୪ ଦିନରେ ବକ୍ସ ଅଫିସରେ, ମାତ୍ର ₹୩୭.୨୫ କୋଟି ଟଙ୍କାର ଆୟ । ସେପ୍ଟେମ୍ବରରେ ୫ ତାରିଖରେ ରିଲିଜ୍ ହୋଇଥିଲା, ବୋହୁ ପ୍ରତୀକ୍ଷିତ ଫିଲ୍ମ “ବାଘୀ-୪” । ସାଜିଦ ନାଡିଆଡୱାଲାଙ୍କ ଲିଖିତ ଏବଂ ପ୍ରଯୋଜିତ ଏହି ଫିଲ୍ମରେ ଟାଇଗର ଶ୍ରଫ୍, ସଞ୍ଜୟ ଦତ୍ତ, ସୋନମ ବାଜୱା ଏବଂ ହରନାଜ ସାନ୍ଧୁଙ୍କ ଭଳି କଳାକାରା ଏଥିରେ ଅଭିନୟ କରିଛନ୍ତି। ରିପୋର୍ଟ ଅନୁଯାୟୀ, ବାଘୀ-୪ ତିନି ଦିନରେ ଭାରତରେ ₹୩୧.୨୫ କୋଟି ନେଟ୍ ଏବଂ ₹୩୭.୨୫ କୋଟି ଆୟ କରିଛି । ₹୫.୨୫ କୋଟିର ବିଦେଶୀ କଲେକ୍ସନ୍ ସହିତ, ପ୍ରଥମ ସପ୍ତାହାନ୍ତରେ ସାରା ବିଶ୍ୱରେ ମୋଟ କଲେକ୍ସନ୍ କରିଛି ₹୪୨.୫୦ କୋଟି।