ଝାରସୁଗୁଡ଼ାରୁ ଆଉ ୨ ସହରକୁ ଆରମ୍ଭ ହେବ ବିମାନ ସେବା

ଭୁବନେଶ୍ୱର : ଝାରସୁଗୁଡ଼ାରୁ ଆଉ ସହରକୁ ଆରମ୍ଭ ହେବ ବିମାନ ସେବା ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଉଡିବ ଇଣ୍ଡିଗୋ ଏହି ସେବା  ନଭେମ୍ବର ୫ରୁ କୋଲକାତା କୁ ବିମାନ ସେବା ଆରମ୍ଭ ହେବା ସହ ନଭେମ୍ବର ୧୫  ତାରିଖରୁ ବାଙ୍ଗାଲୁରୁକୁ ଉଡିବ ଇଣ୍ଡିଗୋ ଝାରସୁଗୁଡା ଏୟାରପୋର୍ଟ ଅଥରିଟି ବିମାନ ଉଡାଣର ଏକ କାର୍ଯ୍ୟସୂଚୀ ସମ୍ପର୍କରେ ତାଙ୍କର ଅଫିସିଆଲ ଏକ୍ସ ହାଣ୍ଡେଲରେ ସେୟାର କରିଛନ୍ତି

ସୂଚନାନୁଯାୟୀ , ଏହା ଦ୍ୱାରା ଝାରସୁଗୁଡାକୁ ସିଧାସଳଖ ବେଙ୍ଗାଲୁରୁ କୋଲକାତା ସହ ଯୋଡି ହେବ ଇଣ୍ଡିଗୋ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି ନେଇ ଗୁରୁବାର ଠାରୁ ଆଗୁଆ ଟିକେଟ ବିକ୍ରି ଆରମ୍ଭ ହେବ କୋଲକାତାରୁ ସନ୍ଧ୍ୟା .୫୦ ରେ ବିମାନ ଉଡାଣ ଭରି ସନ୍ଧ୍ୟା .୨୫  ମିନିଟ୍ ରେ ଝାରସୁଗୁଡ଼ାରେ ପହଞ୍ଚିବ ସେହିପରି ଝାରସୁଗୁଡ଼ାରୁ ସନ୍ଧ୍ୟା .୫୫ ମିନିଟ୍ ରେ ବାହାରି ରାତି .୨୦ ରେ କୋଲକାତାରେ ପହଞ୍ଚିବ