Browsing Category
ପର୍ବ ପର୍ବାଣୀ
ଗୁଗୁଲ ପାଳିଲା ମହାକୁମ୍ଭ ମେଳା
ପ୍ରୟାଗରାଜରେ ଚାଲିଥିବା ମହାକୁମ୍ବ ମେଳାକୁ ନେଇ ଏବେ ପୁରା ବିଶ୍ୱରେ ଚର୍ଚ୍ଚା । ମହାପର୍ବକୁ ନେଇ ଏବେ ସମସ୍ତ ଭାରତୀୟ ବେଶ୍ ଉତ୍କଣ୍ଠିତ । ଏବେ ଏହି ମହାକୁମ୍ଭକୁ ନେଇ ଗୁଗୁଲ ମଧ୍ୟ ତାର ସର୍ଚ୍ଚ ପ୍ଲାଟଫର୍ମରେ ସ୍ୱତନ୍ତ୍ର ଫିଚର ଆରମ୍ବ କରି ଦେଇଛି। ଯେଉଁ ଉପଭୋକ୍ତାମାନେ ‘କୁମ୍ବ’, ‘ମହା…
Read More...
Read More...
ପ୍ରବଳ ଶୀତର ପ୍ରଭାବ ସହ ହୃଦରୋଗରେ ଜୀବନ ହରାଇଲେ ଶ୍ରଦ୍ଧାଳୁ
ବ୍ୟୁରୋ : ଶୀତର ପ୍ରଭାବରେ ତ୍ରାହି ତ୍ରାହି ଡାକୁଛନ୍ତି ଶ୍ରଦ୍ଧାଳୁ । ଜାନୁଆରୀ ୧୩ ତାରିଖରୁ ଉତ୍ତରପ୍ରଦେଶ ପ୍ରୟାଗରାଜରେ ଆରମ୍ଭ ହୋଇଛି ପ୍ରସିଦ୍ଧ ପୂର୍ଣ୍ଣ ମହାକୁମ୍ଭ ମେଳା । ସେଠାରେ ପ୍ରବଳ ଶୀତଲହରୀର ପ୍ରଭାବରେ ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ହଜାରରୁ ଉର୍ଦ୍ଧ୍ବ ଲୋକ ବେମାରରେ…
Read More...
Read More...
ବଡ଼ ବ୍ରାହ୍ମଣ ସାହି ଛକରେ କାର୍ତ୍ତିକେୟ ପୂଜା ଆରମ୍ଭ
ଗଜପତି / ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ବଡ଼ ବ୍ରାହ୍ମଣ ସାହି ଛକରେ କାର୍ତ୍ତିକେୟ ପୂଜା ଆରମ୍ଭ ହୋଇ ଯାଇଛି।ଏହି ପୂଜା ଦୀର୍ଘ 27 ବର୍ଷ ହେଲା ହୋଇ ଆସୁଛି।ଏହି ପୂଜା 11 ତାରିଖରୁ ଆରମ୍ଭ ହୋଇ 17 ତାରିଖ ପର୍ଯ୍ୟନ୍ତ ହେବ। ପ୍ରଭୂ…
Read More...
Read More...
ବଡ଼ଓଷାରେ ବଡସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର
କଟକ: ଆଜି କାର୍ତ୍ତିକ ମାସର ବଡ ପର୍ବ ବଡ଼ ଓଷା। ବଡ଼ଓଷାରେ ବଡସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର । ଆଜି ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀର ସନ୍ଧି କ୍ଷଣରେ ବାବା ଧବଳେଶ୍ୱରଙ୍କ ପାଖରେ ଲାଗି ହେବ ଗଜଭୋଗ ଓ ତରଣ। ବଡ଼ ଓଷା ତଥା କାର୍ତ୍ତିକ ବ୍ରତ କରିଥିବା ଭକ୍ତ ଓ ଶ୍ରଦ୍ଧାଳୁମାନେ…
Read More...
Read More...
୫ ଦିନ ପରିବର୍ତ୍ତେ ପଞ୍ଚୁକ ପଡୁଛି ୪ ଦିନ : ଶ୍ରୀଜିିଉଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରସ୍ତୁତି
ବ୍ୟୁରୋ : ଚଳିତ ଥର ନଭେମ୍ବର ୧୨ ତାରିଖରୁ ଆରମ୍ଭ ହେଉଛି ପଞ୍ଚୁକ ବ୍ରତ । ଧର୍ମମାସ ପାଇଁ ଶ୍ରୀକ୍ଷେତ୍ରରେ ଜମୁଛି ବ୍ରତଧାରୀଙ୍କ ଭିଡ । ଶ୍ରୀକ୍ଷେତ୍ରରେ ସୁରକ୍ଷା ସହ ଶୃଙ୍ଖଳିତ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା । ଦୀର୍ଘ ବର୍ଷ ପରେ ୫ ଦିନ ବଦଳରେ ୪ ଦିନ ପଡୁଛି ପଞ୍ଚୁକ ବ୍ରତ ।…
Read More...
Read More...
ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ମୋହନା (ତ୍ରିପତି ବିଷୋୟୀରତ୍ନ) : ବହୁବର୍ଷ ଧରି ଗଜପତି ଜିଲ୍ଲାର ଚାନ୍ଦିପୁଟ ଠାରେ ଥିବା ଅଧିଷ୍ଠାତ୍ରୀ ଦେବୀ ମା ବୁଢ଼ୀ ଠାକୁରାଣୀ ପୂଜା ପାଉଛନ୍ତି। କାହିଁ କେଉଁ ଆବାହମାନ କାଳରୁ ଅଞ୍ଚଳର ତଥା ଅଞ୍ଚଳ ବାହାରୁ ମା' ଙ୍କୁ ବିଶ୍ୱାସ ରଖି ମାନସିକ ଧାରୀ ଆସି ମାଆଙ୍କ ପୂଜାର୍ଚ୍ଚନା କରିଥାନ୍ତି।…
Read More...
Read More...
କାର୍ତ୍ତିକ କୃଷ୍ଣପକ୍ଷ ତ୍ରୟୋଦଶୀରେ ତଥା ଧନତେରାସ୍ ରେ କାହିଁକି କିଣନ୍ତି ପିତ୍ତଳ ?
ବ୍ୟୁରୋ : ଆଜି ପଡିଛି ଧନତେରାସ୍ ବା ଧନ ତ୍ରୟୋଦଶୀ। ସାଧାରଣତଃ କାର୍ତ୍ତିକ କୃଷ୍ଣପକ୍ଷ ତ୍ରୟୋଦଶୀରେ ଧନତେରାସ୍ ପାଳନ କରାଯାଏ। ଶାସ୍ତ୍ର ଅନୁସାରେ, ଭଗବାନ ଧନନ୍ତ୍ୱରୀ ଏହି ଦିନ ଜନ୍ମ ହୋଇଥିବା କାରଣରୁ ଆଜିର ଦିନଟି ଧନତେରାସ ପର୍ବ ଭାବରେ ପାଳନ କରାଯାଏ। ଏହି ଦିନ ବିଶେଷକରି, ଯମରାଜ,…
Read More...
Read More...
ହବିଷ୍ୟାଳୀଙ୍କ ଭକ୍ତି ସାମ୍ନାରେ ଫେଲ ମାରିଲେ ରାଜ୍ୟ ସରକାର
ପୁରୀ : କାର୍ତ୍ତିକ ମାସରେ ଧର୍ମ କରିବା ପାଇଁ ଶ୍ରୀକ୍ଷେତ୍ରରେ ପହଞ୍ଚିଥିବା ହବିଷ୍ୟାଳୀଙ୍କ ଅସନ୍ତୋଷକୁ ନେଇ ସାରା ରାଜ୍ୟରେ ଚହଳ। ଲୋକଙ୍କ ଆକ୍ରୋଶକୁ ଦେଖି ରାଜ୍ୟ ସରକାର ନୁଆଇଁଲେ ମୁଣ୍ଡ । ଘଟଣାସ୍ଥଳ ପୁରୀ ଜିଲ୍ଲାପାଳ ପହଞ୍ଚି ସମସ୍ତଙ୍କୁ ଥଇଥାନ କରିବାକୁ ନିର୍ଦ୍ଧେଶ ଦେଇଛନ୍ତି ।…
Read More...
Read More...
ବାଗଲପୁରରେ ପୂଜା ପାଉଛନ୍ତି ପୁରୀ ଗଜପତିଙ୍କ କନକଦୁର୍ଗା : ମା’ କନକ ଦୁର୍ଗା ମହୋତ୍ସବ -୨୦୨୪ ଉଦଯାପିତ
ବାଲିପାଟଣା ( ବିଦ୍ୟାଭୂଷଣ ଭୋଳ ): ବାଗଲପୁର ଗ୍ରାମବାସୀଙ୍କ ସମ୍ପୂର୍ଣ୍ଣ ସହଯୋଗ ଓ ଆଦର୍ଶ ୟୁଥ୍ ଫାଉଣ୍ଡେସନ ଟ୍ରଷ୍ଟର ସମସ୍ତ ସଦସ୍ୟଙ୍କ ସହାୟତାରେ ସ୍ଥାନୀୟ ମେଳଣ ପଡ଼ିଆରେ ଚଳିତ ୧୦ ତାରିଖରୁ ଆରମ୍ଭ ହୋଇଥିବା ଦ୍ୱିତୀୟ ମା' କନକଦୁର୍ଗା ମହୋତ୍ସବ -୨୦୨୪ ଗତକାଲି ଉଦଯାପିତ ହୋଇଯାଇଅଛି।…
Read More...
Read More...
ଆଜି ପୀଠରେ ଦଶହରା ପୂଜା ଓ ମଣ୍ଡପରେ ନବମୀ ପୂଜା
ଭୁବନେଶ୍ବର: ଧରା ଅବତରଣ କରିଛନ୍ତି ଜଗତଜନନୀ ମା’ଦୁର୍ଗା। ଏନେଇ ଚଳଚଞ୍ଚଳ ଗାଁଠୁ ସହର। ଶକ୍ତିପୀଠରେ ଆଜି ଦଶହରା ପୂଜା ଚାଲିଥିବା ବେଳେ ମଣ୍ଡପରେ ଆଜି ମାଆଙ୍କର ମହା ନବମୀ ପୂଜା । ମାଆଙ୍କ ଆବାହନରେ କମ୍ପୁଛି ପୂଜା ମଣ୍ଡପ । ଘଣ୍ଟଘଣ୍ଟା, ଶଙ୍ଖଧ୍ୱନି ଓ ବ୍ରାହ୍ମଣଙ୍କ ମନ୍ତ୍ରପାଠରେ…
Read More...
Read More...