Browsing Category

ପର୍ବ ପର୍ବାଣୀ

ଲୋକସଭାରେ ଆଗତ ହେଲା ୱାକଫ ସଂଶୋଧିତ ବିଲ୍…

ଆଜି ଲୋକସଭାରେ ଆଗତ ହେଲା ୱାକଫ ସଂଶୋଧିତ ବିଲ୍ । ଏହି ବିଲ୍ ରେ କିଛି ଗୁରୁତ୍ୱପୂର୍ଣ୍ଣ ସଂଶୋଧନ କରାଯାଇଛି । ଏହି ବିଲ ଅନୁଯାୟୀ, ସରକାରୀ ସମ୍ପତ୍ତିକୁ ୱାକଫ ସମ୍ପତ୍ତି ଭାବେ ଘୋଷଣା କରାଯାଇଥିଲେ ମଧ୍ୟ ତାହା ଓ୍ବକଫ ସମ୍ପତ୍ତି ଭାବେ ଗଣ୍ୟ ହେବ ନାହିଁ। ଏହା ଓ୍ବକଫ ବୋର୍ଡଙ୍କ ଐତିହାସିକ…
Read More...

ଚଳିତ ଥର କେଉଁ ଦିନ ପାଳିବେ ହୋଲି ଉତ୍ସବ ?

ହୋଲିର ମଜା ନେବା କାହାକୁ ବା ପସନ୍ଦ ନୁହେଁ । ଆବାଳ ବୃଦ୍ଧ ବନିତା ସଭିଏଁ ରଙ୍ଗ ପର୍ବରେ ରଙ୍ଗେଇ ହେବା ପାଇଁ ଖୁବ୍ ଭଲପାଆନ୍ତି । ହୋଲି କେବଳ ପାରସ୍ପରିକ ପ୍ରେମକୁ ଦ୍ୱିଗୁଣିତ କରେ ନାହିଁ ବରଂ ଲୋକଙ୍କ ମଧ୍ୟରେ ଥିବା ମତଭେଦ ମଧ୍ୟ ଦୂର କରିଥାଏ । ପ୍ରତ୍ୟେକ ବର୍ଷ ହୋଲି ଦୁଇ ଦିନ ମନାଯାଏ…
Read More...

ହ୍ୱାଟ୍ସଆପରେ ମେସେଜ ପଠାଇଲେ ମିଳିବ ସରକାରୀ ସୁବିଧା…

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ନିଜ ରାଜ୍ୟରେ ଏକ ଅନନ୍ୟ ସେବା ଆରମ୍ଭ କରିଛନ୍ତି । ଯାହା ହେଉଛି ଲୋକମାନେ ସେମାନଙ୍କ ହ୍ୱାଟ୍ସଆପରେ ମେସଜ କିମ୍ବା ଅଡିଓ ମେସେଜ ପଠାଇ ସରକାରୀ ସୁବିଧା ପାଇବେ । ରାଜ୍ୟର ସମସ୍ତ ସରକାରୀ ସେବା ଶ୍ରୀଘ୍ର ହ୍ୱାଟସଆପ ମାଧ୍ୟମରେ ଉପଲବ୍ଧ…
Read More...

ଆସୁଛି ଜାଗର ରାତି ୧୦ଟାରେ ଉଠିବ ଲିଙ୍ଗରାଜ ମହାପ୍ରଭୁଙ୍କ ମହାଦୀପ

ବ୍ୟୁରୋ : ଶ୍ରୀଲିଙ୍ଗରାଜଙ୍କ ଜାଗର ମହାଦୀପ ରାତି ୧୦ଟାରେ ଉଠିବ । ଏନେଇ ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ହୋଇଛି । ଆସନ୍ତା ୨୬ ତାରିଖରେ ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରି ପାଳନ ହେବ। ଏହି ଉପଲକ୍ଷେ ମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ହୋଇଛି । ରାତି ସାଢେ ୧୦ଟାରୁ ୧୧ଟା…
Read More...

ଆଜି ଶ୍ରୀପଞ୍ଚମୀ: ପୂଜା ପାଉଛନ୍ତି ବାଗଦେବୀ ମା’ ସରସ୍ବତୀ

ଭୁବନେଶ୍ୱର: ଆଜି ଶ୍ରୀପଞ୍ଚମୀ । ହିନ୍ଦୁ ପଞ୍ଚାଙ୍ଗ ଅନୁଯାୟୀ ଏହାକୁ ବସନ୍ତ ପଞ୍ଚମୀ ବୋଲି ମଧ୍ୟ କୁହାଯାଏ । ଧରାବତରଣ କରିଛନ୍ତି ବାଗଦେବୀ ସରସ୍ବତୀ । ବୁଦ୍ଧି, ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ମା ସରସ୍ୱତୀଙ୍କ ସ୍ୱତନ୍ତ୍ର ପୂଜାର ଦିନ ।  ପୌରାଣିକ ମାନ୍ୟତା ଅନୁସାରେ ବସନ୍ତ ପଞ୍ଚମୀ ଦିନ ମା…
Read More...

ଆଦିବାସୀ ନୃତ୍ୟରେ ଝଲସିଲା ପଡିଆ

ବିଶୋଇ ବ୍ଲକ ଅନ୍ତର୍ଗତ ଲୁହାକାନୀ ପଞ୍ଚାୟତର ଏଲ୍ସି. ସି. ରୂପେ ପରିଚିତ ର ଏକ ପୁରାତନ ବେସରକାରୀ ପ୍ରାପ୍ତ କ୍ଲବ୍। ଏହି କ୍ଲବ୍ ଦ୍ଵାରା  ଗତ ଶୁକ୍ରବାର ଦିନ ଲୁହାକାନୀ ଗ୍ରାମର ଡଃ ହରେକୃଷ୍ଣ ମହତାବ ହାଇସ୍କୁଲ ପଡ଼ିଆରେ ୨୧ତମ ବାର୍ଷିକ କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ…
Read More...

ଦୂର ହେଲା ଦ୍ୱନ୍ଦ୍ୱ : ଫେବୃଆରୀ ୨ରେ ହେବ ସରସ୍ୱତୀ ପୂଜା

ପୁରୀ : ସରସ୍ୱତୀ ପୂଜା ପାଇଁ ହୋଇଥିବା ଦ୍ୱନ୍ଦ୍ୱ ଏବେ ଦୂର କରିଛି ଶ୍ରୀମନ୍ଦିର ପ୍ରସାସନ । ଫେବୃଆରୀ ୨ ତାରିଖରେ ପାଳିତ ହେବ ସରସ୍ୱତୀ ପୂଜା । ଏନେଇ ସୂଚନା ଦେଲେ ଶ୍ରୀମନ୍ଦିର ନୀତି ପ୍ରଶାସକ । ବିଧି ଅନୁସାରେ  ସେହି ଦିନ ରଥ କାଠ ଅନୁକୁଳ କରାଯିବ କହିଲେ । କେଉଁ ପାଞ୍ଜିରେ ୨ ତାରିଖରେ…
Read More...

ଶ୍ରୀଫଳ ଭାଙ୍ଗିବାକୁ ଶାସ୍ତ୍ରରେ ହିନ୍ଦୁ ମହିଳାଙ୍କୁ ବାରଣ କରାଯିବାର ରହସ୍ୟ….

ବ୍ୟୁରୋ : ମହିଳାମାନଙ୍କୁ ଶାସ୍ତ୍ରରେ ନଡ଼ିଆ ଭାଙ୍ଗିବାକୁ ବାରଣ କରାଯାଇଛି, ଜାଣନ୍ତୁ ଏହା ପଛର ସତ୍ୟତା ; ପ୍ରତ୍ୟେକ ଶୁଭ କାର୍ୟ୍ୟରେ ନଡ଼ିଆର ବିଶେଷ ଗୁରୁତ୍ୱ ରହିଛି। ନଡ଼ିଆକୁ ବହୁତ ପବିତ୍ର ବୋଲି ବିବେଚନା କରାଯାଏ। ଭଗବାନ ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ବର ନଡ଼ିଆରେ ତ୍ରିନାଥଙ୍କ…
Read More...

କେଉଁଦିନ ପାଳିବେ ସରସ୍ୱତୀ ପୂଜା ?

ଭୁବନେଶ୍ୱର; ଏଥର ସବୁ ପର୍ବପର୍ବାଣୀକୁ ନେଇ ଦ୍ୱନ୍ଦ । ଦୀପାବଳୀ ଓ କୁମାର ପୂର୍ଣ୍ଣିମାକୁ ନେଇ ଲାଗିରହିଥିଲା ଦ୍ୱନ୍ଦ । କିଏ କେଉଁଦିନ ପାଳିବେ ତାକୁ ନେଇ ବିଭିନ୍ନ ମତ ଆସିଥିଲା । ସମସ୍ତେ ଭିନ୍ନ ଭିନ୍ନ ଦିନରେ ପାଳନ କରିଥିଲେ । ପୁଣି ସରସ୍ୱତୀ ପୂଜାକୁ ନେଇ ଦ୍ୱନ୍ଦ । କେଉଁଦିନ ପାଳିବେ…
Read More...

ପ୍ରୟାଗରାଜରେ ମହାକୁମ୍ଭ କେଉଁ ରାଜା ଆୟୋଜନ କରୁଥିଲେ ?

ବ୍ୟୁରୋ : ପ୍ରୟାଗରାଜରେ ବିଶ୍ୱ ପ୍ରସିଦ୍ଧ ମହାକୁମ୍ଭ ମେଳା ଅନୁଷ୍ଠିତ ହେଉଛି । ଦେଶ ବିଦେଶରୁ ଅନେକ ସାଧୁ ସନ୍ଥ ଭକ୍ତ ମାନେ ଆସି ପବିତ୍ର ତ୍ରିବେଣୀ ସଙ୍ଗମରେ ବୁଡ ପକାଉଛନ୍ତି । ଅନ୍ୟ କିଛି ସାଧୁ ଓ ସାଧାରଣ ଲୋକେ କଳ୍ପବାସ କରୁଛନ୍ତି । ଦାନ, ପରିତ୍ରାଣ ଏବଂ ପାପରୁ ମୁକ୍ତି ପାଇବା ପାଇଁ…
Read More...