୩୦ଟି ଜିଲ୍ଲାରୁ ୧୧ ହଜାର ୯୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ
ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ଘାତକ ହେବାରେ ଲାଗିଛି । ଗ୍ରାମରେ ଶହ ଶହ ସଂକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଲକ୍ଡା
(ଭୁବନେଶ୍ୱର) : ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ଘାତକ ହେବାରେ ଲାଗିଛି । ଗ୍ରାମରେ ଶହ ଶହ ସଂକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଲକ୍ଡାଉନ୍, ସଟ୍ଡାଉନ୍ ପରେ ମଧ୍ୟ ରାଜ୍ୟରେ ସଂକ୍ରମଣ କମିବାର ନାଁ ନେଉନି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୦ଟି ଜିଲ୍ଲାରୁ ୧୧ ହଜାର ୯୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୪୪ ହଜାର ୪୦୧ଜଣକୁ ଛୁଇଁଛି। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତୀ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରୁ କେତେ :-
6. Boudh: 213
7. Cuttack: 867
8. Deogarh: 107
9. Dhenkanal: 162
10. Gajapati: 82
11. Ganjam: 196
12. Jagatsinghpur: 302
13. Jajpur: 378
14. Jharsuguda: 307
15. Kalahandi: 299
16. Kandhamal: 88
17. Kendrapada: 156
18. Keonjhar: 165
19. Khurda: 1460
20. Koraput: 280— I & PR Department, Odisha (@IPR_Odisha) May 19, 2021