Browsing Category

ପର୍ବ ପର୍ବାଣୀ

ଭୁବନେଶ୍ୱରର ଆରାଧ୍ୟ ମହାପ୍ରଭୁ ଲିଙ୍ଗରାଜଙ୍କ ଧୁମଧାମରେ ପାଳନ ହେବ ଶୀତଳଷଷ୍ଠୀ ଯାତ୍ରା

ଭୁବନେଶ୍ୱର-: ଭୁବନେଶ୍ୱରର ଆରାଧ୍ୟ ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ଧୁମଧାମରେ ମେ ୩୦ରେ ଶିବ ବିବାହ ଓ ୩୧ରେ ଶୀତଳଷଷ୍ଠୀ ଯାତ୍ରା ପାଳନ ହେବ । ଏଥିପାଇଁ ସରିଛି ପ୍ରସ୍ତୁତି ବୈଠକ । ଓଡିଶାର ଦ୍ଵିତୀୟ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା କେମିତି ସମସ୍ତ ନିଯୋଗ ସହାୟତାରେ ମହାଆଡମ୍ବରରେ ପାଳନ…
Read More...

ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା ଶେଷ ହେବା ପରେ ଆଜିଠୁ ଭିତର ଚନ୍ଦନ ଯାତ୍ରା ଆରମ୍ଭ

ପୁରୀ-: ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା ଶେଷ ହେବା ପରେ ଆଜିଠୁ ଭିତର ଚନ୍ଦନ ଯାତ୍ରା ଆରମ୍ଭ ହେବ । ୨୧ଦିନ ଧରି ମହାପ୍ରଭୁଙ୍କୁ ଚନ୍ଦନ ଓ ଆଲଟ ଲାଗି କରାଯିବ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଯାତଭୋଗ ସରିବା ପରେ ଭିତର ଚନ୍ଦନ ଯାତ୍ରା ନୀତି ଆରମ୍ଭ ହେବ । ଜ୍ୟେଷ୍ଠ କୃଷ୍ଣ ଏକାଦଶୀ,…
Read More...

ଚନ୍ଦନଯାତ୍ରା ଶ୍ରୀମନ୍ଦିରରେ ସବୁଠୁ ଅଧିକ ଦିନ ଧରି ପାଳିତ ହେଉଥିବା ଏକ ପର୍ବ

ପୁରୀ-: ଗ୍ରୀଷ୍ଣତାପରୁ ରକ୍ଷା ପାଇବା ପାଇଁ ମଣିଷ ଯେପରି ଗାଧୋଇ ଟିକିଏ ଥଣ୍ଡା ଅନୁଭବ କରେ, ସେହିପରି ଶ୍ରୀଜିଉ ମଧ୍ୟ ନରେନ୍ଦ୍ର ପୁଷ୍କରିଣୀକୁ ଆସିଥାନ୍ତି ଚାପ ଖେଳିବା ପାଇଁ । ମଣି ବିମାନରେ ମଦନମୋହନ, ଭୂଦେବୀ, ଶ୍ରୀଦେବୀଙ୍କୁ ନରେନ୍ଦ୍ର ପୁଷ୍କରିଣୀକୁ ଆଣିଥାନ୍ତି ସେବାୟତ ।…
Read More...

ବାଲେଶ୍ୱରର ପୂର୍ବାଞ୍ଚଳ ରେଞ୍ଜ, ରେମୁଣା NAC, ସୋରୋ, ମଡେଲ SKPS, ଇତ୍ୟାଦିରେ ହନୁମାନ ଜୟନ୍ତୀ ପାଳନ

ବାଲେଶ୍ୱର;ବାଲେଶ୍ୱରର ପୂର୍ବାଞ୍ଚଳ ରେଞ୍ଜ, ବିଶେଷକରି ରେମୁଣା NAC, ସୋରୋ, ମଡେଲ SKPS, ଇତ୍ୟାଦିରେ ହନୁମାନ ଜୟନ୍ତୀ ପାଳନ ଚାଲିଛି ଏବଂ ଭଦ୍ରକ ଏବଂ ମୟୂରଭଞ୍ଜ ଜିଲ୍ଲାରେ ହଜାର ହଜାର VHP, BJP ଏବଂ ହିନ୍ଦୁ ସମ୍ପ୍ରଦାୟ ସମର୍ଥକମାନେ ଅଂଶଗ୍ରହଣ କରୁଛନ୍ତି।ହନୁମାନ ଜୟନ୍ତୀର ଶାନ୍ତିପୂର୍ଣ୍ଣ…
Read More...

ଶ୍ରୀକ୍ଷେତ୍ରର ସଂସ୍କୃତି ଓ ପାରମ୍ପରିକ ସମରକଳାର ପ୍ରତୀକ ରୂପେ ପରିଚିତ ସାହିଯାତ

ପୁରୀ-: ଆଜିଠାରୁ ଶ୍ରୀକ୍ଷେତ୍ର ପୁରୀରେ ଆରମ୍ଭ ହେବ ପ୍ରସିଦ୍ଧ ସାହିଯାତ । ଭଗବାନ ଶ୍ରୀବିଷ୍ଣୁଙ୍କ ରାମବତାର ଲୀଳାର ଅଂଶ ହେଉଛି ସାହିଯାତ । ଶ୍ରୀକ୍ଷେତ୍ରର ସଂସ୍କୃତି ଓ ପାରମ୍ପରିକ ସମରକଳାର ପ୍ରତୀକ ରୂପେ ପରିଚିତ ସାହିଯାତ ।  ସାହିଯାତରେ ସମରକଳା, ଲୋକକଳ, ଲୋକନୃତ୍ୟ, ଲୋକଗୀତ ଓ…
Read More...

ପବିତ୍ର ଅଶୋକାଷ୍ଟମୀ ଅବସରରେ ଶ୍ରୀମନ୍ଦିରରେ ଶ୍ରୀରାମ ଜନ୍ମ ନୀତି

ବ୍ୟୁରୋ-: ପବିତ୍ର ଅଶୋକାଷ୍ଟମୀ ଅବସରରେ ଶ୍ରୀମନ୍ଦିରରେ ଠାକୁରଙ୍କ ସମ୍ପନ୍ନ ହୋଇଛିଭି ବିଶେଷ ଜେଉଡ ଭୋଗ  ନୀତି । ସନ୍ଧ୍ୟା ଆଳତି ବେଶରେ ଠାକୁରଙ୍କୁ ୬ମୂର୍ତ୍ତି ଅଳଙ୍କାର ଲାଗି କରାଯାଇଥିଲା । ସନ୍ଧ୍ୟା ଆଳତି ପରେ ଭିତରେ ପାଣିପଡ଼ି ଟେରା ବନ୍ଧା ହୋଇ ରୋଷରେ ସନ୍ଧ୍ୟାଧୂପ ଛେକ ଛାମୁକୁ…
Read More...

ଶ୍ରୀମନ୍ଦିରରେ ଶ୍ରୀରାମ ଜନ୍ମ ନୀତି, ୫ ଘଣ୍ଟା ବନ୍ଦ ରହିବ ଜାଗା ଦର୍ଶନ

ପୁରୀ: ଆସନ୍ତା କାଲି ଶ୍ରୀରାମ ନବମୀ ।ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଶ୍ରୀରାମ ଜନ୍ମ ନୀତି ଅନୁଷ୍ଠିତ ହେବ । ଏନେଇ ଶ୍ରମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁଯାୟୀ, ରବିବାର ଦିନ ଶ୍ରୀରାମ ନବମୀ । ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଶ୍ରୀରାମ ଜନ୍ମ…
Read More...

ପ୍ରସିଦ୍ଧ ଶୈବପୀଠ ଶ୍ରୀ ବଟେଶ୍ୱରଙ୍କ ପୀଠରେ ଅନୁଷ୍ଠିତ ହେବ ବିଶ୍ୱଶାନ୍ତି ମହାଯଜ୍ଞ

ବ୍ୟୁରୋ : ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଶୈବ ପିଠ ଶ୍ରୀ ବଟେଶ୍ୱରଙ୍କ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେବାକୁ ଯାଉଛି । ଏନେଇ ଚଳଚଞ୍ଚଳ ହୋଇଛି ବଟେଶ୍ୱରଙ୍କ ଶୈବ ପୀଠ । ବଡ଼ ଖଇରଖମା ପଞ୍ଚାୟତ ଅନ୍ତର୍ଗତ ପାଇକପଡା ଗ୍ରାମରେ ଅବସ୍ତିତ ବାବା ବଟେଶ୍ୱରଙ୍କ ଶୈବ ପୀଠ। ଆସନ୍ତା ଏପ୍ରିଲ…
Read More...

ଦାଣ୍ଡରେ ଗଡନ୍ତି ବୋଲି ସେମାନେ ହେଲେ ଦଣ୍ଡୁଆ

ବ୍ୟୁରୋ- ବସନ୍ତ ଋତୁର ଶେଷ ଓ ଗ୍ରୀଷ୍ମ ଋତୁର ଆଦ୍ୟରେ ଗଞ୍ଜାମ, ଗଜପତି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧାର ଆଦି ଜିଲ୍ଲାରେ ଦେଖିବାକୁ ମିଳିଥାଏ ଭକ୍ତିର ଏକ ବିରଳ ତଥା ଅନନ୍ୟ ପରମ୍ପରା ଦଣ୍ଡନାଚ । ତେରଦିନ, ଷୋହଳ, ଅଠର ଏବଂ ଏକୋଇଶି ଦିନ ପର୍ଯ୍ୟନ୍ତ ନିଷ୍ଠାର ସହିତ ବାଧାବିଘ୍ନକୁ ସମ୍ମୁଖୀନ ହୋଇ…
Read More...

ବିକାଶନଗର ଗ୍ରାମରେ ମଧୁ ଗଣେଶ ପୂଜା ପାଳିତ

ରାଇରଙ୍ଗପୁର  / ସତ୍ୟାନାରୟଣ ପାଲ:   ରାଇରଙ୍ଗପୁର ସହର ସନ୍ନିକଟ ବିକାଶ ନଗର ଗ୍ରାମରେ ମଧୁ ଗଣେଶ ପୂଜା ଆନନ୍ଦ ଉଲ୍ଲାସର ପୂଜାର୍ଚ୍ଚନା କରାଯାଇଛି । ଆକର୍ଷଣୀୟ ମୃଣ୍ମୟ ମୂର୍ତ୍ତି, ଆଲୋକ ସଜ୍ଜା,ପୁଷ୍ପ ସଜ୍ଜା  କରା ଯାଇଥିଲା ।  ବିଶିଷ୍ଟ ପୂଜକ ସପନ ଓତା ରୀତିନୀତି ଅନୁସାରେ ପୂଜାର୍ଚ୍ଚନା…
Read More...