ଭାରତକୁ ଆଉ ଦୁଇ ପଦକ ମୋଟ ପଦକ ସଂଖ୍ୟା ୫୮ ଭାରତଖେଳବିଶ୍ୱ By SUDESNA JANA On Oct 2, 2023 Share ୧୯ ତମ ଏସିଆନ ଗେମ୍ସର ଆଥଲେଟିକ୍ସ ଇଭେଣ୍ଟଟରେ ମହିଳା ଷ୍ଟିପଲଚେଜରେ ଭାରତକୁ ଆଉ ୨ ପଦକ । ୩ ହଜାର ମିଟର ଷ୍ଟିପଲଚେଜରେ ଭାରତକୁ ମିଳିଲା ଗୋଟିଏ ରୌପ୍ୟ ପଦକ ଆଉ ଗୋଟିଏ ବ୍ରେଞ୍ଜ ପଦକ । ରୌପ୍ୟ ଜିତିଛନ୍ତି ପାରୁଲ ଚୌଧୁରୀ ଓ ବ୍ରୋଞ୍ଜ ପଦକ ଜିତିଛନ୍ତି ପ୍ରତି । asian gameReporters Today Share FacebookTwitterGoogle+ReddItWhatsAppPinterestEmail