍ମ ପୂରଣ ଅବଧି ବୃଦ୍ଧି କରାଯାଇଛି । ଅକ୍ଟୋବର ୨୮ ତାରିଖ ଥିଲା ଫର୍ମ ପୂରଣର ଶେଷ ତାରିଖ । ୨୦୨୬ ଯୁକ୍ତ ୨ ପରୀକ୍ଷା ପାଇଁ ଚାଲିଛି ଫର୍ମ ପୂରଣ । କଲେଜ କର୍ତ୍ତୃପକ୍ଷଙ୍କ…
Read More...

ଭାଙ୍ଗୁଛି ମାଓଗଡ, ଗୋଟେ ଦିନରେ ୭୨ ଜଣଙ୍କ ଆତ୍ମସମର୍ପଣ

ମାଲକାନଗିରି: ଭାଙ୍ଗୁଛି ମାଓଗଡ । ହିଂସା ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେଉଛନ୍ତି ମାଓବାଦୀ । ଛତିଶଗଡ଼ ବିଜାପୁରରେ ୭୨ ମାଓବାଦୀଙ୍କ ଆତ୍ମସମର୍ପଣ କରିଥିବା ନେଇ ସୂଚନା ମିଳିଛି । ଛତିଶଗଡରେ ମାଓବାଦର ମୂଳପୋଛ ପାଇଁ ଅପରେସନ ଚାଲିଥିବା ବେଳେ ମାଓ ନିପାତ ପାଇଁ ବିଭିନ୍ନ ସମୟରେ ଆକ୍ସନ…
Read More...

୧୯୯୯ ମସିହା ବିଧ୍ୱଂସକାରୀ ମହାବାତ୍ୟାକୁ ୨୬ ବର୍ଷ ପୂରଣ ହୋଇଛି

୧୯୯୯ ମସିହା ଅକ୍ଟୋବର ୨୯ ତାରିଖ ଆଜିର ଦିନରେ ଓଡିଶାରେ ଧ୍ୱଂସଲିଳା ରଚିଥିଲା ମହାପ୍ରଳୟ । ଘଣ୍ଟା ପ୍ରତି ୩୦୦ କିମି ବେଗ ପବନ ମାଡରେ ରାଜ୍ୟର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଥିଲା । ଉପକୂଳବର୍ତ୍ତୀ ଜିଲ୍ଲାବାସୀ ଦେଖିଥିଲେ ପ୍ରକୃତିର ଭୟଙ୍କର କରାଳ ରୂପ । ମହାବାତ୍ୟାରେ କିଏ ପରିଜନଙ୍କୁ…
Read More...