୩୦ଟି ଜିଲ୍ଲାରୁ ୧୦ ହଜାର ୭୫୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ
ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏଥି ମଧ୍ୟରେ କରୋନା ଦିନକୁ ଦିନ ଘାତକ ସାଜିଲାନି । ଉପାନ୍ତ ଅଞ୍ଚଳରୁ
(ଭୁବନେଶ୍ୱର) : ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏଥି ମଧ୍ୟରେ କରୋନା ଦିନକୁ ଦିନ ଘାତକ ସାଜିଲାନି । ଉପାନ୍ତ ଅଞ୍ଚଳରୁ ମଧ୍ୟ ଶହ ଶହ ସଂକ୍ରାନ୍ତ ଚିହ୍ନଟ ହେଉଛନ୍ତି । ପହିଲାରୁ ଏ ଯାଏ ସଂକ୍ରମଣ ୧୦ରୁ ୧୨ ହଜାର ମଧ୍ୟରେ ରହୁଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୦ଟି ଜିଲ୍ଲାରୁ ୧୦ ହଜାର ୭୫୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬୦୨୪ ଜଣ କ୍ୱାରେଣ୍ଟାଇନ୍ରେ ଥିବା ବେଳେ ୪୭୩୩ ଜଣ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୨୨ ହଜାର ୯୮୧ ଜଣଜଣ କୁ ଛୁଇଁଛି। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରୁ କେତେ :-
6. Boudh: 133
7. Cuttack: 973
8. Deogarh: 102
9. Dhenkanal: 289
10. Gajapati: 141
11. Ganjam: 209
12. Jagatsinghpur: 219
13. Jajpur: 281
14. Jharsuguda: 388
15. Kalahandi: 125
16. Kandhamal: 87
17. Kendrapada: 148
18. Keonjhar: 208
19. Khurda: 909
20. Koraput: 282— I & PR Department, Odisha (@IPR_Odisha) May 17, 2021