ଟି-୨୦ ରାଙ୍କିଙ୍ଗ ଟପ୍-୧୦ରେ ୪ ଜଣ ଭାରତୀୟ ଖେଳାଳି

ପୁଣିଥରେ ଆଇସିସି ପକ୍ଷରୁ ପ୍ରକାଶ ପାଇଲା ସଦ୍ୟତମ ଟି-୨୦ ରାଙ୍କିଙ୍ଗ । ପ୍ରକାଶ ପାଇଥିବା ଏହି ରାଙ୍କିରେ ନ୍ୟୁଜିଲାଣ୍ଡ ଏବଂ ଦକ୍ଷିଣଆଫ୍ରିକା ଖେଳାଳିମାନେ କମାଲ କରିଥିବା ବେଳେ ଟପ୍-୧୦ ଭିତରେ ୪ ଜଣ ଭାରତୀୟ ଖେଳାଳି ରହିଛନ୍ତି । ଏକ ଉଲ୍ଲେଖନୀୟ କଥା ହେଉଛି ଯେ ଭାରତୀୟ ଦଳର ଅଧିନାୟକ…
Read More...

ଆଜି ଠାରୁ ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଗଣତିମଣତି

ଆଜି ଠାରୁ ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଗଣତିମଣତି । ଏଥିପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଛି । କଡ଼ା ସୁରକ୍ଷା ବଳୟ ମଧ୍ୟରେ ରତ୍ନ ଅଳଙ୍କାର ଗଣତି କାର୍ଯ୍ୟ କରାଯିବ । ମଧ୍ୟାହ୍ନ ୧୨ଟା ୯ ମିନିଟରୁ ୧ଟା ୪୫ ମଧ୍ୟରେ ଗଣତି ପ୍ରକ୍ରିୟାରେ ସାମିଲ ହେବାକୁ ଥିବା ବ୍ୟକ୍ତି ମାନେ…
Read More...

ଦିଲ୍ଲୀ ହାଇକୋର୍ଟରୁ ଲାଲୁ ପ୍ରସାଦ ଯାଦବଙ୍କୁ ବଡ଼ ଝଟକା

ଖାରଜ ହେଲା ଲାଲୁଙ୍କ ଆବେଦନ । ରାଷ୍ଟ୍ରୀୟ ଜନତା ଦଳ ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ଦିଲ୍ଲୀ ହାଇକୋର୍ଟରୁ ଏକ ବଡ଼ ଝଟକା ଲାଗିଛି । ଦିଲ୍ଲୀ ହାଇକୋର୍ଟ ଏସବିଆଇର ଏଫଆଇଆର୍ ଏବଂ ଚାର୍ଜସିଟ୍ ରଦ୍ଦ କରିବା ପାଇଁ ଲାଲୁଙ୍କ ଅନୁରୋଧକୁ ଖାରଜ କରିଦେଇଛନ୍ତି ।…
Read More...

୧୫,୩୦୦ କୋଟି ଟଙ୍କା ବିନିମୟରେ ବିକ୍ରିହେଲା ରାଜସ୍ଥାନ ରୟାଲ୍ସ

ଆଇପିଏଲ ଫ୍ରାଞ୍ଚାଇଜ୍ ରାଜସ୍ଥାନ ରୟାଲ୍ସକୁ ଆମେରିକାର ପ୍ରବାସୀ ଭାରତୀୟ ଉଦ୍ୟୋଗୀ ରାଜ୍‌ ସୋମାନିଙ୍କ ନେତୃତ୍ବାଧୀନ ଏକ କନସୋର୍ଟିୟମ୍‌ (ନିବେଶକ ଗୋଷ୍ଠୀ) କିଣିଛନ୍ତି । ୧.୬୩ ବିଲିୟନ ଡଲାର ବା ଭାରତୀୟ ମୁଦ୍ରାରେ ୧୫,୩୦୦ କୋଟି ଟଙ୍କା ବିନିମୟରେ ରାଜସ୍ଥାନ ରୟାଲ୍ସକୁ ଅଧିଗ୍ରହଣ କରିଛନ୍ତି…
Read More...

ବ୍ରେଣ୍ଡନ୍‌ ମ୍ୟାକଲମ୍‌ଙ୍କ ଉପରେ ପୁନଃ ଆସ୍ଥା ପ୍ରକଟ କରିଛି ଇସିବି

ବ୍ରେଣ୍ଡନ୍‌ ମ୍ୟାକଲମ୍‌ଙ୍କ ଉପରେ ପୁନଃ ଆସ୍ଥା ପ୍ରକଟ କରିଛି ଇଂଲଣ୍ଡ ଆଣ୍ଡ୍‌ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) । ଆସେସ୍‌ ଓ ଟ୍ୱେଣ୍ଟି-୨୦ ବିଶ୍ୱକପ୍‌ରେ ଇଂଲଣ୍ଡର ସାଂଘାତିକ ବିପର୍ଯ୍ୟୟ ସତ୍ତ୍ୱେ ମୁଖ୍ୟ ପ୍ରଶିକ୍ଷକ ବ୍ରେଣ୍ଡନ୍‌ ମ୍ୟାକଲମ୍‌ଙ୍କ ଉପରେ ସମ୍ପୂର୍ଣ୍ଣ ଭାବେ ପୁନଃ ଆସ୍ଥା…
Read More...

ପାରାଦୀପରେ ଦୁଇ ଦିନିଆ ମିଳିତ ସମରାଭ୍ୟାସ ‘ସାଗର କବଚ-୨’

ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରତିହିତ କରିବାର କୌଶଳକୁ ନେଇ ଆରମ୍ଭ ହୋଇଛି ତଟ ସୁରକ୍ଷା ସାଗର ସମରାଭ୍ୟାସ 'ସାଗର କବଚ' । ପଶ୍ଚିମ ବଙ୍ଗ ଏବଂ ଓଡିଶା ର ମିଳିତ ଉଦ୍ୟମରେ ଏହି ସାଗରଭ୍ୟାସ ଆରମ୍ଭ ହୋଇଥିବା ବେଳେ ଭଦ୍ରକ ଜିଲ୍ଲା ପୋଲିସ ପ୍ରଶାସନ ତରଫରୁ ଧାମରା ମେରାଇନ, ଧାମରା ଥାନା, କସିଆ…
Read More...

ସେୟାର ବଜାରରେ ଆଜି ଏକ ବଡ଼ ଧରଣର ବୃଦ୍ଧି ଦେଖିବାକୁ ମିଳିଛି

ମଧ୍ୟପ୍ରାଚ୍ୟରେ ଲାଗିଥିବା ଯୁଦ୍ଧ ଯୋଗୁଁ ଅର୍ଥନୈତିକ ଅନିଶ୍ଚିତତା ମଧ୍ୟରେ ଆଜି ପୁଣି ଖସିଛି ସୁନା-ରୁପା ଦର । ଲଗାତାର ଗୋଟିଏ ସପ୍ତାହ ମଧ୍ୟରେ ତଳମୁହାଁ ହୋଇଛି ସୁନାଦର । ଆଜି ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ୍ ପିଛା ୨ ହଜାର ୯୪୦ ଟଙ୍କା ଖସିଥିବାବେଳେ ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ୍ ପିଛା…
Read More...

ପୁଣି ଭୁବନେଶ୍ୱର ଏୟାରପୋର୍ଟରୁ ଜବତ ହୋଇଛି ଗଞ୍ଜେଇ

ପୁଣି ଭୁବନେଶ୍ୱର ଏୟାରପୋର୍ଟରୁ ଜବତ ହୋଇଛି ଗଞ୍ଜେଇ । ଆମ୍ବସଢା ଆଳରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ୬ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ ହୋଇଛି । ଚଢାଉରେ ଦୁଇ ଜଣ ତାମିଲନାଡୁର ଦୁଇ ଯାତ୍ରୀଙ୍କୁ ଧରିଛି ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (DRI) ଟିମ୍ । ମଙ୍ଗଳବାର ଭୁବନେଶ୍ୱରର ବିଜୁ…
Read More...

ଗ୍ୟାସ ବଣ୍ଟନରେ କୌଣସି ଅସୁବିଧା ନାହିଁ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ

ଲୋକଙ୍କୁ ଭୟଭୀତ ହେବାର ଆବଶ୍ୟକତା ନାହିଁ । କାରଣ ରାଜ୍ୟରେ ଗ୍ୟାସ୍ ସଙ୍କଟ ନାହିଁ, ପର୍ଯ୍ୟାପ୍ତ ପରିମାଣର ଗ୍ୟାସ୍ ମହଜୁଦ ଅଛି । ପୂର୍ବରୁ କମର୍ସିଆଲ ଗ୍ୟାସ ବଣ୍ଟନ ୨୦ ପ୍ରତିଶତ ରହିଥିଲା । ଏବେ କେନ୍ଦ୍ର ସରକାର ଆଉ ୨୦ ପ୍ରତିଶତ ମଞ୍ଜୁର କରିଥିବାରୁ ରେଷ୍ଟୁରାଣ୍ଟ ଓ ହୋଟେଲକୁ ସହଜରେ ଗ୍ୟାସ…
Read More...

‘ସ୍ପାନିଶ ପାରା ବ୍ୟାଡମିଣ୍ଟନ ଇଣ୍ଟରନ୍ୟାସନାଲ-୨୦୨୬’ରେ ଭାରତୀୟ ଖେଳାଳିଙ୍କ ଜଲୱା

ପୁଣିଥରେ ବିଦେଶ ମାଟିରେ ଉଡ଼ିଲା ତ୍ରିରଙ୍ଗା । ସ୍ପେନର ଭିଟୋରିଆଠାରେ ଅନୁଷ୍ଠିତ 'ସ୍ପାନିଶ ପାରା ବ୍ୟାଡମିଣ୍ଟନ ଇଣ୍ଟରନ୍ୟାସନାଲ-୨୦୨୬'ରେ ଭାରତୀୟ ଖେଳାଳିମାନେ ନିଜର ଜଲୱା ଦେଖାଇଛନ୍ତି । ବିଶେଷ କରି ଓଡ଼ିଶାର ଗର୍ବ ତଥା ପାରାଲିମ୍ପିକ ସ୍ୱର୍ଣ୍ଣ ବିଜେତା ପ୍ରମୋଦ ଭଗତ ଦୁଇଟି ସ୍ୱର୍ଣ୍ଣ ଓ…
Read More...