ମାଟିଆପଡା ଛକରେ ମହିଳାଙ୍କ ଠାରୁ ସୁନାଚେନ୍ ଲୁଟ୍ ଓଡିଶା By Niharika sahoo Last updated Mar 10, 2026 Share ମାଟିଆପଡା ଛକରେ ମହିଳାଙ୍କ ଠାରୁ ସୁନାଚେନ୍ ଲୁଟ୍। ମହିଳା ଜଣକ ଘର ଜିନିଷ କିଣିବା ପାଇଁ ମାଟିଆପଡା ଛକକୁ ଚାଲିଚାଲି ଆସୁଥିବା ସମୟରେ ଦୁଇଜଣ ଦୁର୍ବୃତ୍ତ ବାଇକରେ ଆସି ତାଙ୍କ ବେକରୁ ଚେନ୍ ଝାମ୍ପି ନେଇଥିଲେ। ଏନେଇ ତାଳବଣିଆ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। Share FacebookTwitterGoogle+ReddItWhatsAppPinterestEmail