ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଷ୍ଟାଟ ବ୍ୟାଙ୍କ ନିକଟରେ ଥିବା ମୁଖ୍ୟ ରାସ୍ତା ରେ ଥିବା ଡିଭାଇଡର ଉପରେ କାର ଟି ଚଢ଼ିଯାଇ ଥିଲା। ଫଳରେ ଟ୍ରାଫିକ ସମସ୍ୟା ଦେଖିବାକୁ ମିଳିଥିଲା।ଲୋକଙ୍କ କହିବା ଅନୁସାରେ ଏଠାରେ କୌଣସି ସତର୍କ ସୂଚନା ବା ସଚେତନତା ନ ଥିବାରୁ ଏହିଭଳି ଘଟଣା ଘଟୁଥିବାର ଦେଖିବାକୁ ମିଳିଛି। ଏହି ଭଳି ବାରମ୍ବାର ବାରମ୍ବାର ଘଟୁଛି।