Browsing Category

ପର୍ବ ପର୍ବାଣୀ

ଆଜି ଅଧରପଣା ନୀତି

ପୁରୀ: ସରିଯାଇଛି ମହାବାହୁଙ୍କ ବାହୁଡ଼ାଯାତ୍ରା ଓ ସୁନାବେଶ ଜ୍ଝସୁନାବେଶ ଦେଖିବାକୁ ବେଶ ଚଳଚଂଚଳ ଥିଲା ପୁରୀ ସହର ଜ୍ଝଭକ୍ତ ଓ ଭକ୍ତିରେ ପ୍ରକମ୍ପିତ ହୋଇଥିଲା ବଡଦାଣ୍ଡ ଜ୍ଝଆଜି ରଥଉପରେ ଆଜି ରଥ ଉପରେ ଅନୁଷ୍ଠିତ ହେବ ଅଧରପଣା ନୀତି । ମଧ୍ୟାହ୍ନ ଧୂପ ଶେଷ ହେବାପରେ ଓ ସନ୍ଧ୍ୟା ଆଳତି ପୂର୍ବରୁ…
Read More...

ସରିଲା ଜନ୍ମବେଦୀରେ ଲୀଳାଖେଳା: ରଥାରୁଢ଼ ହେଲେ ଚତୁର୍ଦ୍ଧା ମୂରତି

ପୁରୀ: ଆଜି ମହାପ୍ରଭୁଙ୍କର ପବିତ୍ର ବାହୁଡ଼ା ଯାତ୍ରା । ୯ଦିନର ଲୀଳା ଖେଳା ସାରି ଜନ୍ମବେଦୀରୁ ରତ୍ନବେଦିକୁ ବାହୁଡ଼ିବେ ଚତୁର୍ଦ୍ଧା ମୂରତି। ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କୁ ମା ସୁଭଦ୍ରାଙ୍କ ‘ଦେବଦଳନ’ ରଥରେ ସ୍ଥାପନା କରିବା ପରେ ବଡ଼ଠାକୁର ଶ୍ରୀ ବଳଦେବଙ୍କୁ ପହଣ୍ଡିରେ ଗୁଣ୍ଡିଚା ମନ୍ଦିରରୁ…
Read More...

ଆଜି ପବିତ୍ର ବାହୁଡା ଯାତ୍ରା

ସରିଲା ଜନ୍ମବେଦୀରେ ଲୀଲାଖେଳା । ମହାବାହୁ ଆଡପ ମଣ୍ଡପରୁ ବାହୁଡିଯିବେ ଶ୍ରୀମନ୍ଦିରକୁ । ଭୋର ୪ଟାରେ ନୀତିକାନ୍ତି ଆରମ୍ଭ ହୋଇଥିବା ବେଳେ ମଧ୍ୟାହ୍ନ ୧୨ଟାରୁ ସାଢେ ୨ଟା ମଧ୍ୟରେ ହେବ ବାହୁଡା ପହଣ୍ଡି । ଦିନ ଗୋଟାଏ ସାଢେ ୨ଟା ମଧ୍ୟରେ ଶେଷ ହେବ ବେଶ । ପରେ ଅପରାହ୍ନ ସାଢେ ୨ଟାରୁ ୩ଟା…
Read More...

କାଲି ରଥକାଠ ଭାଙ୍ଗିଲେ ମହାଲକ୍ଷ୍ମୀ ,ଆଜି ରଥହେବ ଦକ୍ଷିଣମୋଡ

ପୁରୀ: ଗତକାଲି ଥିଲା ପବିତ୍ର ହେରା ପଞ୍ଚମୀ ନୀତି ।ଏହି ରାଗ ଜର୍ଜରିତ ମା ମହାଲକ୍ଷ୍ମୀ ପାଲିଙ୍କିରେ ବିଜେ କରି ପହଂଚିଥିଲେ ଗୁଣ୍ଡିଚା ମନ୍ଦିରରେ । ଏହାପରେ ରଥ ସମ୍ମୁଖରେ ମା’ ପହଞ୍ଚିବା ପରେ ରଥ କାଠ ଭାଙ୍ଗିଥିଲେ । ପରେ ପତି ମହାପାତ୍ରଙ୍କ ଦ୍ୱାରା ବନ୍ଦାପନା, ଚାମର ଆଲଟ, ଦହି ପଟି ମଣୋହି…
Read More...

ଲିଙ୍ଗରାଜ ମନ୍ଦିରରେ ପଶିଲା ପାଣି 

ଭୁବନେଶ୍ୱର: ବର୍ଷାରେ ବେହାଲ ରାଜଧାନୀ ଭୁବନେଶ୍ୱର । ରାଜଧାନୀରେ ଗତକାଲି ରାତିରୁ ବର୍ଷା ହେବା ଫଳରେ ଲିଙ୍ଗରାଜ ମନ୍ଦିରର ପରିସର ଜଳାର୍ଣ୍ଣବ ହୋଇଯାଇଛି। ମନ୍ଦିରର ବାଇଶି ପାହାଚରୁ ସିଂହଦ୍ୱାର ଯାଏଁ  ପାଣି ଜମି ରହିଥିବାରୁ ସେବାୟତ ଏବଂ ଶ୍ରଦ୍ଧାଳୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ବର୍ଷା…
Read More...

ଆଜି ପବିତ୍ର ହେରା ପଞ୍ଚମୀ

ପୁରୀ: ଆଜି ପବିତ୍ର ହେରା ପଞ୍ଚମୀ । ଅଭିମାନିନୀ ମା ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ଗୁଣ୍ତିଚା ମନ୍ଦିର ଆସି ମହାପ୍ରଭୁଙ୍କ ରଥ ଭାଙ୍ଗିବେ। ସେପଟେ ମହାଲକ୍ଷ୍ମୀଙ୍କ ଆଗମନ ପୂର୍ବରୁ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହୋଇଛି।ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଭାଙ୍ଗିବେ ରାଗ ଜର୍ଜରିତ ମାଆ…
Read More...

ଭକ୍ତଙ୍କୁ ଦର୍ଶନ ଦେଲେ ତିନି ଠାକୁର

କେନ୍ଦ୍ରାପଡା (ସଞ୍ଜୟ ବାରିକ ) କରୋନା ମହାମାରୀକୁ ନେଇ ଦୀର୍ଘ ୨ବର୍ଷ ହୋଇଯିବ ଜଗନ୍ନାଥଙ୍କ ରଥଯାତ୍ରା ବନ୍ଦଥିଲା | ଭକ୍ତ ଆଉ ଭଗବାନ ମିଳନର ଦିନ ଆସିଛି| କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇର ବାକତ୍ରପୁର ନିକଟରେ ଦୀର୍ଘ ଦୁଇ ବର୍ଷ ପରେ ରଥଯାତ୍ରା ଧୁମଧାମରେ ପାଳିତ ହୋଇଛି |ଏହି ରଥଯାତ୍ରା…
Read More...

କଥା ଦେଇଥିଲି ମାକୁ ବୁଲି ମୁଁ ଆସିଛି ଗାଁକୁ

ପୁରୀ: ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ମାଉସୀମା ଘରେ ପହଂଚିଛନ୍ତି କାଳିଆ ସାଆନ୍ତ ।ଶରଧା ବାଲି ଉପରେ ଥୁଆ ହୋଇଛି ତିନି ରଥ । ରଥାରୁଢ ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାବାହୁ ।ଆଜି ରଥାରୁଢ ଚତୁର୍ଦ୍ଧା ମୂରତିଙ୍କର ହେବ ଆଡ଼ପ ମଣ୍ଡପ ବିଜେ ନୀତି ।ଆଡ଼ପମଣ୍ଡପ ବିଜେ କରି ଜନ୍ମବେଦୀରେ ତିନି…
Read More...

ରଥ ଟାଣିଲେ ମୁଖ୍ୟମନ୍ତ୍ରୀ

ପୁରୀ:  ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ବର୍ଷକୁ ଥରୁଟିଏ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବାକୁ ଶ୍ରୀମନ୍ଦିର ବାହାରକୁ ଚାଲି ଆସିଛନ୍ତି ତିନି ଠାକୁର । ଦୁଇ ବର୍ଷ ପରେ ରଥଯାତ୍ରା ଦେଖିବାକୁ ଭକ୍ତଙ୍କୁ ଅନୁମତି ମିଳୁଥିବାରୁ ଜନସମୁଦ୍ରରେ ପରିଣତ ହୋଇଛି ବଡ଼ଦାଣ୍ଡ । ଆଜି ପୁରୀ ଗସ୍ତରେ ଯାଇ…
Read More...

ଚାଲିଛି ଛେରା ପହଁରା

ପୁରୀ: ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ବର୍ଷକୁ ଥରୁଟିଏ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବାକୁ ଶ୍ରୀମନ୍ଦିର ବାହାରକୁ ଚାଲି ଆସିଛନ୍ତି ତିନି ଠାକୁର ।ନିଳାଦ୍ରୀକନ୍ଦରରୁ ଦୁଇ ଭାଇ ବାହାରିଲା ପରେ ଭଉଣୀ ସୁଭଦ୍ରା ମଧ୍ୟ ହସି ହସି ରଥ ଉପରକୁ ଚଢି ଯାଇଛନ୍ତି ଜଗନ୍ନାଥଙ୍କ ଆଦ୍ୟ ସେବକ ଠାକୁର ରାଜା…
Read More...