(ରିପୋର୍ଟସ ଟୁଡେ) ; ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି । ମଧ୍ୟପ୍ରଦେଶ ରେ ମଧ୍ୟ ବଢିବାରେ ଲାଗିଛି ଆକ୍ରନ୍ତଙ୍କ ସଂଖ୍ୟା , ଏହାକୁ ନିିୟନ୍ତ୍ରଣ କରିବାକୁ ଶିବରାଜ ସିଂ ସରକାର ରାଜ୍ୟର ସହର ଗୁଡିକରେ ୬୦ ଘଣ୍ଟିଆ ଲକଡାଉନ ଘୋଷଣା କରିଛନ୍ତି । ଆଜି ଏହାକୁ ନେଇ ବୈଠକକ କରିିବା ପରେ ଏଭଳିି ନିଷଷ୍ପତି ନେଇଛନ୍ତି ଶିବରାଜ ସିଂ । ତେବେ ନିଷ୍ପତି ଅନୁଯାୟୀ ମଧୟପ୍ରଦେଶର ସମସ୍ତ ସହରାଞ୍ଚଳରେ କାଲି ରାତି ୬ ଟାରୁ ସୋମବାର ସକାଲ ପର୍ଯ୍ୟନ୍ତ ଲକଡାଉନ ହୋଇଛିନ ।