୪ହଜାର ଟଙ୍କା ନେବା ପଡିଲା ମହଙ୍ଗା, ଭିଜିଲାନ୍ସ ଜାଲରେ କିରାଣୀ

ଯାଜପୁର : ଭିଜିଲାନ୍ସ ଜାଲରେ କିରାଣୀ । ୪ହଜାର ଟଙ୍କା ଲାଞ୍ଚ ନେବାବେଳେ ଗିରଫ ହୋଇଛନ୍ତି ଯାଜପୁର କବିରପୁର ସ୍ଥିତ ପୁରୁଷୋତ୍ତମପୁର ଉଚ୍ଛ ବିଦ୍ୟାଳୟର କିରାଣୀ ମହେଶ୍ୱର ସାମଲ । ନେସନ ଟଙ୍କା କରାଇ ଦେବା ପାଇଁ ୪ହଜାର ଟଙ୍କା ଲାଞ୍ଚ ନେଉଥିଲେ।
Read More...

କଟକ ମୁନିସିପାଲିଟି କର୍ପୋରେସନ ଜନସାଧାରଣଙ୍କ  ଟିକସ ପଇସାକୁ ହରି ଲୁଟ ବିରୋଧରେ କଂଗ୍ରେସର ଧାରଣା

କଟକ : କଟକ ମୁନିସିପାଲିଟି କର୍ପୋରେସନ ଜନସାଧାରଣଙ୍କ ଟିକସ ପଇସାକୁ ଖାଇଛନ୍ତି । ହରିଲୁଟ କରିବା , ମୟେର, କମିଶିନର ହଲ ଛାଡି ପଳାଇବା  ଓ କର୍ପୋରେଟର ମାନଙ୍କୁ ଅସନମାନ କରିବା ବିରୋଧରେ ଆଜି ବିଜୁ ଭବନ ସାମ୍ନାରେ କଂଗ୍ରେସର ଗଣ ଧାରଣା।
Read More...

ଉଧାର ଟଙ୍କା ମାଗିବା ହେଲା କାଳ : ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଦୁର୍ବୃତ୍ତ

ଭବାନୀପାଟଣା : ଉଧାର ଟଙ୍କା ମାଗିବା ପଡିଲା ମହଙ୍ଗା । ଯୁବକଙ୍କୁ ପେଟ୍ରୋଲ ଡାଳି ନିଆଁ ଲଗାଇ ଦେଲା ଦୁର୍ବୃତ୍ତ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡିର ଭବାନୀପାଟଣାରେ । ଅଞ୍ଜନ ପାଢୀ ନାମକ ଜଣେ ଯୁବକ ୨ ଲକ୍ଷ ଟଙ୍କା ଉଦ୍ଧାର ଦେଇଥିଲେ । ହେଲେ ସେମାନେ ଟଙ୍କା ଫେରାଉନଥିବାରୁ ଅଞ୍ଜନ…
Read More...

୪ ଦିନ ପରେ ଉଦ୍ଧାର ହୋଇପାରିଲେନି ଶ୍ରମିକ

ଡେରାଡୁନ : ଉତ୍ତରାଖଣ୍ଡ ଉତ୍ତରକାଶୀ ନିକଟରେ ଗତ ରବିବାର ଭୁଶୁଡି ପଡିଥିବା ଏକ ନିର୍ମାଣାଧିନ ଟନେଲ ମଧ୍ୟରୁ ଶ୍ରମିକଙ୍କୁ ଉଦ୍ଧାର କରିବା ସମ୍ଭବ ହୋଇକାରିଲା ନାହିଁ । ଏହି ଘଟଣାକୁ ୪ଦିନ ପୁରିଥିଲେ ହେଁ ସମସ୍ତ ଉଦ୍ୟମ ସତ୍ତେ୍ୱ ମଧ୍ୟ ୪୦ ଶ୍ରମିକଙ୍କୁ ଉଦ୍ଧାର କରିପାରି ନଥିଲେ । ଏହାମଧ୍ୟରେ…
Read More...

ବିରାଟଙ୍କୁ ଶୁଭେଚ୍ଛା ଜଣାଇଲେ ମାଷ୍ଟର ବ୍ଲାଷ୍ଟର ସଚିନ

ମୁମ୍ବାଇ : ବିଶ୍ୱକପ ସେମିଫାଇନାଲରେ ବିରାଟଙ୍କ ବିରାଡ ରେକର୍ଡ । ନ୍ୟୁଜଲାଣ୍ଡ ବିରୋଡଧରେ ବିରାଟ ଶତକ ହାସଲ କରିଛନ୍ତି । ଏହା ସହ ବିରାଟ ଏକ ମାତ୍ର ଖେଳାଳି ଯିଏ ଦିନିକିଆ ମ୍ୟାଚରେ ୫୦ ତମ ଶତକ ହାସଲ କରିଛନ୍ତି । ସଚିନ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟରେ ମୋଟ ୪୯ଟି ଶତକ ମାରିଥିବାବେଳେ,…
Read More...

କୋହଲିଙ୍କ ୫୦ ତମ ଶତକ , ଭାଙ୍ଗିଲେ ସଚିନଙ୍କ ରେକର୍ଡ

ମୁମ୍ବାଇ : ବିଶ୍ୱକପ ସେମିଫାଇନାଲରେ ବିରାଟଙ୍କ ବିରାଡ ରେକର୍ଡ । ନ୍ୟୁଜଲାଣ୍ଡ ବିରୋଡଧରେ ବିରାଟ ଶତକ ହାସଲ କରିଛନ୍ତି । ଏହା ସହ ବିରାଟ ଏକ ମାତ୍ର ଖେଳାଳି ଯିଏ ଦିନିକିଆ ମ୍ୟାଚରେ ୫୦ ତମ ଶତକ ହାସଲ କରିଛନ୍ତି । ସଚିନ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟରେ ମୋଟ ୪୯ଟି ଶତକ ମାରିଥିବାବେଳେ,…
Read More...

ରିଟାୟର୍ଡ ହଟ୍ ହୋଇ ପ୍ୟାଭିଲିୟନ ଫେରିଲେ ଶୁଭମନ ଗିଲ୍

ମୁମ୍ବାଇ : ମ୍ୟାଚ ମଝିରେ ଭାରତକୁ ଝଟକା । କ୍ରିଜରେ ଜମି ଆସୁଥିବା ବେଳ ଭାରତକୁ ଝଟକା । ଶୁଭମନ ଗିଲ ୭୯ ରନ କରିଥିବା ବେଳେ ରିଟାୟର୍ଡ ହଟ୍ ହୋଇ କ୍ରିଜ ଛାଡିଛନ୍ତି ଶୁଭମନ । ଶତକରୁ ମାତ୍ର ୨୧ ରନ ବାକିଥିବା ବେଳେ ଜଂଘରେ ଯନ୍ତ୍ରଣା ଅନୁଭବ କରିଥିଲେ । ଏଭଳି ଅବସ୍ଥାରେ ଯନ୍ତ୍ରଣା ନ ବଢୁ ,…
Read More...

ଲୋଏର ପିଏମଜି ଆଧ୍ୟତ୍ମିତ ପରିବେଶ, ୫ ଦଫା ନେଇ ସଂକୀର୍ତ୍ତନ ଆନ୍ଦୋଳନ

ଭୁବନେଶ୍ୱର : ଭୁବନେଶ୍ୱର ଲୋୟର ପିଏମଜିରେ ଆଧ୍ୟତ୍ମିକ ପରିବେଶ । ନାମ ସଂକୀର୍ତ୍ତନରେ ଫାଟି ପଡୁଛି ପୂରା ପରିବେଶ । ରାଜ୍ୟର ବିଭିନ୍ନ ସ୍ଥାନରୁ ୧୫ ହଜାରରୁ ଅଧିକ ସଂକୀର୍ତ୍ତନ କଳାକାର ଏକଜୁଟ ହୋଇ ଧାରଣା ଦେଇଛନ୍ତି । ୫ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛି ଜଗନ୍ନାଥ ନାମ ସଂକୀର୍ତ୍ତନ ଓ…
Read More...

୮୧ ଘଣ୍ଟା ଫସିରହିଛନ୍ତି ୪୦ ଶ୍ରମିକ : ଉଦ୍ଧାର ପାଇଁ ଦିଲ୍ଲୀ ମେଟ୍ରୋ ଓ ଥାଇଲାଣ୍ଡ ବିଶେଷଜ୍ଞଙ୍କ ସହାୟତା

ଉତ୍ତରାଖଣ୍ଡ : ଉତ୍ତରକାଶୀ ଟନେଲରେ ଏବେ ଫସି ରହିଛନ୍ତି ୮୧ ଶ୍ରମିକ । ଉଦ୍ଧାର କାର୍ଯ୍ୟ ଚାଳିଥିବା ବେଳେ ଯନ୍ତ୍ରପାତିରେ ବୈଷୟିକ ସମସ୍ୟା ଆସିଛି । ଡିଲ କରିବା ସହ ପାଇପ ଖଞ୍ଜିବା ପାଇଁ ଆଉ ଏକ ମେସିନକୁ ଆପେକ୍ଷା କରିଛନ୍ତି ଉଦ୍ଧାରକାରୀ ଦଳ । ବିମାନଯୋଗେ ଦିଲ୍ଲୀରୁ ସେସିନ ଆସୁଥିବା ସୂଚନା…
Read More...

ମେଘାସନ ମହାବିଦ୍ୟାଳୟରେ ଯୁବ ବିକାଶ କାର୍ଯ୍ୟକ୍ରମର ଉଦଘାଟନ

ଉଦଳା : ଓଡିଶା ସରକାରଙ୍କ ପକ୍ଷରୁ କ୍ରୀଡା କ୍ଷେତ୍ରରେ ବିଭିନ୍ନ ଯୁବ ଵର୍ଗଙ୍କୁ ପ୍ରୋତ୍ସାହିତ କରାଯାଉଛି l ବିଭିନ୍ନ କଲେଜ ପାଇଁ କ୍ରୀଡାରେ ବିକାଶ ଦିଗରେ ଅନୁଦାନ ଦେବା ସହ ଯୁବ ଵର୍ଗଙ୍କୁ ଉତ୍ସାହିତ କରାଯାଉଛି l ଓଡିଶା ସରକାରଙ୍କ ପକ୍ଷରୁ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ମାଧମରେ…
Read More...