ପ୍ଲିଜ ଆପଣ ମ୍ୟାଚ ଦେଖିବେନି : ଫ୍ୟାନ ଏମିତି କହିଲେ ବିଗ ବି ଙ୍କୁ

ଅମିତାଭ ବଚ୍ଚନ ଏପରି ଏକ ଟୁଇଟ୍ କରିଛନ୍ତି ଯାହା କିଛ ମିନିଟ ମଧ୍ୟରେ ଭାଇରାଲ ହୋଇଥିଲା । ଏହି Xରେ ଅମିତାଭ ଏପରି କିଛି କହିଛନ୍ତି ଯେ ପ୍ରଶଂସକମାନେ ମ୍ୟାଚ ଦେଖିବାକୁ ମନା କରିଛନ୍ତି । Xରେ ଏପରି କିଛି କହିଛନ୍ତି ଯେ ପ୍ରଶଂସକମାନେ ତାଙ୍କୁ ବିଶ୍ୱକପ ଫାଇନାଲ ମ୍ୟାଚ ଦେଖିବାକୁ ମନା କରୁଛନ୍ତି ।

ସେ ଲେଖିଛନ୍ତି‘ଯେତେବେଳେ ମୁଁ ମ୍ୟାଚ୍ ଦେଖେ ନାହିଁ, ସେତେବେଳେ ଆମେ ଜିତୁ।’ ଅମିତାଭ ବଚ୍ଚନଙ୍କ ଏହି ଟୁଇଟ୍ ଜଙ୍ଗଲୀ ନିଆଁ ପରି ବ୍ୟାପିବାରେ ଲାଗିଛି । ସମସ୍ତେ ଏହି ଟୁଇଟ୍ ଉପରେ କ୍ରମାଗତ ଭାବରେ ପ୍ରତିକ୍ରିୟା କରୁଛନ୍ତି ଏବଂ ତାଙ୍କୁ ଫାଇନାଲ୍ ମ୍ୟାଚ୍ ନଦେଖିବାକୁ କହୁଛନ୍ତି । ଜଣେ ପ୍ରଶଂସକ ଲେଖିଛନ୍ତି- ‘ଯଦି ଆପଣ ଫାଇନାଲ୍ ମ୍ୟାଚ୍ ଦେଖନ୍ତି, ତେବେ ଆପଣ ସେହି ଦିନଠାରୁ ମୁଁ କେବିସି ଦେଖିବି ନାହିଁ ।’ ଅନ୍ୟ ଜଣେ ଫ୍ୟାନ ଲେଖିଛନ୍ତି- ‘ଆପଣଙ୍କୁ ଆପଣଙ୍କ ବାପାଙ୍କ ରାଣ , ପ୍ଳିଜ ଫାଇନାଲ ମ୍ଯାଚ ଦେଖିବେନି।