ପଦାସାହିର ବଣ ଭିତରେ ପଡିଛି ଜଣେ ଅଜଣା ବ୍ୟକ୍ତିର କଙ୍କାଳ

ପଦାସାହି ର ଏକ ବଣ ଭିତର ପଡିଛି ଅଜଣା ବ୍ୟକ୍ତିର ର କଙ୍କାଳ। ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅଧୀନ ପଦାସାହି ଗାଁ ପାଖ ଏକ ବଣ ଭିତରୁ ଅଜଣା ବ୍ୟକ୍ତିର ର କଙ୍କାଳ ଓ ହାଡ ମାଂସ ପଡିଥିବା ଆଜି ଦେଖିବାକୁ ମିଳିଛି। ତାହା ସହ ପାଖରେ ଏକ ଚପଲ ସହ ଗଛର ଡାଳ ରେ ଏକ ଗାମୁଛା ବନ୍ଧା ହୋଇ ଗାମୁଛା ରେ ମଣିଷ ର ଗଳା ଲାଗିଥିବା ଦେଖି ବାକୁ ମିଳିଛି। ତେବେ ସେହି ଅଞ୍ଚଳ ର କୁଆଡ଼େ ଦୁଇଜଣ ବ୍ୟକ୍ତି କିଛିଦିନ ହେବ ନିଖୋଜ ଅଛନ୍ତି। ହେଲେ ଏପର୍ଯ୍ୟନ୍ତ ପରିଚୟ ମିଳିପାରିନାହିଁ।