ଶ୍ରୀମନ୍ଦିର ପରିସରରେ ପାନ-ଗୁଟୁଖା ବ୍ୟାନ , ଜାନୁଆରୀ ୧ରୁ ନିୟମ ଲାଗୁ

ପୁରୀ : ଆଜିଠାରୁ ଶ୍ରୀମନ୍ଦିରରେ ପାନଗୁଟଖା ଉପରେ ଲାଗିବ କଟକଣା । ପାନ ଗୁଟକାକୁ ସମ୍ପୂର୍ଣ୍ଣ ବ୍ୟାନ କରାଯାଇଛି । ଶ୍ରୀମନ୍ଦିର ଭିତରେ କେହି ପାନ ଗୁଟଖା ଖାଇବେ ନାହିଁ । ଜାନୁଆରୀ ୧ରୁ ଏହି ନିୟମ ଲାଗୁ ହେବ । ମନ୍ଦିର ଭିତରେ ସେବାୟତ, ପୋଲିସ ,ଭକ୍ତ ଆଦି କେହି ପାନ ଗୁଟଖା ଖାଇ ପାରିବେ…
Read More...

ପୁରୀ ଷ୍ଟେସନ କୋଚିଂ ଡିପୋରେ ନିଆଁ , କାରଣ ଅସ୍ପଷ୍ଟ

ପୁରୀ : ପୁରୀ ଷ୍ଟେସନରେ ଅଗ୍ନିକାଣ୍ଡ ରିପେୟାର ଲାଇନରେ  ଥିବା ଏକ କେଚରେ ଅଗ୍ନିକାଣ୍ଡ । ମରାମତି ପାଇଁ ଷ୍ଟେସନରେ ରଖାଯାଇଥିଲା ଏହି କୋଚ । ହୁ ହୁ ହୋଇ ଜଳିଗଲା କୋଚ । ଇଲେକ୍ଟ୍ରିକାଲ ମେଣ୍ଟେନାନ୍ସ ପାଇଁ ଆଜି ଷ୍ଟେସନକୁ ଆସିଥିଲା କୋଚ।
Read More...

ଟନେଲ ତଳେ ଫସିରହିଛନ୍ତି ୫ ଓଡିଆ ଶ୍ରମିକ, ଯୋଗାଯୋଗରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ଟନେଲ ତଳେ ଫସିରହିଛନ୍ତି ଶ୍ରମିକ । ତାଙ୍କ ମଧ୍ୟରେ ରହିଛନ୍ତି ୫ ଓଡିଆ । ସେମାନେ ମୟୂରଭଞ୍ଜ ଜିଲ୍ଲାରେ ୩ଜଣ , ନବରଙ୍ଗପୁରର ଜଣେ ଓ ଅନ୍ୟ ଜଣେ ଶଙ୍କର୍ଷଣପୁରର । ଆଶା ଆଶଙ୍କାରେ ଅଛନ୍ତି ତାଙ୍କ ପରିବାର ଲୋକ । ଟନେଲ ରେ ଫସିଥିବା ୫ ଓଡିଆ ହେଲେ ମୟୂରଭଞ୍ଜ ଜିଲ୍ଲା ବଡକଦମ…
Read More...

ନଭେମ୍ବର ୧୪ ରୁ ୧୮ ସାରା ରାଜ୍ୟରେ ବିଜେପିର ଜନ ଆକ୍ରୋଶ ବ୍ଲକ ଘେରାଉ କାର୍ଯ୍ୟକ୍ରମ ହେବ

ଭୁବନେଶ୍ୱର : ନଭେମ୍ବର ୧୪ ରୁ ୧୮ ସାରା ରାଜ୍ୟରେ ବିଜେପିର ଜନ ଆକ୍ରୋଶ ବ୍ଲକ ଘେରାଉ କାର୍ଯ୍ୟକ୍ରମ ହେବ । ୫୦ ପ୍ରତିଶତ ପିସି ସରକାରଙ୍କ ‘ପିସି ସଂଗ୍ରହ କେନ୍ଦ୍ର’ ପାଲଟିଛି ବ୍ଲକ କାର୍ଯ୍ୟାଳୟ । ନଭେମ୍ବର ୧୪ ରୁ ୧୮ ସାରା ରାଜ୍ୟରେ ବିଜେପିର ଜନ ଆକ୍ରୋଶ ବ୍ଲକ ଘେରାଉ ।  ଦୁର୍ନୀତିର ପରିମାଣ…
Read More...

ଆଜି ପିଲାଙ୍କ ପାଇଁ ଦିନଟିଏ : ଆଜିର ଶିଶୁ ଆସନ୍ତାକାଲିର ଭବିଷ୍ୟତ

ଆଜି ପିଲାଙ୍କ ପାଇଁ ଦିନଟିଏ  । ଆଜିର ଶିଶୁ ଆସନ୍ତାକାଲିର ଭବିଷ୍ୟତ । ଦେଶ ନିର୍ମାଣରେ ଶିଶୁମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୁମିକା ରହିଛି । ପରିବାର ଭିତରୁ ହିଁ ସେ ଜୀବନର ମଧୁରତା ସଂଗ୍ରହ କରିଥାଏ । ଏକ ଶାନ୍ତ, ସୁସଂପନ୍ନ, ସ୍ନେହସିକ୍ତ ପରିବାରରେ ବଢିଲେ ଶିଶୁଟିର ଭବିଷ୍ୟତକର ସୁନାଗରିକ ଓ…
Read More...

ଟ୍ରାଞ୍ଜିଟ୍ ହାଉସ୍ ଓ ଆବାସିକ ଗୃହର ଭିତ୍ତି ସ୍ଥାପନ କଲେ ମୁଖ୍ୟ ବିଚାରପତି

ଗଞ୍ଜାମ (ରଜନୀକାନ୍ତ ପାତ୍ର) : ଓଡ଼ିଶା ଉଚ୍ଚ ନ୍ୟାୟାଳୟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଡ଼. ବିଦ୍ୟୁତ ରଞ୍ଜନ ଷଢ଼ଙ୍ଗୀ  ସହ ଗଞ୍ଜାମ ଜିଲ୍ଲା ପ୍ରଶାସନିକ ବିଚାରପତି ଦେବବ୍ରତ ଦାଶଙ୍କ ଉପସ୍ଥିତିରେ ଟ୍ରାଞ୍ଜିଟ୍ ହାଉସ୍ ଓ ଆବାସିକ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ତେବେ ଅଦାଲତର…
Read More...

ଶାଳ କାଠ ଗଣ୍ଡି ବୋଝେଇ ପିକଅଫ ଭ୍ୟାନ ସହ ବାଇକ ଓ ୨ ଟା ସାଇକେଲ ଜବତ

କରଞ୍ଜିଆ (ବସନ୍ତ କୁମାର ସୋରେନ) : ବନଖଣ୍ଡ ସାତକୋଶିଆ ରେଞ୍ଜ ଅଞ୍ଚଳରୁ  ବିଳମ୍ବିତ ରାତିରେ ବନ କର୍ମଚାରୀ ଓ ପୋଲିସର  ମିଳିତ ଉଦ୍ୟମରେ  ଏକ ଶାଳ କାଠ ବୋଝେଇ ପିକଅଫ ଭ୍ୟାନକୁ ଜବତ କରିଛନ୍ତି। ଅନ୍ଧକାରର ସୁଯୋଗ ନେଇ ଚୋରାରେ ନେଉଥିବା କାଠ ବ୍ୟବସାୟୀ  ମାନେ ଫେରାର ହୋଈ ଯାଇଛନ୍ତି।ଜବତ କାଠ…
Read More...

ଉତ୍ତରଖଣ୍ଡରେ ନିର୍ମାଣଧିନ ଟନେଲ୍ ଭୁଶୁଡି : ପସିଥିବା ୪୦ ଶ୍ରମିକ ଭିତରେ ୫ ଓଡିଆ, ସମସ୍ତେ ସୁରକ୍ଷିତ

ନୂଆଦିଲ୍ଲୀ : ଉତ୍ତାରଖଣ୍ଡର ଉତ୍ତର କାଶୀରେ ନିର୍ମାଣଧୀନ ଧନେଲ ଭୁଶୁଡି ବା ଯୋଗୁ ଭିତରେ ୪୦ ଫସି ରହିଛନ୍ତି । ସେମାନଙ୍କ ମଧ୍ୟରେ ୫ଜଣ ଓଡିଆ ଥିବା ଜଣାଯାଇଛି । ଶନିବାର ବିଳମ୍ପିତ ରାତିରେ ଏହି ଘଟଣା ଏନଡିଆରଏଫର   ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ରିଲିଫ ଓ ଉଦ୍ଧାର କାଯ୍ୟ ଜାରି…
Read More...

ଏଲିଗାଣ୍ଟ ଇଣ୍ଟେରିଅର୍ସ ଶୋ’ ରୁମର ଶୁଭ ଉଦଘାଟନ

ଭୁବନେଶ୍ୱର : ସ୍ବପ୍ନର ଘରଟିଏ ତିଆରି କରିସାରିବା ପରେ ଆଜିକାଲିର ଚାକଚକ୍ୟ ଦୁନିଆରେ ସମସ୍ତେ ଘର ଭିତର ସାଜସଜ୍ଜା ଉପରେ ଅଧିକ ଗୁରୁତ୍ୱ ଦେଇଥାନ୍ତି l ଘର ଭିତର ସୁସଜ୍ଜିତ କରିବା ପାଇଁ ଟ୍ୱିନ୍ ସିଟିର ମଧ୍ୟ ଭାଗ ନନ୍ଦନକାନନ ତ୍ରିଶୁଳିଆ ରାସ୍ତାରେ "ଏଲିଗାଣ୍ଟ ଇଣ୍ଟେରିଅର୍ସ" ନାମରେ ଏକ…
Read More...

ନୂଆ ବର୍ଷରେ ନୂଆ ପୋଲିସ ମୁଖିଆ ପାଇବ ରାଜ୍ୟ : ୭ ଆଇପିଏସଙ୍କ ନାଁ ସୁପାରିଶ

ଭୁବନେଶ୍ୱର : ନୂଆ ବର୍ଷରେ ନୂଆ ପୋଲିସ ମୁଖିଆ ପାଇବ ରାଜ୍ୟ । ବର୍ତ୍ତମାନର ପୋଲିସ ଡ଼ିଜି ସୁନୀଲ ଵଂଶଲ ଙ୍କ କାର୍ଯ୍ୟକାଳ ଡିସେମ୍ବର ୩୧ ରେ ଶେଷ ହେବାକୁ ଯାଉଛି । ତେବେ ନୂଆ ପୋଲିସ ଡ଼ିଜି କିଏ ହେବ ତାକୁ ନେଇ ପାୱାର କରିଡ଼ରରେ ଜୋର ଦାର ଚର୍ଚ୍ଚା । ଏହାପୂର୍ବରୁ ରାଜ୍ୟ ସରକାର କେଉଁ…
Read More...