ଭୁବନେଶ୍ୱର(ରିପୋର୍ଟସ ଟୁଡେ) ଅଧିକାଶଂ ରାଜ୍ୟରେ କରୋନା ସ୍ଥିତି ବୃଦ୍ଧି ପାଉଛି । ବିଶେଷ କରି ଶିଶୁ ମାନେ ଏଥିରେ ଅଧିକମାତ୍ରାରେ ଆକ୍ରାନ୍ତ ହେଉଛନ୍ତି । ରାଜ୍ୟରେ କରୋନା ସ୍ଥିତିକୁ ନେଇ ଡିଏମଟି ସିବିକେ ମହାନ୍ତି କହିଛନ୍ତି , କେରଳରେ ସଂକ୍ରମଣ ବଢୁଛି । ତା ତୁଳନାରେ ଅନ୍ୟ ରାଜ୍ୟରେ ସଂକ୍ରମଣ ହେଉଛନ୍ତି । ଶିଶୁମାନେ କମ୍ ସୁରକ୍ଷିତ । ଅନ୍ୟ ବୟସର ଲୋକ ଟିକା ନେଇ ସାରିଥିବାରୁ ସେମାନଙ୍କ ହେହରେ ଆଣ୍ଟିବଡି ସୃଷ୍ଟି ହୋଇସାରିିଛି । ରାଜ୍ୟରେ କରୋନା ସ୍ଥିତିକୁ ନେଇ ଡିଏମଟି ସିବିକେ ମହାନ୍ତି କହିଛନ୍ତି , କେରଳରେ ସଂକ୍ରମଣ ବଢୁଛି । ତା ତୁଳନାରେ ଅନ୍ୟ ରାଜ୍ୟରେ ସଂକ୍ରମଣ ହେଉଛନ୍ତି । ଶିଶୁମାନେ କମ୍ ସୁରକ୍ଷିତ । ଅନ୍ୟ ବୟସର ଲୋକ ଟିକା ନେଇ ସାରିଥିବାରୁ ସେମାନଙ୍କ ହେହରେ ଆଣ୍ଟିବଡି ସୃଷ୍ଟି ହୋଇସାରିିଛି ।