+୩ ନାମଲେଖା ପାଇଁ ଆବେଦନ ସମୟସୀମା ବୃଦ୍ଧ

ଭୁବନେଶ୍ୱର:ରାଜ୍ୟରେ +୩ ଦ୍ୱିତୀୟ ପର୍ଯ୍ୟୟ ନାମଲେଖା ପାଇଁ ଆବେଦନ ସମୟସୀମା ବୃଦ୍ଧି କରାଯାଇଛି । ଏହା ପୂର୍ବରୁ ଆବେଦନର ଶେଷ ତାରିଖ ଚଳିତ ମାସ୧୩ ତାରିଖ ଥିବା ବେଳେ ଏବେ ଏହାକୁ ୧୬ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ସେହିପରି ଚଳିତ ମାସ ୨୬ ତାରିଖରେ ପ୍ରଥମ ମେଧାତାଲିକା ପ୍ରକାଶ ପାଇବା ସହ ଅକ୍ଟୋବର ୬ରେ ସ୍ପଟ ଆଡମିଶନ ପାଇଁ ମେଧାତାଲିକା ପ୍ରକାଶ ପାଇବ ।