ଛତ୍ରପୁର ଆର୍‌ଟିଓ କାର୍ଯ୍ୟାଳୟରେ ଅଚାନକ ଚଢ଼ଉ , ଲାଇସେନ୍ସ କରାଉଥିବା ୪ ଦଲାଲ ଗିରଫ

ଗଞ୍ଜାମ (ରଜନୀକାନ୍ତ ପାତ୍ର) : ଗଞ୍ଜାମ ଜିଲ୍ଲା ପରିବହନ(ଆର୍‌ଟିଓ) କାର୍ଯ୍ୟାଳୟରେ ବହୁଦିନ ବ୍ୟବଧାନରେ ଆଜି ପୁଣି ଅଚାନକ ପୁଲିସ ଚଢ଼ଉ କରିଛି। ଚଢ଼ଉ ବେଳେ ଛତ୍ରପୁର ପୁଲିସ ୪ ଜଣ ଦଲାଲ୍‌ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ, ଛତ୍ରପୁର ଥାନା କୁମାରବେଗପଲ୍ଲୀ ଗ୍ରାମର…
Read More...

ଶ୍ରୀମନ୍ଦିରରେ ପାନକୁ ନେଇ ପ୍ରଶାସନର କଟକଣା : ପାନ ଛାଡିବେନି କହିଲେ, ଜଗନ୍ନାଥ ଖାଆନ୍ତି ପାନ

ପୁରୀ : ନୂଆବର୍ଷରେ ଶ୍ରୀମନ୍ଦିରରେ ବନ୍ଦ ହେବ ପାନ, ଗୁଟକା । ସେବାୟତଙ୍କଠାରୁ ଆରମ୍ଭ କରି ପ୍ରଶାସନିକ ପ୍ରଶାସନିକ କର୍ମଚାରୀ , ଶ୍ରୀମନ୍ଦିର କର୍ମଚାରୀ, ପୁଲିସ ଓ ଶ୍ରଦ୍ଧାଳୁଙ୍କ ଉପରେ ଏହି କଟକଣା ଲାଗିବ । ବରାହ ପୁରାଣ ଆଧାରରେ କଟକଣା ଲଗାଯାଇଥିବା କହିଛନ୍ତି ଶ୍ରୀମନ୍ଦର ପ୍ରଶାସନ ।…
Read More...

ସାହାରା ଗ୍ରୁପ ମୁଖ୍ୟ ସୁବ୍ରତ ରାୟଙ୍କ ପରଲୋକ

ନୂଆଦିଲ୍ଲୀ : ସାହାରା ଇଣ୍ଡିଆ ପରିବାରର ପ୍ରତିଷ୍ଠାତା ତଥା ସାହାରା ଗ୍ରୁପ ମୁଖ୍ୟ ସୁବ୍ରତ ରାୟଙ୍କର ୭୫ ବୟସରେ ପରଲୋକ ହୋଇଛି । ସେ ଦୀର୍ଘ ଦିନ ହେବ ରୋଗାକ୍ରାନ୍ତ ଥିଲେ । ତାଙ୍କୁ କୋକିଲାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ ଭର୍ତ୍ତି କରାଯାଇଥିଲା ।ସାହାର ଇଣ୍ଡିଆ ପରିବାର ପକ୍ଷରୁ…
Read More...

ନିଆରା ଭାବରେ ଶିଶୁ ଦିବସ ପାଳନ କରିଛି ଓଡ଼ିଶାର ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ ” ଜୟ ଓଡ଼ିଶା “

ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ନିଆରା ଭାବରେ ଶିଶୁ ଦିବସ ପାଳନ କରିଛି ଓଡ଼ିଶାର ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ " ଜୟ ଓଡ଼ିଶା "। ଆଜି ଶିଶୁ ଦିବସ ଅବସରରେ ୟୁନିଟ୍ ୩ ସ୍ଥିତ ସତ୍ୟ ସାଇ କମ୍ଯୁନିଟି, ଯେଉଁଠି ପ୍ରାୟ ୧୦୦ରୁ ଉର୍ଦ୍ଧ୍ୱ ଆର୍ଥିକ ସ୍ତରରେ ଅନଗ୍ରସର ଛାତ୍ରଛାତ୍ରୀ ମାନଙ୍କୁ…
Read More...

ରାଜ୍ୟ କ୍ୟାବିନେଟ ବୈଠକରେ ୧୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ମଞ୍ଜୁରୀ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକ ଶେଷ ହୋଇଛି। ରାଜ୍ୟ କ୍ୟାବିନେଟ ବୈଠକରେ ୧୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଅନୁମୋଦନ ଲାଭ କରିଛି। କ୍ୟାବିନେଟ ବୈଠକରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ପାଇଁ ୫ଟି…
Read More...

ଭାରତୀୟ ବୋଲରଙ୍କ ଦମଦାର ବୋଲିଙ୍ଗ : ୯ ମ୍ୟାଚରେ ୯୦ ୱିକେଟରୁ ୮୬ ୱିକେଟ ନେଇଛନ୍ତି

ମୁମ୍ବାଇ : ବିଶ୍ୱକପର ଲିଗ ପର୍ଯ୍ୟ୍ରା ଶେଷ ହେବା ପରେ ଏବେ ପ୍ରଶଂସକଙ୍କ ନଜର ଭାରତ- ନ୍ୟୁଜିଲାଣ୍ଡ ସେମିଫାଇନାଲ ମ୍ୟାଚ ଉପରେ ରହିଛି । ଏହି ସେମିଫାଇନାଲ ମ୍ୟାଚ ମୁମ୍ବାଇର ୱାଙ୍ଗଡେ ଷ୍ଟାଡିୟମରେ ଖେଳାଯିବ । ଏହି ଗ୍ରାଉଣ୍ଡରେ ୨୦୧୧ରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଭାରତ ଦିନିକିଆ…
Read More...

ଆଠଗଡ଼ ମହୋତ୍ସବକୁ ନିଆରା କରିବା ପାଇଁ ଆଠଗଡ଼ ମାଟିର ପ୍ରତିଭା ଅନ୍ବେଷଣର  ଅୟମାରମ୍ଭ

ଆଠଗଡ଼ (ଅଶୋକ ମଲ୍ଲିକ) :  ଆଠଗଡ଼ ମହୋତ୍ସବକୁ ନିଆରା କରିବା ଉପଲକ୍ଷେ ଆଠଗଡ଼ ସହରରେ ଏକ ଗଣପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଆଜି ପବିତ୍ର ଶିଶୁ ଦିବସରେ ମହୋତ୍ସବ କମିଟିର ଆହ୍ଵାନ କ୍ରମେ ଏକ ଗଣପଦଯାତ୍ରା ଅନୁଷ୍ଟିତ ହୋଇଥିଲା । ଆସନ୍ତା ଡ଼ିସେମ୍ବର ମାସ ୧୫ ତାରିଖରୁ ୧୯ ତାରିଖ…
Read More...

ପ୍ରଶାନ୍ତଙ୍କ ଗସ୍ତ ମହିଳାଙ୍କ ମନରେ ଆତ୍ମ ବିଶ୍ୱାସ ବଢ଼ାଇଛି

ରାଉରକେଲା : ରଘୁନାଥପାଲ୍ଲୀ ନିର୍ବାଚନ ମଣ୍ଡଳୀର ପ୍ରାକ୍ତନ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ସେଠୀ ବାରମ୍ବାର ବିଭିନ୍ନ ଆଦିବାସୀ ବହୁଳ ବସ୍ତି ଅଂଚଳ ଗସ୍ତ କରି ସେମାନଙ୍କ ସମସ୍ୟା ସମାଧାନ ଦିଗରେ ପ୍ରଯତ୍ନ ଜାରି ରଖିଥିବାରୁ ମହିଳାଙ୍କ ମନରେ ଆତ୍ମ ବିଶ୍ୱାସ ବୃଦ୍ଧି ପାଇଛି l ବିଶେଷ କରି…
Read More...

ଭାରତ-ନ୍ୟୁଜିଲାଣ୍ଡ ମେସିଫାଇନାଲ ମ୍ୟାଚ୍ ଦେଖିବାକୁ ଆସିବେ ଡେଭିଡ ବେକହମ

ଭାରତ -ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତାକାଲି ମୁମ୍ବାଇର ୱାଙ୍ଗଡେ ଷ୍ଟାଡିୟମରେ ଖେଳାଯିବ ବିଶ୍ୱକପର ସେମି ଫାଇନାଲର ମ୍ୟାଚ । ମ୍ୟାଚ ଦେଖିବାକୁ ଇଂଲଣ୍ଡର ପୂର୍ବତନ ଫୁଟବଲ ଡେଭିଡ ବେକହାମ ଆସିବେ । ବେକହମ ୱାଙ୍ଗଡେରେ ସଚିନଙ୍କ ସହବସି ମ୍ୟାଚ ଦେଖିବା ସୂଚନା ରହିଛି । ମାଞ୍ଚେଷ୍ଟର ୟୁନାଇଟେଡ…
Read More...

୨୧ରେ ହେବ ବିଧାନସଭା ଉପବାଚସ୍ପତି ନିର୍ବାଚନ

ଭୁବନେଶ୍ବର : ୨୧ରେ ହେବ ବିଧାନସଭା ଉପବାଚସ୍ପତି ନିର୍ବାଚନ । ନଭେମ୍ବର ୨୧ ତାରିଖ ସକାଳ ୯ଟା ୩୦ରେ ବିଧାନସଭା ଉପବାଚସ୍ପତି ନିର୍ବାଚନ ହେବ । ଏନେଇ ସମସ୍ତ ସଦସ୍ୟଙ୍କୁ ଚିଠି କରିଛନ୍ତି ବିଧାନସଭା ସଚିବ। ଉପବାଚସ୍ପତି ପଦରୁ ରଜନୀକାନ୍ତଙ୍କ ଇସ୍ତଫା ପରେ ଖାଲି ପଡ଼ିଥିଲା ପଦବୀ। ସୂଚନା…
Read More...