Browsing Category

ପର୍ବ ପର୍ବାଣୀ

ସୋନପୁରରେ ଶ୍ରୀ ରାମ ଓ ହନୁମାନ ମନ୍ଦିରର ପ୍ରାଣ ପ୍ରତିଷ୍ଠା

ସୋନପୁର : ଆଜି ସୋନପୁର ସହର ରେ ଥିବା ଘୋଡାଘାଟ ପଡା ଠାରେ ଶ୍ରୀ ରାମଲୀଳା ମଣ୍ଡପ ପ୍ରତିଷ୍ଠା ଓ ଶ୍ରୀ ହନୁମାନଙ୍କ ପ୍ରାଣ ପ୍ରତିଷ୍ଠା ଉଚ୍ଛବ ପାଳିତ ହୋଇଛି। ସମାଜସେବୀ ଓ ସଭାପତି ଶ୍ରୀବଛ ମଲ୍ଲିକ ଙ୍କ ସାହାଯ୍ୟ ରେ ଆଜି ସକାଳୁ ମହିଳା ମାନଙ୍କ ଦ୍ୱାରା କଳସ ଯାତ୍ରା ଆରମ୍ଭ ହୋଇଛି ।…
Read More...

ହୋଲି ଦିନ କରନ୍ତୁ ଏହି କାମ : ଘରେ ବଢିବ ଧନସମ୍ପତ୍ତି

ଭୁବନେଶ୍ୱର: ରଙ୍ଗର ପର୍ବ ହୋଲି । ଯାହାକୁ ଗଣପର୍ବ ବୋଲି କୁହାଯାଏ । ଏହି ଦିନରେ ଲୋକମାନେ ଖୁବ ଆନନ୍ଦରେ ଉଭୟ ଉଭୟଙ୍କୁ ରଙ୍ଗ ବୋଳାବୋଳି ହୋଇଥାନ୍ତି । ଶତ୍ରୁତା ବି ବନ୍ଧୁତ୍ୱାରେ ପରିଣତ ହୋଇଥାଏ ହୋଲି ପର୍ବରେ । ହିନ୍ଦୁ ଧର୍ମରେ ହୋଲି ପର୍ବକୁ ନେଇ ରହିଛି ଅନେକ ମହତ୍ତ୍ୱ । ଅଧର୍ମ ଉପରେ…
Read More...

ଆଜି ଜାଗର

ଭୁବନେଶ୍ୱର: ଆଜି ହେଉଛି ମହାଦେବଙ୍କ ମହାଶିବରାତ୍ରୀ । ଏଥିପାଇଁ ଚଳଚଞ୍ଚଳ ସମସ୍ତ ଶୈବପୀଠ । ହିନ୍ଦୁଧର୍ମରେ ମହାଶିବରାତ୍ରୀକୁ ମହାଆଡମ୍ବରରେ ପାଳନ କରାଯାଇଥାଏ । ଶ୍ରଦ୍ଧାଳୁ ମାନେ ଜାଗରରେ ମହାଦୀପ ଉଠିବା ଯାଏ ଉପବାସ କରନ୍ତି । ଫାଲଗୁନ କୃଷ୍ଣ ଚତୁର୍ଦ୍ଦଶୀ ଦିନ ଶିବ ଲିଙ୍ଗ ଭାବେ ଆବିର୍ଭୃତ…
Read More...

ଆଜି ପ୍ରଥମାଷ୍ଟମି

(ବ୍ୟୁରୋ) : ଆମ ଓଡିଆ ପରମ୍ପରା  ନିଆରା । ଆଉ ଯାହାକୁ ନେଇ ଗର୍ବକରେ ଓଡିଆ । କୁହାଯାଏ ୧୨ ମାସରେ ୧୩ ପର୍ବ ପାଳନ ହୁଏ । ଆଜି ମାର୍ଗଶୀର ମାସ ଅଷ୍ଟମୀ, ଯାହାକୁ ପ୍ରଥମାଷ୍ଟମୀ ଭାବରେ ପାଳନ କରାଯାଉଛି । ବିଶେଷ ଭାବେ ଘରର ବଡ ମାନଙ୍କ ପାଇଁ ଏହି ପର୍ବଟି । ନୂଆ ଡ୍ରେସ ସାଙ୍ଗକୁ ପିଠାର ବାସ୍ନା…
Read More...

ମହାପ୍ରଭୁଙ୍କ ପାଇଁ ମାମୁଁ ଘରୁ ଆସିଛି ପୋଢୁଆଁ ଭାର

(ଜୟନ୍ତ କୁମାର ସେଠୀ / ଗୋପ) : ଆସନ୍ତାକାଲି ପ୍ରଥମାଷ୍ଟମୀ। ଶ୍ରୀମନ୍ଦିରରେ ପୋଢୁଆଁ ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ। ଏଥିପାଇଁ ମହାପ୍ରଭୁଙ୍କ ମାମୁଁ ଘର କଟକ ନିଆଳି ଶ୍ରୀମାଧବନନ୍ଦ ଜୀଉ ମନ୍ଦିରରୁ ଆସିଛି ପୋଢୁଆଁ ଭାର। ଏହି ଭାରରେ ଅରୁଆ ଚାଉଳ, ବିରି, ନଡିଆ, ଗୁଡ, ଡାଲି, ପାଚିଲା କଦଳୀ,…
Read More...

ଧୁମଧାମରେ ଚାଲିଛି ଗଜଲକ୍ଷ୍ମୀ ପୂଜା

(ସୋନପୁର / ଓମ ପ୍ରକାଶ ମିଶସ୍ର ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଳକ ର ବସଷ୍ଟାଣ୍ଡ ନିକଟରେ ୫୭ ତମ ଶ୍ରୀ ଶ୍ରୀ ଗଜଲକ୍ଷ୍ମୀ ପୂଜା ର ଆଜି ଦ୍ୱିତୀୟ ଦିନ । ଆଜି ସକାଳୁ କୋଭିଡ ନିୟମ ମାନି ପୂଜକ ମଧୁ ଚାନ୍ଦ ପୂଜାର୍ଚ୍ଚନା କରି ଆଳତୀ ଓ ପୁଷ୍ପାଞ୍ଜଳୀର କାର୍ୟ୍ୟକ୍ରମ ଅନୁଷ୍ଠିତ…
Read More...

ଚାଲିଛି ଗଜଲକ୍ଷ୍ମୀ ପୂଜା

(ବରି / ସତ୍ୟଜିତ ବାରିକ ) : ଯାଜପୁର ଜିଲ୍ଲା ବରୀରେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ପୂଜାମଣ୍ଡପରେ ମା ଲକ୍ଷ୍ମୀଙ୍କ ପୂଜା ଚାଲିଛି ସେହିପରି ବରୀ ମାଉଣ୍ଟ ଠାରେ ଥିବା ମହାନ୍ତି ସାହିରେ ମା ଙ୍କ ପୂଜା ବହୁ ଆଡ଼ମ୍ବନରେ ପାଳିତ ହୁଏ ହେଲେ ମହାମାରୀ କରୋନା ପାଈଁ ଚଳିତ ବର୍ଷ…
Read More...

ବିମଳାଙ୍କ ପୀଠରେ ହେବ ଷୋଡ଼ଶ ଦିନାତ୍ମକ ପୂଜା

ପୁରୀ: ଆଜିଠୁ ଜଗନ୍ନାଥ ଧାମ ପୁରୀର ଅଧିଷ୍ଠାତ୍ରୀ ଦେବୀ ମା ବିମଳାଙ୍କ ପୀଠରେ ଆରମ୍ଭ ହେଉଛି ଷୋଡ଼ଶ ଦିନାତ୍ମକ ପୂଜା । ଏହି ଅବସରରେ ଗଜପତିଙ୍କ ଶ୍ରନଅରରେ ଶ୍ରୋତ୍ରୀୟ ବ୍ରାହ୍ମଣଙ୍କୁ ବରଣ କରାଯାଇ ରାଜଗୁରୁ ପୁରୋହିତଙ୍କୁ ପ୍ରଦାନ କରାଯିବ ଗଜପତିଙ୍କ ଶ୍ରୀହସ୍ତ ଛୁଆଁ ଗୁଆ ଏବଂ ନଡ଼ିଆ । ଏହାପରେ…
Read More...

ନିରାଡମ୍ବର ସହ ପାଳନ ହେଲା ଖୁଦୁରୁକୁଣୀ ଓଷା

(ରିପୋର୍ଟର / କଳ୍ପତରୁ ଜେନା) ; ଖୁଦୁରୁକୁଣି ଓଷା ପାଇଁ ଢେଙ୍କାନାଳ ଜିଲ୍ଲା ଭୁବନର ସୁରପ୍ରତାପପୁର ଗାଁ ବେସ ପ୍ରସିସଦ୍ଧ। ପ୍ରତିବର୍ଷ ସୁରପ୍ରତାପପୁର ରେ ୧୩ ସାହିରେ ପ୍ରାୟ ପଚାରୁ ଉର୍ଦ୍ଧ ଖୁଦୁରୁକୁଣୀ ଓଷା ପାଇଁ ମେଢ଼ ହୁଏ ।ପ୍ରତ୍ୟେକ ମେଢ଼ ,ମଣ୍ଡପ ଓ ସାଜସଜ୍ଜାରେ ଲକ୍ଷାଧିକ ଟଙ୍କା…
Read More...

ଶିଳ୍ପିମାନଙ୍କ କୂଳଦେବତାଙ୍କ ଆଜି ପୂଜା

(ରିପୋଟର୍ସ ଟୁଡେ) ; ଆଜି ହେଉଛି ବିଶ୍ୱକର୍ମାଙ୍କ ପୂଜା । ଦେବଶିଳ୍ପିଙ୍କ ପୂଜାକୁ ନେଇ ଓଡିଶା ଆଜି ଚଳଚଞ୍ଚଳ । ଓଡିଶାର ପୂରପଲ୍ଲିରେ ଏହି ପୂଜାର ଆନନ୍ଦ ଦେଖିବାକୁ ମିଳେ । କିିନ୍ତୁ କୋଭିଡ ପାଇଁ ଧୁମ୍ ଧାମରେ ହୋଇପାରୁନି ପୂଜା । ଗତ ବର୍ଷ ଭଳି ଚଳିିତ ବର୍ଷ ମଧ୍ୟ କୋଭିଡ କଟକଣା ମଧ୍ୟରେ…
Read More...