ପ୍ରସିଦ୍ଧ କଲା ଚନ୍ଦନ ଯାତ୍ରା ପାଇଁ ବାରକୋଟ ପୋଲିସ ଏବଂ କମିଟି ଦ୍ବାରା ମିଳିତ ପ୍ରସ୍ତୁତି ବୈଠକ । ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ୍ କଲା ଗ୍ରାମର ୩୧୮ ତମ ଚନ୍ଦନ ଯାତ୍ରା ନିମନ୍ତେ କମିଟି ଓ ବାରକୋଟ ପୋଲିସ ଦ୍ବାରା ମିଳିତ ଭାବେ ବିଜୟ କୁମାର ଦେହୁରୀଙ୍କ ସଭାପତିତ୍ବରେ ଏକ ପ୍ରସ୍ତୁତି ବୈଠକ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । କଲା ଚନ୍ଦନ ମେଳା କମିଟି ସଭାପତି କଳିଙ୍ଗ ପ୍ରଧାନ,ଉପସଭାପତି ପ୍ରହଲ୍ଲାଦ ପ୍ରଧାନ, ସମ୍ପାଦକ ଶ୍ରୀକାନ୍ତ ସାହୁ,ସହ ସମ୍ପାଦକ ସୁଦାମ ବେହେରା ଏବଂ ଗ୍ରାମ ବାସୀ ଙ୍କସହିତ ଏହି ବୈଠକରେ ବାରକୋଟ ଥାନା ଧିକ।ରି ସୁଶାନ୍ତ କୁମାର ବଢାଇ, ପାତ୍ର ବାବୁ ଯୋଗଦାନ କରିଥିଲେ। କଲା ଚନ୍ଦନ ଯାତ୍ରା ଦେବଗଡ଼ ଅଞ୍ଚଳର ପ୍ରସିଦ୍ଧ ଚନ୍ଦନ ଯାତ୍ରା ପ୍ରତିବର୍ଷ ଲୋକଙ୍କ ଭିଡ ଜମୁଛି।ଚଳିତ ବର୍ଷ ମଧ୍ୟ ଭିଡ ଜମିବାରେ। ସମ୍ଭାବନା ଅଧିକ ରହିଥିବାରୁ ପୋଲିସ ପ୍ରଶାସନ ଓ ଯୁବକ ସଂଘ ଏବଂ ଗ୍ରାମବାସୀ ମିଳିତ ଉଦ୍ୟମରେ ଶୃଙ୍ଖଳିତ କର।ଜିବବୋଲି କହିଥିଲେ। ନୀରବ ଛିନ୍ନ ବିଦ୍ୟୁତ୍ ସର।ବରହ ପାଇଁ ବିଦ୍ୟୁତ୍ ବିଭାଗକୁ ପରାମର୍ଶ ଦିଆ ଯାଇଛି।
ବୈଠକରେ ବାରକୋଟ ଥାନା ଅଧିକାରୀ ଶ୍ରୀ ବଢେଇ କହିଥିଲେ ଯେ ଟ୍ରାଫିକ ନିୟନ୍ତ୍ରଣ,ଓ ଯାତ୍ରା ପଡ଼ିଆରେ ଶୃଙ୍ଖଳା ରକ୍ଷା କରିବା ପାଇଁ ପୋଲିସ ମୁତୟନ କରାଯିବ।ପୋଲିସ ବାହିନୀକୁ ସହ ଯୋଗ କରିବା ପାଇଁ ଗାଁ କମିଟି, ଗାଁର ଯୁବକ ସଂଘ ସମସ୍ତେ ସହଜଗ କରିବେ। ଏହା ବ୍ୟତୀତ ବାରକୋଟ ସ୍ବାସ୍ଥ୍ୟ କେନ୍ଦ୍ର ବ୍ୟବସ୍ଥା ,ଅଗ୍ନି ନିୟନ୍ତ୍ରଣ ବ୍ୟବସ୍ଥା ମିନ।ବଜାର , ଦୂଳି,ଓପେରା ପାଇଁ ସେଥି ପ୍ରତି ଗୁରୁତ୍ୱ ଦିଆ ଯିବ। ଗୋଟିଏ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ବ୍ୟବସ୍ଥା, ଅସ୍ଥାୟୀ ଥାନା,ଜଳ ଛତ୍ର, ଖୋଲିବା ପାଇଁ କଲା ଚନ୍ଦନ ଯାତ୍ରା କମିଟି କୁ ବାରକୋଟ ଥାନାଧିକାରୀ ପରାମର୍ଶ ଦେଇଥିଲେ। ଏହି ସଭାର ବରୁଣ ସାହୁ,ପ୍ରକାଶ ସାହୁ ଝସ୍ କେତନ ପ୍ରଧାନ , ଦିଲେଶ୍ୱର୍ ଦଳ ବେହେରା, ବୋହୂଗ୍ରାମବାସୀ, କମିଟି ବୃନ୍ଦ ସମସ୍ତେ ଯୋଗଦାନ କରିଥିଲେ।