Browsing Category
ପର୍ବ ପର୍ବାଣୀ
ଦେଖ ଝୁଲିଝୁଲି ଆସୁଛି ମୋ କାଳିଆ ସାଆନ୍ତ
ପୁରୀ:କି ଅପୂର୍ବ ଦୃଶ୍ୟ ଜୟ ଜଗନ୍ନାଥ ,ଜୟ ଜଗନ୍ନାଥ ଆଜି ଭାବମୟ ହୋଇଗଲାଣି ସାରା ପୃଥିବୀ । ରତ୍ନ ବେଦୀରୁ ବଡଦାଣ୍ଡକୁ ଝୁଲିଝୁଲି ଆସୁଛନ୍ତି କାଳିଆ ସାଆନ୍ତ । ଦର୍ଶନ ଦେବେ ତାଙ୍କ ଭକ୍ତମାନଙ୍କୁ । ଲୀଳାମୟ ଶ୍ରୀଜଗନ୍ନାଥ ପତିତଜନଙ୍କୁ ଉଦ୍ଧରିବା ପାଇଁ ରଥାରୁଢ଼ ହୋଇ ବଡଦାଣ୍ଡରେ ଭକ୍ତଙ୍କ…
Read More...
Read More...
ଆଜି ପବିତ୍ର ଘୋଷଯାତ୍ରା,ଭକ୍ତ ଓ ଭଗବାନଙ୍କ ମ଼ିଳନ
ପୁରୀ: ଆଜି ପବିତ୍ର ଘୋଷଯାତ୍ରା । ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । କରୋନା ମହାମାରୀ ପରେ ଦୁଇ ବର୍ଷ ପରେ ବଡ଼ଦାଣ୍ଡରେ ହେବ ଭକ୍ତ ଭଗବାନଙ୍କ ମିଳନ ।ସିଂହଦ୍ୱାର ଆଗରେ ଶ୍ରୀଜିଉଙ୍କ ଅପେକ୍ଷାରେ ରହିଛନ୍ତି ତିନି ରଥ, ପଥ ଓ ଭକ୍ତ। ଅନ୍ତ ହେବାକୁ ଯାଉଛି ଭକ୍ତଙ୍କ…
Read More...
Read More...
ସ୍ୟାଣ୍ଡ ଆନିମେସନରେ ରଥଯାତ୍ରା ଶୁଭେଚ୍ଛା
ପୁରୀ(ଜୟନ୍ତ କୁମାର ସେଠୀ):ଚଳିତ ରଥଯାତ୍ରା ଉପଲକ୍ଷେ ୧ମିନଟ ୩୨ ସେକେଣ୍ଡର ସ୍ୟାଣ୍ଡ ଆନିମେସନ ଭିଡ଼ିଓ ପ୍ରସ୍ତୁତ କରିଛନ୍ତି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ |ଏହି ଭିଡ଼ିଓରେ ସ୍ୟାଣ୍ଡ ଆନିମେସନକୁ ସମ୍ପୂର୍ଣ ଭାବରେ ଆନିମେଟଡ଼ କରାଯାଇଛି | ଏଥିରେ ଜଗତରନାଥ ଜଗନ୍ନାଥଙ୍କ ବଡ…
Read More...
Read More...
ସୁସ୍ଥ ହେଉଛନ୍ତି ମହାପ୍ରଭୁ
ପୁରୀ:ପାଖେଇ ଆସିଲାଣି ବଡଠାକୁରଙ୍କ ଯାତରା , ଅପେକ୍ଷାରେ ଭକ୍ତ ହେଲେ ଧିରେ ଧିରେ ଔଷଧି ଓ ଚେରମୂଳି ଖାଇ ଅଣସର ଘରେ ସୁସ୍ଥ ହେଉଛନ୍ତି ଶ୍ରୀଜିଉ । ଗତକାଲି ଚକାବିଜେ ପରେ ଦଶମୂଳ ନୀତି ଲାଗି କରାଯାଇଛି । ଆଜି ଅଣସରର ଏକାଦଶୀ ତିଥରେ ଦଇତାପତି ସେବକମାନେ ମହାପ୍ରଭୁଙ୍କୁ ଲାଗିକରିବେ ଖଳି ।…
Read More...
Read More...
ଜ୍ୱରରେ ଅଛନ୍ତି ମହାପ୍ରଭୁ,ମାଲିସ ହେବ ଫୁଲୁରିତେଲ
ପୁରୀ:ଦେବ ସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ଜଳରେ ସ୍ନାନ କରି ଅଣସର ଘରେ ଜ୍ୱରରେ ପୀଡ଼ିତ ଅଛନ୍ତି ଚତୁର୍ଦ୍ଧାମୂର୍ତ୍ତୀ । ଆଜି ଆଷାଢ଼ କୃଷ୍ପ ପଞ୍ଚମୀ ତିଥିରେ ମହାପ୍ରଭୁଙ୍କୁ ଲାଗି ହେବ ଫୁଲୁରୀ ତେଲ । ଅଣସର ଗୃହରେ କ୍ଷୀଣ ଆଲୋକରେ ଦଇତାପତି ଓ ପତି ମହାପାତ୍ର ସେବକଙ୍କ ଦ୍ୱାରା ଗୁପ୍ତସେବା…
Read More...
Read More...
ପହିଲି ରଜରେ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ
ଭୁବନେଶ୍ବର: ଓଡ଼ିଶାର ଗଣପର୍ବ ରଜରେ ରାଜ୍ୟବାସୀଙ୍କୁ ଟ୍ବିଟର ଜରିଆରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ଓ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ପହିଲି ରଜରେ ପ୍ରଥମେ ଜଣାଇଲେ ଶୁଭେଚ୍ଛା । ଓଡ଼ିଶା ସଂସ୍କୃତି ଓ ପରମ୍ପରାର ପ୍ରତୀକ ।ଏହି ପର୍ବ ସମାଜରେ ଆନନ୍ଦ,ଉତ୍ସାହ ଓ…
Read More...
Read More...
ପ୍ରଥମ ଥର ପାଇଁ ଆରମ୍ଭ ହେବାକୁ ଯାଉଛି ଆଦିବାସୀ ମେଳା ;କଟକ
କଟକ: କଟକରେ ପ୍ରଥମଥର ପାଇଁ ଆରମ୍ଭ ହେବାକୁ ଯାଉଛି ଆଦିବାସୀ ମେଳା। ଉପର ବାଲିଯାତ୍ରା ପଡ଼ିଆ ଠାରେ ଆସନ୍ତା ୨୦ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୧ ଦିନ ଧରି ସାମାଜିକ ସଂଗଠନ ସା-ପରିଚୟ ଫାଉଣ୍ଡେସନ ପକ୍ଷରୁ ଆଦିବାସୀ ମେଳା ଅନୁଷ୍ଠିତ ହେବ ବୋଲି ଆୟୋଜିତ ଏକ ସାମ୍ବାଦିକ…
Read More...
Read More...
ରଥଯାତ୍ରା ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ
ବ୍ୟୁରୋ : ଚଳିତ ବର୍ଷ ରଥଯାତ୍ରା ନିମନ୍ତେ ପୁରୀଠାରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଛି ଏକ ବୈଠକ । ଏଥିରେ ଶ୍ରୀ ମନ୍ଦିର ପ୍ରଶାସନ, ପରିଚାଳନା କମିଟି, ପରିମଳ, ରେଳ, ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ମାନେ ଯୋଗ ଦେଇ ରଥଯାତ୍ରା ନିମନ୍ତେ ପ୍ରସ୍ତୁତ କରୁଥିଲେ…
Read More...
Read More...
ଲଙ୍ଗଳ ଧରିଲେ ବିଧାୟିକା
ବ୍ୟୁରୋ : ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା । ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତିଥିରେ ଏହି ପର୍ବ ପାଳନ କରାଯାଏ । ଚଳଚଞ୍ଚଳ ହୋଇ ଉଠିଛି ଚଷା ପୁଅ ଘର । ଆଜିର ଦିନରେ ଚଷା ପୁଅ ଅଖୀମୁଠି ଅନୁକୂଳ କରି ବର୍ଷର ପ୍ରଥମ ଚାଷ କାମ ଆରମ୍ଭ କରିଥାଏ । ଯନ୍ତ୍ରପାତି ଯୁଗରେ ମଧ୍ୟ କୃଷକଟି ମୁଖ୍ୟତ…
Read More...
Read More...
ବେଣାପୁରା ଠାରେ ସରକାରୀ କଲ୍ୟାଣ ମଣ୍ଡପ ଉଦଘାଟିତ
ଜଳେଶ୍ଵର / ଅଜିତ କୁମାର ସାହୁ : ବସ୍ତା ବ୍ଲକ ସନ୍ତୋଷପୁର ପଞ୍ଚାୟତର ବାରୁଣୀ ପଡିଆ ନିକଟରେ ସରକାରୀ କଲ୍ୟାଣ ମଣ୍ଡପର ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସନ୍ତୋଷପୁର ପଞ୍ଚାୟତର ସରପଞ୍ଚ ସଂଗ୍ରାମ କୁମାର ଦାସ ମହାପାତ୍ର ଉକ୍ତ କାର୍ୟ୍ୟକ୍ରମକୁ ଅଧ୍ୟକ୍ଷତା କରୁଥିବା ବେଳେ, ଜଳେଶ୍ଵର ବିଧାୟକ…
Read More...
Read More...