Browsing Category

ଵାଣିଜ୍ୟ

ବନ୍ଧନ ବ୍ୟାଙ୍କ ଉପରେ ଆରବିଆଇ ଲାଗୁ କଲା ୧ କୋଟି ଟଙ୍କା ଜରିମାନା

(ରିପୋଟର୍ସ ଟୁଡେ,ନୂଆଦିଲ୍ଲୀ): ବନ୍ଧନ ବ୍ୟାଙ୍କ ଉପରେ ଏକ କୋଟି ଟଙ୍କାର ଜରିମାନା ଲାଗୁ କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ଲାଇସେନ୍ସ ନିୟମକୁ ସମ୍ପୁର୍ଣ୍ଣ ଭାବେ ପାଳନ ନ କରିବାରୁ ବନ୍ଧନ ବ୍ୟାଙ୍କ ବିରୋଧରେ ମଙ୍ଗଳବାର ଦିନ ଏହି ପଦକ୍ଷେପ ନିଆଯାଇଛି । ବନ୍ଧନ ବ୍ୟାଙ୍କ ନିର୍ଦ୍ଧାରିତ ସମୟରେ…
Read More...

ସୁଧ ହାର ହ୍ରାସକୁ ନେଇ ଏସବିଆଇ ଗ୍ରାହକ ଅସନ୍ତୁଷ୍ଟ

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଭାରତୀୟ ଷ୍ଟେଟବ୍ୟାଙ୍କ ଆସନ୍ତା ନଭେମ୍ବର ୧ ତାରିଖରୁ ଗ୍ରାହକଙ୍କର ଉଭୟ ଚଳନ୍ତି ଓ ମିଆଦ ଜମା ରାଶି ଉପରେ ସୁଧ ହାର କମାଇବାକୁ ନିର୍ଣ୍ଣୟ କରିଛି । ବ୍ୟାଙ୍କ ଉପରେ ଆର୍ଥିକ ବୋଝ ବଢିବା କାରଣରୁ ଏହି ନିଷ୍ପତ୍ତି ନିଆଯାଇଛି । ଏହି ନିଷ୍ପତ୍ତିକୁ ନେଇ…
Read More...

ମାନ୍ଦାବସ୍ଥା ମଧ୍ୟରେ ଭାରତର ଉନ୍ନତି

(ସରୋଜ ରାଉତ) ଭୁବନେଶ୍ୱର: ମାନ୍ଦାବସ୍ଥାକୁ ନେଇ ଚାରିଆଡୁ କେନ୍ଦ୍ର ସରକାରକୁ ବିରୋଧୀ ମାନେ ଘେରୁଛନ୍ତି । ଏମିତି ସମୟରେ ଇଜ ଅଫ ଡୁଇଂ ବିଜନେଓ ସୂଚକାଙ୍କରେ ଭାରତ ୬୩ ସ୍ଥାନ ଅଧିକାର କରିଛି । ଏହି ଅବସରରେ କେନ୍ଦ୍ର ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି, ଆଗାମୀ ଦିନରେ ଦେଶରେ ଏକକ ଜିଏସଟି…
Read More...

ବେନେଲିର ନୂଆ ଦାମୀ ବାଇକ ବଜାରରେ ପ୍ରବେଶ

(ସରୋଜ କୁମାର ରାଉତ/ରିପୋଟର୍ସ ଟୁଡେ): ବେନେଲି ତରଫରୁ ରେଟ୍ରୋ କ୍ଲାସିକ୍ ଢାଞ୍ଚାରେ ନୂଆ ବାଇକ୍ ‘ଇମ୍ପେରିଆଲେ ୪୦୦’କୁ ଉନ୍ମୋଚନ କରାଯାଇଛି। ଏହା ତିନିଟି ରଙ୍ଗ ଲାଲ୍, ସିଲ୍‌ଭର୍ ଓ କଳା ରଙ୍ଗରେ ଉପଲବ୍ଧ ହେଉଥିବା ବେଳେ କଂପାନି ତରଫରୁ ଏହି ବାଇକ୍ ଉପରେ ୨ ବର୍ଷର ମାଗଣା ସର୍ଭିସ୍‌…
Read More...

୨୨ରେ ଦେଶ ବ୍ୟାପୀ ବ୍ୟାଙ୍କ ଧର୍ମଘଟ ଡାକରା

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଆସନ୍ତା ୨୨ ତାରିଖରେ ଦେଶର ଦୁଇଟି ପ୍ରମୁଖ ବ୍ୟାଙ୍କ ସଂଘ ଅଲ ଇଣ୍ଡିଆ ବ୍ୟାଙ୍କ ଏମ୍ପ୍ଲୟିଜ ଆସୋସିଏସନ ଓ ବ୍ୟାଙ୍କ ଏମ୍ପ୍ଲୟିଜ ଫେଡେରେସନ ଅଫ ଇଣ୍ଡିଆ ଧର୍ମଘଟ ଡାକରା ଦେଇଛି । ବ୍ୟାଙ୍କ ମିଶ୍ରଣ ଓ ଜମା ଉପରେ ସୁଧହାର ହ୍ରାସ ପ୍ରତିବାଦରେ ଏହି ଧର୍ମଘଟ ଡାକରା…
Read More...

ଦେଶର ଅତି ଧନୀ ସଂଖ୍ୟାରେ ହ୍ରାସ, ମୋଟ ସମ୍ପତ୍ତିରେ ବୃଦ୍ଧି

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଭାରତରେ ଧନୀ ଓ ଦରିଦ୍ରଙ୍କ ମଧ୍ୟରେ ପରକ ବଢିଚାଲିଥିବା କୁହାଯାଉଛି । କିନ୍ତୁ କାର୍ଭି ୱେଲ୍ଥ ମ୍ୟନେଜମେଣ୍ଟ ତଥ୍ୟ ଅନୁଯାୟୀ ଦେଶରେ ଅତି ଧନୀଙ୍କ ସଂଖ୍ୟରେ ହ୍ରାସ ଘଟିଛି । ସାଧାରତଃ ଯେଉଁ ଧନୀ ବ୍ୟକ୍ତମାନଙ୍କର ୭ କୋଟି ୧ ଲକ୍ଷ ଟଙ୍କାରୁ ଅଧିକ ନିବେଶ ଯୋଗ୍ୟ…
Read More...

ବିଏସଏନଏଲ କର୍ମଚାରୀଙ୍କୁ ଦିପାବଳୀ ଭେଟି

(ରିିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ): ବିଏସଏନଏଲର ସିଏମଡି ପିକେ ପୁରୱର କହିଛନ୍ତି ଦିପାବଳୀ ପୂର୍ବରୁ କମ୍ପାନୀ ନିଜର ସଂସାଧନ ମାଧ୍ୟମରେ କର୍ମଚାରୀଙ୍କୁ ଦରମା ଦେବ । ଉଲ୍ଲେଖଯୋଗ୍ୟ ଯେ ସର୍ଭିସେସ ମାଧ୍ୟମରେ ପ୍ରତି ମାସରେ କମ୍ପାନୀ ୧୬୦୦ କୋଟ ଟଙ୍କାର ଆୟ କରୁଛି । ଅନ୍ୟପଟେ ଦରମା ବାବଦକୁ…
Read More...

ବିଶ୍ୱବ୍ୟାଙ୍କର ଘୋଷଣା ମୋଦି ସରକାର ପାଇଁ ଝଟକା ହୋଇପାରେ

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ବିଶ୍ୱ ବ୍ୟାଙ୍କ ରବିବାର ଦିନ ଚଳିତ ବର୍ଷରେ ଭାରତର ବିକାଶ ଦଳକୁ କମ କରିଦେଇଛି । ଏହା ମୋଦି ସରକାର ପାଇଁ ଏକ ଝଟକା ସାବ୍ୟସ୍ତ ହେବ । ବିଶ୍ୱ ବ୍ୟାଙ୍କ ଅନୁଯାୟୀ, ଭାରତର ବିକାଶ ଦଳ ୬ ପ୍ରତିଶତ ରହିପାରେ, ଯାହା ୨୦୧୮-୧୯ରେ ୬.୯ ଥିଲା । ଇିଶ୍ୱବ୍ୟାଙ୍କର…
Read More...

୧୪ରୁ ଭୁବନେଶ୍ୱରରେ ଓଡ଼ିଶା ଟ୍ରାଭେଲ ବଜାର

(ହରପ୍ରସାଦ ବିଷୋଇ)ଭୁବନେଶ୍ୱର: ଓଡ଼ିଶା ଟ୍ରାଭେଲ ବଜାରର ତୃତୀୟ ସଂସ୍କରଣ ପାଇଁ ଆଜି ଭୁବନେଶ୍ୱର ସ୍ଥିତ ମେଫେୟାର ହୋଟେଲ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ଅକ୍ଟୋବର ୧୪ରୁ ୧୯ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ୧୪ ତାରିଖରେ ଏହାକୁ…
Read More...

ଇ ସିଗାରେଟ ବିରୋଦ୍ଧରେ ସ୍ୱତନ୍ତ୍ର ଅଭିଯାନ

(ସରୋଜ କୁମାର ରାଉତ/ରିପୋଟର୍ସ ଟୁଡେ): ଇ-ସିଗାରେଟର ବ୍ୟବହାର ଓ ବିକ୍ରି ଉପରେ ରୋକ ଲଗାଇବାକୁ ଖୁବ ଶୀଘ୍ର ଓଡ଼ିଶା ପୁଲିସ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିବାକୁ ଯାଉଛି ଜ୍ଝ କ୍ରାଇମବ୍ରାଞ୍ଚ ପକ୍ଷରୁ ରାଜ୍ୟର ସମସ୍ତ ଆରକ୍ଷୀ ଅଧିକ୍ଷକଙ୍କୁ ମାସେ ବ୍ୟାପି ସ୍ୱତନ୍ତ୍ର ଅଭିଯାନ କରିବାକୁ…
Read More...