ମହାପ୍ରଭୁଙ୍କ ଦର୍ଶନ ସାନିଧ୍ୟ ନେଲେ ବଲିଉଡ ସିଙ୍ଗର ମିକା ସିଂହ

ମହାପ୍ରଭୁଙ୍କ ଦର୍ଶନ ସାନିଧ୍ୟ ନେଲେ ବଲିଉଡ ସିଙ୍ଗର ମିକା ସିଂହ ।ସିଂହଦ୍ୱାରରେ ପହଞ୍ଚିବା ପରେ ଶୁଭେଚ୍ଛୁ ମାନେ ଅଭିବାଦନ ଜଣାଇଥିଲେ ।ଭିତରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସହ ବିମଳା ମନ୍ଦିର ଲକ୍ଷ୍ମୀ ମନ୍ଦିର ମଧ୍ୟ ଦର୍ଶନ କରିଥିଲେ ।ଦର୍ଶନ ପରେ ଭାବ ବିହ୍ୱଳ ହୋଇଥିଲେ ମିକା ।ଶ୍ରୀମନ୍ଦିର ଆସି ବହୁତ୍ କିଛି ଶିଖିବାକୁ ମିଳିଲା ବୋଲି ପ୍ରତିକ୍ରିୟା ରଖିଥିଲେ ମିକା ।ମହାପ୍ରଭୁଙ୍କ ମହାପ୍ରସାଦ ମଧ୍ୟ ସେବନ କରିଥିଲେ ।ସମସ୍ତଙ୍କର ମଙ୍ଗଳ କାମନା କରିଛି ତଥା ସମସ୍ତ ଶୁଭେଛୁଙ୍କ ଲାଗି ମହାପ୍ରଭୁଙ୍କୁ ପ୍ରାର୍ଥନା କରିଛି କହିଥିଲେ ମିକା ସିଂହ।