ସୂଚନା ଅନୁଯାୟୀ ଦେବଗଡ଼ ଜିଲ୍ଲା ରିଆମାଳ ଫୋରେଷ୍ଟ ରେଙ୍ଗ ରେ ଗତ କାଲି ସଂଘା ପଶି ଗ୍ରାମରେ ହାତୀ ଜଣକର ଘର ଆସବାବ ପତ୍ର ନଷ୍ଟ କରିଥିବା ବେଳେ ଆଜି ପୁଣି କୁଣ୍ଢେଇ ଗୋଳା ସେକ୍ସନ ର ଆଉଁଳି ଗ୍ରାମର କୁମାର ପ୍ରଧାନ ଙ୍କ ସ୍ତ୍ରୀ ପ।ତି ପ୍ରଧାନ ବୟସ 60 ସକାଳ 8 ଘଟିକ।ରେ କେନ୍ଦୁ ପତ୍ର ସଂଗ୍ରହ କରି ପାଖ ଜଙ୍ଗଲ କୁ ଯାଉଥିବା ବେଳେ ,ପ।ତି ପ୍ରଧାନ କୁ ସେଠାରେ ହାତୀ କଚାଡି ମାରିବା ଫଳରେ ସେଠାରେ ଘଟଣା ସ୍ଥଳରେ ପ।ତି ପ୍ରଧାନ ସେଠାରେ ମୃତ ଘଟିଛି । ଗ୍ରାମବାସୀ ଙ୍କ ଠାରୁ ଖବର ପାଇ ବନ୍ ବିଭାଗ ଅଧିକାରୀ ଓ କର୍ମ ଚାରି ମାନେ ସେଠାରେ ପହଞ୍ଚି ହାତୀକୁ ଘଉଡ଼ାଇବା ସହିତ ଘଟଣା ର ତଦନ୍ତ ଜ।ରିରଖିଛନ୍ତି।