Browsing Category

ଵାଣିଜ୍ୟ

ବନ୍ଦ ହେବନି ବିଏସଏନଏଲ

(ସରୋଜ କୁମାର ରାଉତ/ ରିପୋଟର୍ସ ଟୁଡେ): ଆର୍ଥିକ ସଙ୍କଟ ଯୋଗୁଁ ସରକାରୀ ଟେଲିକମ୍ ସଂସ୍ଥା ବିଏସ୍ଏନ୍ଏଲ୍ ବନ୍ଦ ହୋଇଯିବ ବୋଲି କେତେକ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମର ଖବରକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି ବିଏସ୍ଏନ୍ଏଲ୍ ଓଡ଼ିଶା ଶାଖାର…
Read More...

ଜିଓ ମାଗଣା ଅଫରରେ ଝଟକା

(ଶୁଭସ୍ମିତା ଦାଶ / ରିପୋର୍ଟସ ଟୁଡ଼େ): ରିଲାଏନ୍ସ ଜିଓ ଗ୍ରାହାକଙ୍କ ଠାରୁ କଲିଂ ଚାର୍ଜ ନେବା ପାଇଁ ବୁଧବାର ଦିନ ଘୋଷଣା କରିଛି । ଜିଓର ଗ୍ରାହାକମାନଙ୍କୁ ଜିଓ ନେଟୱର୍କ ଛାଡି ଅନ୍ୟ ଯେକୌଣସି ନେଟୱାର୍କକୁ ଭଏସ କଲ ପାଇଁ ପ୍ରତି ମିନିଟ ପିଛା ୬ ପାଇସା ଦେବାକୁ ପଡିବ, କିନ୍ତୁ ସମାନ ଟଙ୍କାର…
Read More...

ମହିଳା ସଂସ୍ଥାପକ ଥିବା କମ୍ପାନୀକୁ ଅଧିକ ଫଣ୍ଡ ମିଳିଥାଏ

(ଶିଳାସ୍ମିତା ରାୟ) ଭୁବନେଶ୍ୱର: କୌଣସି କମ୍ପାନୀ ଆରମ୍ଭ ହେବା ପରେ ଫଣ୍ଡ ଯୋଗାଡ ସବୁଠାରୁ ବଡ ଚ୍ୟାଲେଞ୍ଜ ହୋଇଥାଏ । ନିକଟରେ ଏକ ଅଧ୍ୟୟନ ଅନୁଯାୟୀ ଯେଉଁ ଷ୍ଟାର୍ଟଅପର ସଂସ୍ଥାପକଙ୍କ ମଧ୍ୟରେ ଜଣେ ମହିଳା ରହିଥାନ୍ତି, ତାକୁ କେବଳ ପୁରୁଷ ସଂସ୍ଥାପକ ଥିବା ଷ୍ଟାର୍ଟଅପକୁ ଅଧିକ ଫଣ୍ଡିଂ ମିଳିଥାଏ…
Read More...

ପିଏମସି ଗ୍ରାହକଙ୍କୁ ପେଟିଏମ ଯୋଗାଇବନି ସେବା

(ରିପୋଟର୍ସ ଟୁଡେ,ନୁଆଦିଲ୍ଲୀ): ପଞ୍ଜାବ ଆଣ୍ଡ ମହାରାଷ୍ଟ୍ର କୋଅପରେଟିଭ(ପିଏମସି)ବ୍ୟାଙ୍କ ଗ୍ରାହକଙ୍କୁ ଝଟକା ଦେଇଛି ଦେଶର ପ୍ରମୁଖ ମୋବାଇଲ ୱାଲେଟ ସଂସ୍ଥା ପେଟିଏମ । ପିଏମସି ଗ୍ରାାହକଙ୍କ ଉପରେ ଆରବିଆଇ କଟକଣା ଲଗାଇଥିବାରୁ ପେଟିଏମ ଏବେ ସେବା ପ୍ରଦାନ କରିବାକୁ ଅନିଚ୍ଛା ପ୍ରକାଶ କରିଛି ।…
Read More...

ଗାଡି ବଜାରରେ ସୁଧାରର ସଙ୍କେତ

(ସରୋଜ କୁମାର ରାଉତ/ରିପୋଟର୍ସ ଟୁଡେ): ଗାଡ଼ି ବଜାରରେ ସୁଧାରର ସଙ୍କେତ ଦେଖିବାକୁ ମିଳିଛି। ଅନେକ ମାସ ପର୍ୟ୍ୟନ୍ତ ଗାଡ଼ି ବିକ୍ରି ହ୍ରାସ ପାଇବା ପରେ ସେପ୍ଟେମ୍ବରରେ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି। ଗତ ଅଗଷ୍ଟ ତୁଳନାରେ ସେପ୍ଟେମ୍ବରରେ ଅଧିକ ଗାଡ଼ି ବିକ୍ରି ହୋଇଛି। ପ୍ରାୟ ସବୁ ପ୍ରମୁଖ…
Read More...

ରେପୋ ସହ ଯୋଡି ହେଲା ଋଣ ସୁଧ

(ସରୋଜ କୁମାର ରାଉତ/ରିପୋଟର୍ସ ଟୁଡେ): ଦେଶର ପ୍ରମୁଖ ବ୍ୟାଙ୍କଗୁଡ଼ିକ ନିଜର ଋଣ ସୁଧକୁ ଭାରତୀୟ ରିଜର୍ଭ ବ୍ୟାଙ୍କର ରେପୋ ହାର ସହ ଯୋଡ଼ିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ବରୋଦା, ଓରିଏଣ୍ଟାଲ୍ ବ୍ୟାଙ୍କ ଅଫ୍ କମର୍ସ, ୟୁନିଅନ୍ ବ୍ୟାଙ୍କ ଅଫ୍…
Read More...

ସରକାରୀ ପଦକ୍ଷେପ ସୁଧାରି ପାରୁନି ଅଟୋମୋବାଇଲ ଶିଳ୍ପ

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ମାନ୍ଦାବସ୍ଥା ଦେଇ ଗତିକରୁଥିବା ଦେଶର ଅଟୋମୋବାଇଲ ଶିଳ୍ପରେ ସୁଧାର ଆଣିବା ଲକ୍ଷ୍ୟରେ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି । କିନ୍ତୁ ଏହା ଏହି ଶିଳ୍ପକୁ ସୁଧାରିବାରେ ଅକ୍ଷମ ହୋଇଛି । ଭାରତର ନମ୍ବର ୧ କାର କମ୍ପାନୀ ମାରୁତି ସୁଜୁକିର ବିକ୍ରି ଗତ ମାସରେ…
Read More...

ପରିବର୍ତ୍ତିତ ନିୟମରେ ସାମାନ୍ୟ ସତର୍କତା କ୍ଷତିରୁ ବଞ୍ଚାଇବ

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ୧ ଅକ୍ଟୋବରରୁ ଭାରତରେ ଅନେକ ବଡ ପରିବର୍ତ୍ତନ ହୋଇଛି । ଯେଉଁ ପରିବର୍ତ୍ତନ ସାଧାରଣ ଜୀବନ ଉପରେ ପ୍ରଭାବ ପକାଇବ । ଏହି ନିୟମରେ ଅନେକ ଲାଭ ମିଳିବାକୁ ଥିବା ବେଳେ କେତେକ ଦିଗ ପ୍ରତି ଧ୍ୟାନ ନ ଦେଲେ ଭାରି କ୍ଷତି ସହିବାକୁ ହେବ । ଆଜିଠାରୁ ରୋଷେଇ ଗ୍ୟାସ…
Read More...

୧ ଅକ୍ଟୋବରରୁ ଏସବିଆଇର ୬ଟି ନିୟମରେ ପରିବର୍ତ୍ତନ

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ୧ ଅକ୍ଟୋବର ୨୦୧୯ରୁ ଏସବିଆଇର ଲୋନ, ଚେକ ବୁକ, ଏଟିଏମ, ମିନିମମ ବାଲାନ୍ସ, ଆରଟିଜିଏସ ଓ ଏନଇଏଫଟି ସହିତ ୬ଟି ନିୟମରେ ପରିବର୍ତ୍ତନ ହେବ । ଏସବିଆଇ ଚେକ ମାଧ୍ୟମରେ ନେଣଦେଣକୁ ମହଙ୍ଗା କରିଦେଇଛି । ବ୍ୟାଙ୍କ ସେବା ଶୁଳ୍କର ନୂଆ ସୂଚି ଜାରି କରିଛି । ଏହା…
Read More...

ବଦଳିଲା ବ୍ୟାଙ୍କ ଖୋଲିବା ସମୟ

(ଅନୁସ୍ୱୟା)ଭୁବନେଶ୍ୱର: ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଖୁସି ଖବର । ଗ୍ରାହକଙ୍କ ସୁବିଧା ପାଇଁ ବ୍ୟାଙ୍କ କାର୍ଯ୍ୟ  ସମୟରେ ପରିବର୍ତ୍ତନ ହୋଇଛି ।ଏଣିକି ଗ୍ରାହକଙ୍କ ପାଇଁ ବ୍ୟାଙ୍କ କାର୍ଯ୍ୟ  ଅବଧି ସକାଳ ୧୦ଟାରୁ ଅପରାହ୍ନ ୪ଟା ଯାଏଁ ରହିବାକୁ ନିଷ୍ପତି ହୋଇଛି । ଏନେଇ ୟୁକୋ ବ୍ୟାଙ୍କ ଅଧ୍ୟକ୍ଷ…
Read More...