ଅପରେସନ ପ୍ରହାରରେ ଭୟଭୀତ ନିଶା ମାଫିଆ

ବାଲେଶ୍ଵର:- ସାରା ରାଜ୍ୟରେ ପୋଲିସ ବିଭାଗ ପକ୍ଷରୁ ଅପରେସନ ପ୍ରହାର ମାଧ୍ୟମରେ ଚଢାଉ ଜାରି ରହିଥିବା ବେଳେ, ବାଲେଶ୍ଵର ଏସପି ଙ୍କ ନିର୍ଦ୍ଦେଶ କ୍ରମେ ବସ୍ତା ଥାନା ସମେତ ଜିଲ୍ଲାର ସହଦେବ ଖୁଣ୍ଟା, ସଦର, ଚାନ୍ଦିପୁର, ରୁପସା ଥାନା ଅଞ୍ଚଳରେ ପୋଲିସ ପକ୍ଷରୁ ଚଢାଉ କରି ବ୍ରାଉନ ସୁଗାର, ଗଞ୍ଜେଇ,…
Read More...

ବେଆଇନ ଗୋରୁ ଚମଡା ବୋଝେଇ ଗାଡିକୁ ଅଟକାଇଲା ବଜରଙ୍ଗ ଦଳ

କଟକ:- କଟକ ଜିଲ୍ଲା ସାଲେପୁର ଥାନା କେନ୍ଦୁପାଟାଣା ରାସ୍ତାରେ ନେମାଳ ରୁ ପଦ୍ମପୁର ଯାଉଥିବା ବେଳେ ଏକ ବେଆଇନ ଗୋରୁ ଚମଡା ବୋଝେଇ ଗାଡିକୁ ବଜରଙ୍ଗ ଦଳ ର ସଦସ୍ୟା ମାନେ ଅଟକାଇ ପୋଲିସ କୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ସାଲେପୁର ପୋଲିସ ପହଁଚି ତଦନ୍ତ କରି ବେଆଇନ ଭାବେ ଚାଲାଣ…
Read More...

ରାଜ୍ୟରେ ଆକ୍ସନ ମୋଡରେ ପରିବହନ ବିଭାଗ

ଭୁବନେଶ୍ୱର:- ରାଜ୍ୟରେ ଆକ୍ସନ ମୋଡରେ ପରିବହନ ବିଭାଗ । ସଡ଼କ ସୁରକ୍ଷା ନିୟମ ଉଲ୍ଲଂଘନ ବିରୋଧରେ ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶରେ ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଜାରି କରାଯାଇଛି। ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ଓ…
Read More...

ଦୁର୍ଗମ ଅଞ୍ଚଳରୁ ଭାରରେ ୫ କିଲୋମିଟର ବୋହି ଆଣିଲେ ରୋଗୀଙ୍କୁ

ମାଲକାନଗିରି:- ଦେବଦୂତ ସାଜିଲେ ସ୍ୱାସ୍ଥ୍ୟ ସୁପରଭାଇଜର । ଦୁର୍ଗମ ଅଞ୍ଚଳରୁ ଭାରରେ ୫ କିଲୋମିଟର ବୋହି ଆଣିଲେ ରୋଗୀଙ୍କୁ । ଏପରି ଚିତ୍ର ନଜର ଆସିଥିଲା ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ତୁଳସୀ ଗାଁରୁ । ଗାଁର ଜଣେ ଅସୁସ୍ଥ ଥିବା ମହିଳାଙ୍କୁ ରାସ୍ତା ଖରାପ ଯୋଗୁଁ ଭାର କରି ବୋହି…
Read More...

ଶ୍ରେୟସ ଆୟାର ଅଷ୍ଟ୍ରେଲିଆ ଏ’ ବିପକ୍ଷରେ ହେବାକୁ ଥିବା ଦୁଇଟି ଦିନିଆ ମ୍ୟାଚ୍‌ରେ ଭାରତ ଏ’ ଦଳର ନେତୃତ୍ୱ ନେବେ

ନୂଆଦିଲ୍ଲୀ:- ଏସିଆ କପ୍ ୨୦୨୫ ଟିମ୍ ଇଣ୍ଡିଆରୁ ବାଦ୍ ପଡିଥିବା ଷ୍ଟାର ଖେଳାଳି ଶ୍ରେୟସ ଆୟରଙ୍କୁ ବିସିସିଆଇ ଦେଇଛି ବଡ଼ ଦାୟିତ୍ବ । ବିସିସିଆଇର ବରିଷ୍ଠ ଚୟନକର୍ତ୍ତା କମିଟି ଅଷ୍ଟ୍ରେଲିଆ ଏ ବିପକ୍ଷରେ ଖେଳାଯିବାକୁ ଥିବା ମଲ୍ଟି ଡେ ମ୍ୟାଚ୍ ପାଇଁ ଭାରତ ଏ ଦଳର ଦାୟିତ୍ବ ଶ୍ରେୟସ ଆୟରଙ୍କୁ…
Read More...

ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ ପାଇଁ ଶ୍ରୀମନ୍ଦିରରେ ଚାଲିଛି ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି

ପୁରୀ:- ଆଜି ହେଉଛି ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ । ସେଥିପାଇଁ ଶ୍ରୀମନ୍ଦିରରେ ଚାଲିଛି ସ୍ୱତନ୍ତ୍ର ନୀତିକାନ୍ତି । ଛତିଶା ନିଯୋଗର ନୀତି ନିର୍ଘଣ୍ଟ ଅନୁସାରେ ସମସ୍ତ ନୀତିକାନ୍ତି ଚାଲିଛି । ରାତ୍ର ପ୍ରାୟ ୨ଟା ୨୦ରୁ ଫିଟିଛି ଶ୍ରୀମନ୍ଦିର ଦ୍ୱାର । ୩ଟା ରେ ମଙ୍ଗଳ ଆଳତି ବଢି ମଇଲମ, ତଡପଲାଗି…
Read More...

ତାଳଚେରରେ ଗଜାନନଙ୍କ ପାଇଁ ପ୍ରସ୍ତୁତ ହେଉଛି ୪୦ କ୍ୱିଣ୍ଟାଲ ଓଜନର ଆଜ୍ଞା ଲଡୁ

ତାଳଚେର:- ବେଶ୍ ଧୁମଧାମରେ ପାଳିତ ହେଉଛି ତାଳଚେରର ଗଣପର୍ବ ଗଣେଶ ପୂଜା । ୨୭ ତାରିଖ ଠାରୁ ଆରମ୍ଭ ହୋଇଛି ପୂଜା ୭ ତାରିଖରେ ଭସାଣି ହେବା ନେଇ କମିଟି ପକ୍ଷରୁ ମିଳିଛି ସୂଚନା । ତେବେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଶେଷ ଆକର୍ଷଣ ରହିଛି ଗଜାନନଙ୍କ ଆଜ୍ଞା ଲଡୁ ନିଲାମ । ଭସାଣୀର ପୂର୍ବ…
Read More...

ଭରା ନଦୀରେ ଷ୍ଟ୍ରେଚର ରେ ବୁହା ହେଲେ ଗର୍ଭବତୀ

କନ୍ଧମାଳ:- କନ୍ଧମାଳ ଜିଲ୍ଲା ରେ ପୁଣି ଜନନୀ ଯନ୍ତ୍ରଣା । ଗାଁ କୁ ପହଞ୍ଚି ପାରିଲା ନାହିଁ ଆମ୍ବୁଲାନ୍ସ ସେବା। କନ୍ଧମାଳ ଜିଲ୍ଲାରେ ବର୍ଷା ଲାଗିରହିଥିବା ହେତୁ ନଦୀ ଗୁଡିକରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଭରା ନଦୀରେ ବିପଦଶଙ୍କୁଳ ଭାବେ ଜଣେ ଗର୍ଭବତୀ ମହିଳାଙ୍କୁ ଷ୍ଟ୍ରେଚର ରେ ବୋହି…
Read More...

ମହାପୁରୁଷ ହଜରତ୍ ମହମ୍ମଦ ଙ୍କ ଜନ୍ମ ଦିବସ ମହାସମାରୋହରେ ପାଳିତ

କଟକ ସଦର ଅନ୍ତର୍ଗତ ମହାପୁରୁଷ ହଜରତ୍ ମହମ୍ମଦ୍ ଙ୍କ ଜନ୍ମ ଦିନକୁ ମୁସଲମାନ ଭାଇ ଓ ଭଉଣୀମାନେ ଜସନେ ଇଦ୍ ଏ ମିଲାଦୁନ୍ ନବୀ ନାମରେ ପାଳିତ କରିଆସୁଛନ୍ତି। କଟକ ସଦର ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ର ସହ ପାଳିତ ହୋଇଯାଇଛି। ଏହି ଅବସରରେ ଜୁଲୁସ୍, ନାତଖାନୀ, ଲଙ୍ଗରଖାନୀ ଆଦି ଅନୁଷ୍ଠିତ ହୋଇଥିଲା।…
Read More...

ସାହିତ୍ୟ ହେଉ ବା ଶିକ୍ଷା ହେଉ, ଆମ ପ୍ରଥମ ପରିଚୟ ହେଉଛି ଆମ ଭାଷା

ଭୁବନେଶ୍ୱର:- ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ ପକ୍ଷରୁ ଆୟୋଜିତ ଓଡିଶା ଲିଟେରାରୀ ଫେଷ୍ଟିଭାଲ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜର ଅଭିଭାଷଣରେ କହିଛନ୍ତି, ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ ପକ୍ଷରୁ ଏହି ଲିଟେରାରୀ ଫେଷ୍ଟିଭାଲ ଦୀର୍ଘ ବର୍ଷ ଧରି ଆୟୋଜନ ହୋଇଆସୁଛି। ନ୍ୟୁ ଇଣ୍ଡିଆନ…
Read More...