ସ୍ତ୍ରୀ କାଟିଲା ସ୍ୱାମୀର ଗୁପ୍ତାଙ୍ଗ

ବ୍ୟୁରୋ: ଲଭ ସେକ୍ସ ଓ ଧୋକା କହିବାକୁ ଗଲେ ଏବେ ଟ୍ରେଣ୍ଡିଂ ହୋଇଗଲାଣି । କେଉଁଠି ସ୍ୱାମୀ ସ୍ତ୍ରୀ କୁ ଦେଲାଣି ତ ଆଉ କେଉଁଠି ପ୍ରେମିକ ପ୍ରେମିକାକୁ ଦେଲାଣି ଧୋକା । ଏହି ମଡନ ଜମାନରେ ଏହା ଟ୍ରେଣିଙ୍ଗି ଭାବରେ ଚାଲିଛି । ଆଉ ଏ ଧୋକା କୁ କିଛି ଲୋକେ ସହିନପାରି କେତେବେଳେ ଅତ୍ମହତ୍ୟା ତ ଆଉ କେତେବେଳେ ପ୍ରତିଶୋଧ ନେବା ପାଇଁ ବାଟ ବାଛି ନେଲେଣୀ । ଆଉ କେହି କେହି ଭୁଲି ଆଗକୁ ବଢନ୍ତି । କିନ୍ତୁ ଦୁର୍ବଳ ବ୍ୟକ୍ତି ପରିବାରର କଥା ନ ଭାବି ଅତ୍ମହତ୍ୟା ଭଳି କାପୁରୁଷର ରାସ୍ତା ଅପଣେଇ ନିଅନ୍ତି ।

ଆଉ କେତେ ଜଣ ପ୍ରତିଶୋଧ ପରାୟଣ ହୋଇପଡନ୍ତି । ପ୍ରତିଶୋଧକୁ ନେବାକୁ ଯାଇଁ ହତ୍ୟ କରିବା ଘଟଣା ଏ ସମାଜରେ ଏକ ସାଧାରଣ ଘଟଣା ପାଲିଟିଯାଇଛି । ଏହା ଯୁବ ପିଢି ମଧ୍ୟରେ ବେଶୀ ଦେଖିବାକୁ ମିଳିଛି । କିନ୍ତୁ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଏଭଳି ଧୋକା ଖାଇ ପ୍ରତିଶୋଧ ପରାୟଣା ହୋଇଯିବା ଆମ ଦେଶରେ କମ୍ ଦେଖିବାକୁ ମିଳିଥାଏ । ପ୍ରତିଶୋଧ ପରାୟଣା ହୋଇ ସ୍ୱାମୀର ଗୁପ୍ତାଙ୍ଗ କଟିବା କଥା ଆପଣ କେବେ ଶୁଣିନଥିବେ କି ଦେଖିନଥିବେ । ଏ ଭଳି ଆଶ୍ଚର୍ଯ୍ୟ ଘଟଣା ଦେଖିବାକୁ ମିଳିଛି ତାଇୱାଣ୍ଡରେ । ଏଠାରେ ଜଣେ ମହିଳା ସ୍ୱାମୀଙ୍କ ଠାରୁ ଧୋକା ଖାଇବା ଏଭଳି ପ୍ରତିଶୋଧ ନେଇଛିନ୍ତି । ଏହି ତାଇୱାଣ୍ଡ ଅଚଂଳର ରହୁଥିବା ମହିଳା ତାଙ୍କ ସ୍ୱାମୀଙ୍କୁ ତାଙ୍କ ଘରକୁ ଡାକି ଥିଲେ । ସେକ୍ସ କରିବାକୁ ଆଗ୍ରହ ଦେଖାଇଥିଲେ ।

ଏହି ଅଫରକୁ ରାଜି ହୋଇ ଆସିଯାଇଥିଲେ ସ୍ତ୍ରୀ ପାଖକୁ । କିନ୍ତୁ ସେ କ’ଣ ଜାଣିଥିଲେ ସ୍ତ୍ରୀର ଉଦେଶ୍ୟ । ସେ ଆଗ୍ରହ ସହ ମାଡି ଆସିଥିଲେ ସ୍ତ୍ରୀ ପାଖକୁ ଏହି ସୁଯୋଗର ଫାଇଦା ଉଠାଇ ଏକ ଧାରୁଆ ଅସ୍ତ୍ର ରେ କାଟି ଦେଇଥିଲେ ସ୍ୱାମୀର ଗୁପ୍ତାଙ୍ଗକୁ । ମହିଳା ତାଙ୍କ ସ୍ୱାମୀଙ୍କ ଉପରେ ଏତେ ରାଗ ପ୍ରରାୟଣ ହୋଇଯାଇଥିଲେ ଯେ ତାଙ୍କ ଗୁପ୍ତାଙ୍ଗକୁ କାଟିବା ପରେ ସେଥିରେ ଏସିଡି ପକାଇଦେଇଥିଲେ ଟଇଲେଟରେ ଫ୍ଲସ୍ କରିଦେଇଥିଲେ । ଏ ସବୁ କଲା ପରେ ସେ ନିଜ ମାନସିକ ଭାରସ୍ୟାମ ହରାଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ ବି ସେ ବଂଚିଯାଇଛନ୍ତି ।