ହିନ୍ଦୀ ସିନେମାର ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ଚକିତ କରିଛି। ୭୫ ବର୍ଷୀୟ ନାନା ପାଟେକରଙ୍କୁ ଗୋଆସ୍ଥିତ ତାଙ୍କ ଘରେ ଅଚେତ ଅବସ୍ଥାରେ ମିଳିଥିବା ସୂଚନା ମିଳିଛି। ସେ ପ୍ରବଳ ଛାତିରେ ଯନ୍ତ୍ରଣା ଅନୁଭବ କରୁଥିବା ଅଭିଯୋଗ କରିଥିଲେ, ଯାହା ପରେ ମଣିପାଳ ହସ୍ପିଟାଲର ଏକ ଡାକ୍ତରୀ ଦଳ ତାଙ୍କ ଫ୍ଲାଟକୁ ପଠାଯାଇଥିଲା। ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତରୀ ଦଳ ତାଙ୍କୁ ପୁନର୍ଜୀବିତ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ସକାଳ ୫:୨୦ ରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ପ୍ରାରମ୍ଭିକ ରିପୋର୍ଟରେ ହୃଦଘାତ ମୃତ୍ୟୁର କାରଣ ଦର୍ଶାଯାଇଛି। ଯେହେତୁ ମାମଲାଟି ମେଡିକାଲ-ଲିଗାଲ୍, ତେଣୁ ପୋଷ୍ଟମର୍ଟମ୍ କରାଯିବ। ତାଙ୍କ ପୁଅ ମଲହାର ପାଟେକର ମଧ୍ୟ ମୃତ୍ୟୁର ନିଶ୍ଚିତ କରିଛନ୍ତି।

ମୃତ୍ୟୁର କିଛି ଦିନ ପୂର୍ବରୁ ମଧ୍ୟ ସେ ନିଜର ଫିଟନେସ୍ ପାଇଁ ବେଶ୍ ଚର୍ଚ୍ଚାରେ ଥିଲେ। ଇନଷ୍ଟାଗ୍ରାମରେ ଭାଇରାଲ ହୋଇଥିବା ଏକ ଭିଡିଓରେ ତାଙ୍କୁ ବିନା କୌଣସି ବାଧାରେ କ୍ରମାଗତ ଭାବେ ୧୫ଟି ‘ଟ୍ରାଇସେପ୍ ଡିପ୍ସ’ କରୁଥିବାର ଦେଖିବାକୁ ମିଳିଥିଲା। ଖୁବଶୀଘ୍ର ତାଙ୍କୁ ‘ହାଉସ୍ଫୁଲ୍ ୫’, ବିଶାଲ ଭରଦ୍ୱାଜଙ୍କ “ଓ’ରୋମିଓ” ଏବଂ “ସୁବେଦାର” ଭଳି ଆଗାମୀ ଚଳଚ୍ଚିତ୍ରମାନଙ୍କରେ ମଧ୍ୟ ଦେଖିବାକୁ ମିଳିଥାନ୍ତା।କହିବାକୁ ଗଲେ ଏକ ଅନନ୍ୟ ଅଭିନୟ ଶୈଳୀ ଓ ନିଖୁଣ ବ୍ୟକ୍ତିତ୍ୱର ଅଧିକାରୀ ନାନା ପାଟେକରଙ୍କ ବିୟୋଗରେ ଭାରତୀୟ ସିନେମା ଜଗତର ଏକ ଯୁଗର ଅନ୍ତ ଘଟିଛି।