ଅର୍ଥନୀତିରେ ନୋବେଲ ପୁରଷ୍କାର

ନୂଆଦିଲ୍ଲୀ : ୩ ଅର୍ଥନୀତିଜ୍ଞ ମିଳିତ ଭାବେ ପାଇବେ ନୋବେଲ । ଡେଭିଡ କାର୍ଡ, ଜସୁଆ ଡି ଦୁଇ ଜଣ ମିଳିତ ଭାବେ ନୋବେଲ ପାଇବା ବେଳେ । ଆଙ୍ଗ୍ରିଷ୍ଟ ଏବଂ ଗାଇଡୋ ଲମ୍ବେନ୍ସ ଆଉ ଦୁଇ ନୋବେଲ ପାଇବେ । ଡେଭିଡ କାର୍ଡ ଲେବର ଇକୋନୋମିକ୍ସ ପାଇଁ ନୋବେଲ ପାଇଥିବା ବେଳେ ଜୋସୁଆ , ଆଙ୍ଗ୍ରିଷ୍ଟ ଏବଂ ଗାଇଡୋ ମେଥୋଡୋଲଜିକାଲ କଣ୍ଟ୍ରିବୁସନ ଟୁ ଦ ଆନାଲାଇଜ ଅଫ କାଜୁଆଲ ରିଲେସନସିପ ପାଇଁ ନୋବେଲ ପାଇଛନ୍ତି ।