Browsing Tag

repoterstoday

ଜିଏସ୍ଟି ସେଲସ ରିଟର୍ନ ଦାଖଲ ଅବଧି ବଢିଲା

(ଭୁବନେଶ୍ୱର /ରିପୋଟରର୍ସ ଟୁଡ଼େ) : ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ସେଲ୍‌ସ ରିଟର୍ନ ଦାଖଲ କରିବାରେ ଶେଷ ତାରିଖର ଅବଧିକୁ ସରକାର ବୃଦ୍ଧି କରିଛନ୍ତି। ମାର୍ଚ୍ଚ ମାସ ଲାଗି ଜିଏସ୍‌ଟିଆର୍‌-୩ବି ଦାଖଲ ଲାଗି ସୀମା ୩ ଦିନ ବଢାଯାଇ ଏପ୍ରିଲ ୨୩ କରାଯାଇଥିବା ଜିଏସ୍‌ଟି ପୋର୍ଟାଲରେ ଉଲ୍ଲେଖ…
Read More...

ଦେଶୀ ମଦ ଜବଦ

(ମୃତ୍ୟୁଞ୍ଜୟ ଭୋଇ/ରିପୋଟରର୍ସ ଟୁଡ଼େ ) : ଗତକାଲି ଭଦ୍ରକ ଜିଲା ବନ୍ତ ଥାନା ଅଧୀନ ଚଣ୍ଡିପୁର ଗ୍ରାମରେ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଛି। ଏହି ଚଢ଼ାଉରେ ପୋଲିସ ୪୦ ଲିଟର ଦେଶୀ ମଦ ଜବତ କରିବା ସହ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।
Read More...

ମୌଳିକ ସୁବିଧା ଦେଇନଥିବା ଏହି ସରକାରକୁ ବଦଳାଇବା ପାଇଁ ଆହ୍ୱାନ ଦେଲେ ରାଜନାଥ

( ମାନସ ପ୍ରଧାନ / ନୟାଗଡ଼ ) : ନୟାଗଡରେ ନିର୍ବାଚନ ପ୍ରଚାର କଲେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ । ନୟାଗଡ ଷ୍ଟାଡିୟମ ପଡିଆରେ ବିଜେପି ପକ୍ଷରୁ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ଥିଲେ । ସେ ତାଙ୍କ ଭାଷଣରେ ରାଜ୍ୟବାସୀଙ୍କୁ ମୌଳିକ ସୁବିଧା ଯୋଗାଇ ପାରୁନଥିବା ଏହି ସରକାରଙ୍କୁ…
Read More...

ବିଜେପି କର୍ମୀଙ୍କୁ ହତ୍ୟା

 (ଭୁବନେଶ୍ୱର /ରିପୋଟରର୍ସ ଟୁଡ଼େ) : ଭଞ୍ଜନଗର ସୋରଡାରେ ବିଜେପି କର୍ମୀଙ୍କୁ ହତ୍ୟା । ଗତକାଲି ରାତିରେ ସନ୍ତୋଷ ସୋରଡାରୁ ଫେରି ଘରେ ପହଞ୍ଚିବା ବେଳେ ଗାଁର କିଛି ଯୁବକ ତାଙ୍କ ବାପାଙ୍କ ସହ ପାଟିତୁଣ୍ଡ କରି ମାଡ ମାରୁଥିବା ଦେଖିଥିଲେ । ସନ୍ତୋଷ ବାପାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ବେଳେ…
Read More...

ପୃଥକ ଦୁର୍ଘଟଣା

( ଭୁବନେଶ୍ୱର /ରିପୋଟରର୍ସ ଟୁଡ଼େ) : ସୋରଡା ଅଞ୍ଚଳର ବିଭିନ୍ନ ସ୍ଥାନରେ ବୁଧବାର ଦୁର୍ଘଟଣା ଘଟି ଜଣେ ମହିଳା ଏବଂ ଜଣେ ଶିଶୁଙ୍କର ମୃତ୍ୟୁ ଘଟିଥିବା ବେଳେ ୮ଜଣ ଆହତ ହୋଇଛନ୍ତି। ଜଣଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ସକାଳ ୧୦ଟାରେ ସନ୍ଧିକେନ୍ଦୁ ଗ୍ରାମର ସାଗର ନାୟକ…
Read More...

ବଳାତ୍କାର ପରେ ହତ୍ୟା ଉଦ୍ୟମ

(ମୃତ୍ୟୁଞ୍ଜୟ ଭୋଇ/ରିପୋଟରର୍ସ ଟୁଡ଼େ) : ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଣିତିଆ ପଞ୍ଚାୟତର ଏକ ଗ୍ରାମରେ ଜଣେ ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ଉଦ୍ୟମ କରାଯାଇଛି କ୍ଷ ନାବାଳିକା ଜଣଙ୍କ ଗତକାଲି ସ୍କୁଲକୁ ଯାଇ ଘରକୁ ଫେରି ନ ଥିଲେ॥ ନାବାଳିକା ଜଣକ ୬ଷ୍ଠ ଶ୍ରେଣୀରେ ପଢ଼ୁଥିବା ଜଣାପଡ଼ିଛି।…
Read More...

ରାଜ୍ୟରେ କିଛି ସ୍ଥାନରେ କାଳବୈାଶାଖୀ ସମ୍ଭାବନା

(ମୃତ୍ୟୁଞ୍ଜୟ ଭୋଇ/ରିପୋଟରର୍ସ ଟୁଡ଼େ) :ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ କେତେକ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ହେଉଥିବା ଦେଖିବାକୁ ମିଳୁଛି। ଏହି କ୍ରମରେ ମଙ୍ଗଳବାର ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଥିବା…
Read More...

ଦୃଷ୍ଟି ହୀନ ମାନଙ୍କ ପାଇଁ ଭୋଟ ପ୍ରଶୀକ୍ଷଣ ଶିବିର

(ମୃତ୍ୟୁଞ୍ଜୟ ଭୋଇ/ରିପୋଟରର୍ସ ଟୁଡ଼େ) : ଦୃଷ୍ଟିହୀନମାନଙ୍କ ପାଇଁ କଟକ ଶୈଳବାଳା ମହିଳା ମହାବିଦ୍ୟାଳୟ ପରିସରରେ ଏକ କର୍ମଶାଳା ଆୟୋଜିତ ହୋଇଛି। ସହାୟ ଓ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଏହି କର୍ମଶାଳା ଅନୁଷ୍ଠିତ ହୋଇଥିଲା । କର୍ମଶାଳାରେ ଭୋଟ୍ ଦେବା…
Read More...

ନିର୍ବାଚନରେ ତୃଟି ଅଭିଯୋଗ

(ମୃତ୍ୟୁଞ୍ଜୟ ଭୋଇ / ରିପୋଟରର୍ସ ଟୁଡେ) : ଼ଗତ ୧୧ ତାରିଖରେ ପ୍ରଥମ ପର୍ୟ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ଉକ୍ତ ୨ ବୁଥ୍‌ରୁ ଗୋଟିଏରେ ଇଭିଏମ୍‌ ଫୋପାଡ଼ି ଦିଆଯାଇଥିବା ଅଭିଯୋଗ ହୋଇଥିବା ବେଳେ ଅନ୍ୟଟିରେ ପ୍ରିଜାଇଡିଂ ଅଫିସରଙ୍କ ତ୍ରୁଟି ଥିବା ଜଣାପଡ଼ିଥିଲା। ରାଜ୍ୟର ୨ଟି…
Read More...

କୁଶଭଦ୍ରା ନଦୀର ତିନିଜଣ ଯୁବକ ନିଖୋଜ

(ମୃତ୍ୟୁଞ୍ଜୟ ଭୋଇ/ରିପୋଟରର୍ସ ଟୁଡ଼େ) : ପୁରୀ ଜିଲ୍ଲା କୁଶଭଦ୍ରା ନଦୀର ନିମାପଡ଼ା ଧୀରପୁର ଘାଟରେ ବୁଡ଼ି ତିନିଜଣ ଯୁବକ ନିଖୋଜ ହୋଇଯାଇଛନ୍ତି । ନିଖୋଜ ଯୁବକମାନେ ଗାଧୋଇବାକୁ ଯାଇ କୈାଣସି କାରଣ ବସତଃ ଗୋଡ଼ ଖସିଥିବାରୁ ଏପରି ହୋଇଥିବା ଜଣାପଡ଼ିଛି । ସେମାନଙ୍କୁ ସ୍ଥାନୀୟ ଲୋକ ଓ ଅଗ୍ନିଶମ ବିଭାଗ…
Read More...