ବାତ୍ୟାର ନାମ ମୋନ୍ଥା

ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେଲେ,  ନାଁ ରଖାଯିବ ‘ମୋନ୍ଥା’ । ଆସନ୍ତା ୨୭ ତାରିଖରେ ବାତ୍ୟାରେ ପରିଣତ ହେବା ପରେ, ଏହାର ନାଁ ମୋନ୍ଥା ରଖାଯିବ ବୋଲି ସ୍ଥିର ହୋଇଛି । ମୋନ୍ଥା ହେଉଛି ଥାଇଲ୍ୟାଣ୍ଡର ଥାଇ ଭାଷା । ଯାହାର ଅର୍ଥ ହେଉଛି, ସୁଗନ୍ଧିତ ଫୁଲ ବା ସୁନ୍ଦର ଫୁଲ ।